"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କିଛି ଭୁଲ ଥିଲା
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୨ କ ଧାଡ଼ି:
ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ। ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ। ଏହା ଶ୍ୱେତସାରର ଏକ ମୁଖ୍ୟ ଉତ୍ସ। ଆଳୁରେ ଶ୍ୱେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବାଦ୍ୱାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।
==ପ୍ରକାରଭେଦ==
ଆଳୁ କହିଲେ ଅନେକେ ବିଲାତି ଆଳୁକୁ ବୁଝି ଥାଆନ୍ତି। ଏହି ପରିବା ରାଜ୍ୟରେ ପ୍ରଚଳନ କରିବାରେ ଇଂରେଜମାନଙ୍କର ଶ୍ରେୟ ଥିବାରୁ ଏହାର ନାମକରଣ ଏପରି ହୋଇଛି। କିନ୍ତୁ ଏହାର ବହୁ ପୂର୍ବ ରୁପୂର୍ବରୁ ଆମ ଦେଶ ରେଦେଶରେ ବିଭିନ୍ନ ବନ୍ୟ ଆଳୁ ଓ ଦେଶୀ ଆଳୁର ପ୍ରଚଳନ ରହି ଥିଲା ।। ଏହି ଆଳୁକୁ ଦେଶୀ ଆଳୁ, ମାଟି ଆଳୁ ବା ଖମ୍ବ ଆଳୁ କୁହାଯାଏ। ଦେଶୀ ଆଳୁ ସାଧାରଣତଃ ବିଲାତି ଆଳୁଠାରୁ ଆକାରରେ ବଡ଼ ଥାଏ। ଏହି ଦେଶୀ ଆଳୁ ମଧ୍ୟ ରେମଧ୍ୟରେ ଘର ଆଳୁ , ବୈଂୟା ଆଳୁ ଆଦି ପ୍ରଧାନ ଅଟେ । ଏହି ଆଳୁ ୫ ରୁ୫ରୁ ୫୦ କି.ଗ୍ରା ପର୍ଯ୍ୟନ୍ତ ହୋଇ ଥାଏ ।
==ଉତ୍ପାଦନ==
ସର୍ବାଧିକ ଆଳୁ ଉତ୍ପାଦନ କରୁଥିବା ଭାରତୀୟ ରାଜ୍ୟଗୁଡି଼କର ତାଲିକା ନିମ୍ନରେ ଦିଆଗଲା।<ref>{{cite web|url=http://www.mapsofindia.com/top-ten/india-crops/potato.html}}</ref>
"https://or.wikipedia.org/wiki/ଆଳୁ"ରୁ ଅଣାଯାଇଅଛି