"ଆରଏମଆରସି, ଭୁବନେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗ: 2017 source edit
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|RMRC, Bhubaneswar}}
 
'''ଆରଏମଆରସି, ଭୁବନେଶ୍ୱର''' (Regional Medical Research Center, Bhubaneswar) ହେଉଛି ଏକ [[ଚିକିତ୍ସା ବିଜ୍ଞାନ|ଡାକ୍ତରୀ ବିଜ୍ଞାନ]] କ୍ଷେତ୍ରରେ ଏକ ଆଧୁନିକ ଅନୁସନ୍ଧାନ ପ୍ରତିଷ୍ଠାନ ଯାହା ଓଡ଼ିଶାର ଭୁବନେଶ୍ୱରରେ ପ୍ରତିଷ୍ଠିତ। ଏହି ଅନୁଷ୍ଠାନଟି ୧୯୮୧ ମସିହାରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଓଡ଼ିଶା ତଥା ଏହାର ସଂଲଗ୍ନ ରାଜ୍ୟରେ ସ୍ଥାନୀୟ ସଂକ୍ରାମକ ତଥା ଅଣ ସଂକ୍ରାମକ ରୋଗ, ଆଦିବାସୀ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିହୀନତା ହେଉଛି ଅନୁଷ୍ଠାନର ଅନୁସନ୍ଧାନର ମୁଖ୍ୟ ଧ୍ୟାନ କ୍ଷେତ୍ର ।<ref>http://www.icmr.nic.in/icmrsql/insprofile.asp?insno1=000517</ref>
 
== ଆଧାର ==