"ବବୁନ୍ ମାଙ୍କଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Baboon}} {{short description|ଆଫ୍ରିକା ମହାଦେଶର ଏକ ବାନର ପ୍ରଜା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Baboon}}
{{short description|ଆଫ୍ରିକା ମହାଦେଶର ଏକ ବାନର ପ୍ରଜାତି}}
{{Speciesbox
{{Automatic taxobox
| name = ବବୁନ୍<ref name=MSW3>{{MSW3 Groves|pages=166–167|id=12100580 |heading=GENUS ''Papio''}}</ref>
| fossil_range = {{Fossil range|2.0|0}}<small>ଆଦି ପ୍ଲାଇଷ୍ଟୋସିନ୍ – ବର୍ତ୍ତମାନ</small>
୫୨ କ ଧାଡ଼ି:
! ଛବି !! ବୈଜ୍ଞାନିକ ନାମ !! ସାଧାରଣ ନାମ!! ଭୌଗୋଳିକ ବିତରଣ
|-
|[[File:Papio hamadryas (aka).jpg|120px]] ||''ପାପିଓ ହାମାଦ୍ର୍ୟାସ୍''|| ହାମାଦ୍ର୍ୟାସ୍ ବବୁନ୍ || ଏରିଟ୍ରିଆର ଲୋହିତ ସାଗରରୁ ନେଇ [[ଇଥିଓପିଆ]], [[ଜିବୁତି|ଜିବୁଟି]], [[ସୋମାଲିଆ]], ଦକ୍ଷିଣ-ପଶ୍ଚିମ ଆରବ, [[ୟେମେନ|ୟେମେନ୍]], [[ସାଉଦି ଆରବ]]
|-
|[[File:2011-06-12 13-59-42-Papio papio.jpg|120px]] ||''ପାପିଓ ପାପିଓ''|| ଗିନି ବବୁନ୍ || [[ଗିନି]], [[ସେନେଗାଲ|ସେନେଗାଲ୍]], [[ଗାମ୍ବିଆ|ଗାମ୍ଵିଆ]], ଦକ୍ଷିଣ-[[ମୋରିତାନିଆ|ମୌରିତାନିଆ]], ପଶ୍ଚିମ-ମାଲି
|-
|[[File:Grooming monkeys PLW edit.jpg|120px]] ||''ପାପିଓ ଏନୁବିସ୍''|| ଅଲିଭ୍ ବବୁନ୍ || ବିଷୁବ ବୃତ୍ତୀୟ [[ଆଫ୍ରିକା]]
|-
|[[File:Yellow Baboon, Tanzania.jpg|120px]] ||''ପାପିଓ ସାଇନୋସେଫାଲସ୍''|| ପୀତ ବବୁନ୍ || [[କେନିଆ]][[ତାଞ୍ଜାନିଆ]] ଅଞ୍ଚଳରୁ ଆରମ୍ଭ କରି [[ଜିମ୍ବାୱେ|ଜିମ୍ଵାୱେ]][[ବୋତ୍ସୱାନା]] ପର୍ଯ୍ୟନ୍ତ
|-
|[[File:Chacma baboon (Papio ursinus griseipes) male head.jpg|120px]] ||''ପାପିଓ ଅର୍ସାଇନସ୍''|| ଚାକ୍‍ମା ବବୁନ୍ ||ଆଫ୍ରିକାର ଦକ୍ଷିଣ ଭାଗ, ଯଥା: ଅଙ୍ଗୋଲାର[[ଆଙ୍ଗୋଲା|ଅଙ୍ଗୋଲା]]<nowiki/>ର ଉତ୍ତରାଂଶ, [[ଜାମ୍ବିଆ|ଜାମ୍ଵିଆ]], [[ମୋଜାମ୍ବିକ|ମୋଜାମ୍ଵିକ୍]]
|-
|}
୬୬ କ ଧାଡ଼ି:
ଅନେକ ଜୀବବିଜ୍ଞାନ ଲେଖକ ପାପିଓ ହାମାଦ୍ର୍ୟାସ୍‍କୁ ଏକ ସମ୍ପୂର୍ଣ୍ଣ ପ୍ରଜାତି ବୋଲି କହିବା ସହ ଅନ୍ୟ ସମସ୍ତ ପ୍ରଜାତିଙ୍କୁ ପାପିଓ ସାଇନୋସେଫାଲସ୍‍ର ଉପପ୍ରଜାତି ରୂପେ ଦର୍ଶାଇ ଏମାନଙ୍କୁ ଏକତ୍ରିତ ଭାବେ "ସାଭାନ୍ନା ବବୁନ୍‍" ବୋଲି ଅଭିହିତ କରିଛନ୍ତି । ହାମାଦ୍ର୍ୟାସ୍ ବବୁନ୍ ବ୍ୟବହାରିକ ଓ ଶାରୀରିକ ଦୃଷ୍ଟିକୋଣରୁ ଅନ୍ୟ ବବୁନ୍‍ମାନଙ୍କଠାରୁ ଭିନ୍ନ ଓ ସେ କାରଣରୁ ଏମାନଙ୍କ ବିବର୍ତ୍ତନ ଧାରା ଅନ୍ୟ ବବୁନ୍‍ଙ୍କଠାରୁ ପୃଥକ୍ ବୋଲି ଭାବି ଏପରି ବର୍ଗୀକରଣ କରାଯାଇଥିଲା ଯାହା ଉଚିତ୍ ମନେ ହୁଏ ନାହିଁ । ନିକଟ ଅତୀତରେ ହୋଇଥିବା ପାପିଓମାନଙ୍କ ଆକୃତି ବିଜ୍ଞାନ ଓ ଜିନ୍‍ଗତ ଗବେଷଣାରୁ ଜଣାପଡ଼ିଛି ଯେ ହାମାଦ୍ର୍ୟାସ୍ ବବୁନ୍‍ମାନେ ଦକ୍ଷିଣ ପ୍ରାନ୍ତର ପୀତ ଓ ଚାକ୍‍ମା ବବୁନ୍ ଅପେକ୍ଷା ଉତ୍ତର ପ୍ରାନ୍ତର ଗିନି ଓ ଅଲିଭ୍ ବବୁନ୍‍ଙ୍କ ନିକଟତର ।<ref>{{cite journal |vauthors=Newman TK, Jolly CJ, Rogers J | title=Mitochondrial phylogeny and systematics of baboons (''Papio'') | journal=American Journal of Physical Anthropology | volume=124 | issue=1 | year=2004 | pages=17–27 | doi = 10.1002/ajpa.10340 | pmid=15085544}}</ref><ref>{{cite journal |vauthors=Frost SR, Marcus LF, Bookstein FL, Reddy DP, Delson E | title=Cranial allometry, phylogeography, and systematics of large-bodied papionins (Primates:Cercopithecinae) inferred from geometric morphometric analysis of landmark data | journal=Anatomical Record | volume=275 | year=2003 | pages=1048–1072 | doi=10.1002/ar.a.10112 | pmid=14613306 | issue=2}}</ref><ref>{{cite journal |vauthors=Wildman DE, Bergman TJ, al-Aghbari A, Sterner KN, Newman TK, Phillips-Conroy JE, Jolly CJ, Disotell TR | title=Mitochondrial evidence for the origin of hamadryas baboons. | journal=Molecular Phylogenetics and Evolution | volume=32 | issue=1 | year=2004 | pages=287–296 | doi = 10.1016/j.ympev.2003.12.014 | pmid=15186814}}</ref>
 
ଏହି ପାରମ୍ପରିକ ପଞ୍ଚ-ଶ୍ରେଣୀ ବର୍ଗୀକରଣ ପାପିଓମାନଙ୍କ ମଧ୍ୟରେ ରହିଥିବା ଭିନ୍ନତାକୁ ବୋଧହୁଏ କିଛି ମାତ୍ରାରେ ଅଣଦେଖା କରିଥାଏ । କିଛି ଲେଖକ<ref>{{cite book | author = Jolly, CJ | year = 1993 | chapter = Species, subspecies, and baboon systematics | title = Species, Species Concepts, and Primate Evolution |editor1=WH Kimbel |editor2=LB Martin | location = New York | publisher = Plenum Press}}</ref> ଯୁକ୍ତି ବାଢ଼ନ୍ତି ଯେ [[ଜାମ୍ବିଆ|ଜାମ୍ଵିଆ]], [[ଆଙ୍ଗୋଲା|ଅଙ୍ଗୋଲା]] ଓ କଂଗୋରେ ଦେଖାଯାଉଥିବା କ୍ଷୁଦ୍ର ''କିଣ୍ଡା ବବୁନ୍ (Kinda baboon)'' ଓ ଜାମ୍ଵିଆ, [[ବୋତ୍ସୱାନା]], [[ଜିମ୍ବାୱେ|ଜିମ୍ଵାୱେ]], [[ମୋଜାମ୍ବିକ|ମୋଜାମ୍ଵିକ୍]], [[ଦକ୍ଷିଣ ଆଫ୍ରିକା]]ର ଉତ୍ତରାଂଶରେ ଦେଖାଯାଉଥିବା ''ପାଉଁଶ ପାଦ ବବୁନ୍ (gray-footed baboon)'' ଦୁଇଟି ସ୍ଵତନ୍ତ୍ର ପ୍ରଜାତିର ମାନ୍ୟତା ପାଇବା ଉଚିତ । କିନ୍ତୁ ବର୍ତ୍ତମାନ ସମୟରେ ପାପିଓମାନଙ୍କ ଉପରେ ହୋଇଥିବା ଆକୃତି ବିଜ୍ଞାନ, ଜିନ୍‍ଗତ ଓ ବ୍ୟବହାରିକ ଅଧ୍ୟୟନରୁ ଏପରି ନିଷ୍କର୍ଷରେ ପହଞ୍ଚିବା ପାଇଁ ସବିଶେଷ ତଥ୍ୟ ଉପଲବ୍ଧ ନାହିଁ ।
 
==ଉଦ୍ଭବ==
୭୩ କ ଧାଡ଼ି:
 
==ଆକୃତି ଓ ପ୍ରକୃତି==
[[File:Portrait Of A Baboon.jpg|thumb|ହାମାଦ୍ର୍ୟାସ୍ ବବୁନ୍‍ର ମୁହଁ]]
ସମସ୍ତ ପ୍ରଜାତିର ବବୁନ୍‍ମାନଙ୍କ ମୁହଁ [[କୁକୁର]] ପରି ଲମ୍ଵାଳିଆ । ଏମାନଙ୍କ ଥୋଡ଼ିଟି ଶକ୍ତ, ଓଜନିଆ । ଏମାନଙ୍କ ମୁହଁରେ ଧାରୁଆ ଶ୍ଵାନଦନ୍ତ ରହିଥାଏ । ଏମାନଙ୍କ ମୁହଁରେ ଝଙ୍କାଳିଆ ଲୋମ ରହିଥାଏ । ଏମାନଙ୍କ ଲାଞ୍ଜଟି ଛୋଟ । ଏମାନଙ୍କ ନିତମ୍ଵଟି ଲୋମହୀନ ଓ ସାମାନ୍ୟ ବାହାରକୁ ବାହାରି ଆସିଥାଏ ଯାହା ଯୋଗୁଁ ଏହି ବାନରମାନେ ଆରାମ ସହକାରେ ବସିପାରନ୍ତି ।
 
ଅଣ୍ଡିରା ହାମାଦ୍ର୍ୟାସ୍ ବବୁନ୍‍ର ବଡ଼ ଧଳା କେଶର ରହିଥାଏ । ବବୁନ୍‍ମାନଙ୍କ କ୍ଷେତ୍ରରେ ଶରୀରର ଆକାର, ରଙ୍ଗ ଓ ସ୍ଵାନଦନ୍ତର ବିକାଶ ପରି ଗୁଣ/ପ୍ରକୃତିରେ ଲିଙ୍ଗୀୟ ବିସମରୂପତା (sexual dimorphism) ଦେଖାଯାଇଥାଏ ।
୮୨ କ ଧାଡ଼ି:
 
===ପରିବାସ ଓ ଆହାର===
ବବୁନ୍‍ମାନେ ମୁଖ୍ୟତଃ ସ୍ଥଳଚର ଜୀବ ଏବଂ ଏମାନେ ଆଫ୍ରିକାର ସାଭାନ୍ନା ତୃଣଭୂମି, ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଦେଖାଯାନ୍ତି । ବବୁନ୍‍ମାନେ ସର୍ବଭକ୍ଷୀ ଜୀବ । ତୃଣଜାତୀୟ ଉଦ୍ଭିଦ, ଗଛର ଚେର, ପତ୍ର, ଫଳ, ମଞ୍ଜି, ପୋକ ଜୋକ, କୀଟପତଙ୍ଗ, ଶାମୁକା, ମୂଷା, ଛୋଟ ପକ୍ଷୀ, ଭେର୍ଭେଟ୍ ମାଙ୍କଡ଼, ଛୋଟ ହରିଣ ପ୍ରଭୃତି ବବୁନ୍‍ମାନଙ୍କ ଆହାରରେ ଅନ୍ତର୍ଭୁକ୍ତ ।<ref>{{cite web|url=http://www.awf.org/content/wildlife/detail/baboon |title=AWF: Wildlife: Baboon |publisher=[[African Wildlife Foundation]] |accessdate=2008-08-18 |archiveurl=https://web.archive.org/web/20080917132740/http://www.awf.org/content/wildlife/detail/baboon |archivedate=17 September 2008 |url-status=live |df= }}</ref> ବବୁନ୍‍ମାନେ ଖାଦ୍ୟ ଅନ୍ଵେଷଣରେ ବହୁ ଦୂର ପର୍ଯ୍ୟନ୍ତ ଘୁରି ବୁଲନ୍ତି । ଦିନ ବା ରାତିରେ ଅନିର୍ଦ୍ଦିଷ୍ଟ ସମୟରେ ଏମାନେ ବିଚରଣ କରିବା ଦେଖାଯାଇଛି । ଖାଦ୍ୟ ଆଶାରେ ଏମାନେ ଜନବସତି ଅଞ୍ଚଳକୁ ପଶିଆସିବା ମଧ୍ୟ ଦେଖାଯାଏ । [[ଦକ୍ଷିଣ ଆଫ୍ରିକା]]ରେ ଏମାନେ ପୋଷା ଛେଳି, [[ମେଣ୍ଢା]] ଓ କୁକୁଡ଼ା ଖାଇବା ମଧ୍ୟ ଦେଖାଯାଏ ।
 
===ଶିକାରୀ ଓ ଶତ୍ରୁ===
୧୦୧ କ ଧାଡ଼ି:
 
===ଜନ୍ମ, ଶାବକ ପାଳନ ଓ ଜୀବନ କାଳ===
[[File:Olive baboon (Papio anubis) with juvenile.jpg|thumb|rightleft|[[ଉଗାଣ୍ଡା]]ର ରାଣୀ ଏଲିଜାବେଥ୍ ଜାତୀୟ ଉଦ୍ୟାନର ଏକ ଶାବକ ଅଲିଭ୍ ବବୁନ୍ ନିଜ ମା’ ପିଠିରେ ବସି ବୁଲୁଥିବାର ଚିତ୍ର]]
ମାଈ ବବୁନ୍‍ମାନେ ସାଧାରଣତଃ ୬ ମାସର ଗର୍ଭଧାରଣ ସମୟ ପରେ ଏକାକୀ ଶାବକଟିଏକୁ ଜନ୍ମ ଦିଅନ୍ତି । ଯାଆଁଳା ବବୁନ୍ ଜନ୍ମ ହେବା ଘଟଣା ଅତି ବିରଳ ଓ ସେମାନଙ୍କ ବଞ୍ଚି ରହିବାର ସମ୍ଭାବନା ମଧ୍ୟ କମ୍ । ଜନ୍ମ ବେଳେ ଶାବକମାନଙ୍କ ଚର୍ମ କଳା ରଙ୍ଗର ହୋଇଥାଏ ଓ ସେମାନଙ୍କ ଓଜନ ହାରାହାରି ୪୦୦ ଗ୍ରାମ୍ ହୋଇଥାଏ ।
 
୧୧୧ କ ଧାଡ଼ି:
==ମନୁଷ୍ୟ ଓ ବବୁନ୍‍ମାନଙ୍କ ସମ୍ପର୍କ==
[[File:By ovedc - Temple of Hatshepsut - 35.jpg|thumb|right|ପ୍ରାଚୀନ ମିଶରର ରାଣୀ ହାତ୍ସେପ୍‍ସୁତଙ୍କ ମନ୍ଦିରର ବିଭିନ୍ନ କାନ୍ଥରେ ବବୁନ୍‍ମାନଙ୍କ ଚିତ୍ର ଦେଖିବାକୁ ମିଳେ]]
ମିଶରୀୟ ପୌରାଣିକ କଥା, ବାବି ପୌରାଣିକ କଥାରେ ହାମାଦ୍ର୍ୟାସ୍ ବବୁନ୍‍ମାନଙ୍କୁ ଦେବତା ତୂଲ୍ୟ ବୋଲି ମନେ କରାଯାଏ ଓ ତେଣୁ ଏହି ଜୀବମାନେ ପବିତ୍ର ବୋଲି ବିଶ୍ଵାସ ରହିଥିଲା । ଏକ ବବୁନ୍‍କୁ ପ୍ରାଚୀନ ମିଶରୀୟ ସଭ୍ୟତାର ଦେବତା ଠୋଥ୍‍ଙ୍କ ଭୃତ୍ୟ ବା ସେବକ ଭାବେ ଦର୍ଶାଯାଉଥିଲା ଓ ଏହାକୁ ପବିତ୍ର ବବୁନ୍ ବୋଲି କୁହାଯାଉଥିଲା । ୨୦୦୯ ମସିହାରେ ପ୍ରକାଶିତ ''ବବୁନ୍ ୱୁମାନ୍ (Baboon Woman)'' ନାମକ ଏକ ବୃତ୍ତଚିତ୍ରରେ [[ଦକ୍ଷିଣ ଆଫ୍ରିକାରେଆଫ୍ରିକା]]<nowiki/>ରେ ବବୁନ୍ ଓ ମନୁଷ୍ୟମାନଙ୍କ ସମ୍ପର୍କ ବିଷୟରେ ଦର୍ଶାଯାଇଥିଲା ।
 
==ରୋଗ==