"ଦୁଃଖୀରାମ ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ଦୁଃଖୀରାମ ସ୍ବାଇଁରୁ ଦୁଃଖୀରାମ ସ୍ୱାଇଁକୁ ଘୁଞ୍ଚାଇଲେ: Bot: Moved page
ଜନ୍ମ
୫ କ ଧାଡ଼ି:
| alt =
| caption =
| birth_date = {{Birth date|1925|04|23|df=yes}}
| birth_place = ଦରବା, [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]], [[ଓଡ଼ିଶା]]
| death_date = {{Deathdeath date and age|df=yyes|1995|01|18|1925|04|23}}
| death_place = କଟକ
| yearsactive = ୧୯୬୦-୧୯୯୪
୧୮ କ ଧାଡ଼ି:
[[File: With Co-Stars Debu Bose & Aparajita.jpg |thumb|[[ଦେବୁ ବୋଷ]] ଓ [[ଅପରାଜିତା ମହାନ୍ତି]]ଙ୍କ ସହ]]
 
'''ଦୁଃଖୀରାମ ସ୍ୱାଇଁ''' (- ୨୩ ଅପ୍ରେଲ ୧୯୨୫ - ୧୮ ଜାନୁଆରୀ ୧୯୯୫)<ref>{{cite web|title=ସ୍ମୃତିରେ ଦୁଃଖିରାମ ସ୍ୱାଇଁ|url=http://epaper.prameyanews.com/78716-154922194-1-article.html|publisher=ପ୍ରମେୟ|accessdate=19 January 2017}}</ref> ଜୟଦେବ ପୁରସ୍କାରପ୍ରାପ୍ତ ଜଣେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଅଭିନେତା ଥିଲେ ।<ref>http://timesofindia.indiatimes.com/city/bhubaneswar/Bronze-age-of-Odia-cinema/articleshow/12771459.cms</ref>
 
== ବ୍ୟକ୍ତିଗତ ଜୀବନ ==
ଦୁଃଖୀରାମ, ୧୯୨୫ ମସିହାରେ ଜଗତସିଂହପୁର ଜିଲ୍ଲାର ଦରବାଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{cite web |title=ଆଜି ଜନ୍ମଦିନ |url=http://sambadepaper.com/epaper/1/71/2020-04-23/1 |website=http://sambadepaper.com/ |publisher=ସମ୍ବାଦ |accessdate=23 April 2020 |archiveurl=http://web.archive.org/save/http://sambadepaper.com/epaper/1/71/2020-04-23/1 |archivedate=23.04.2020}}</ref> ସ୍କୁଲରେ ପଢିବା ଦିନରୁ ଦୁଃଖୀରାମ ଅଭିନୟ ନିଶାରେ ପଡି ଯାଇଥିଲେ । ଘରେ ମାଡ ଗାଳି ଖାଉଥିବା ସତ୍ତ୍ୱେ ସେ ରାତି ଅନିଦ୍ରା ହୋଇ ଯାତ୍ରା ଦେଖୁଥିଲେ । ଅଭିନୟ ପାଇଁ ଘର ଛାଡ଼ି, [[କଟକ]] ଚାଲି ଆସି [[କାଳୀଚରଣ ପଟ୍ଟନାୟକ|କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ]] ଓଡ଼ିଶା ଥିଏଟରସରେଥିଏଟର୍ସରେ ଯୋଗ ଦେଇଥିଲେ । କବିଚନ୍ଦ୍ରଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ, କିନ୍ତୁ ଆତ୍ମସନ୍ତୋଷ ନମିଳିବାରୁ ଚାକିରି ଛାଡ଼ିଥିଲେ । ଚାକିରି ଛାଡିଛାଡ଼ି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟରେ ନିମ୍ମୋଜିତ କରିଥିଲେ ।<ref name="Nanda2001">{{cite book|author=Candraśekhara Nanda|title=Anubhūti darpaṇare Oḍiā nāṭaka|url=http://books.google.com/books?id=1JtjAAAAMAAJ|year=2001|publisher=Oḍiśā Saṅgīta Nāṭaka Ekāḍemī}}</ref> "ସଦାନନ୍ଦ ନାଟ୍ୟ ନିକେତନ" ଓ "ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ" ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।<ref>http://www.telegraphindia.com/1131222/jsp/frontpage/story_17707168.jsp#.Vpy2v08wDSg</ref>
୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ଦୁଃଖୀରାମଙ୍କର ମୃତ୍ୟୁ ଘଟିଥିଲା ।
 
୨୯ କ ଧାଡ଼ି:
 
*[[ଲକ୍ଷେ ଶିବ ପୂଜି ପାଇଛି ପୁଅ]], ୧୯୯୭
* [[ପୁଅ ମୋର କଳାଠାକୁରକଳା ଠାକୁର]], ୧୯୮୮
* [[ସ୍କୁଲ ମାଷ୍ଟର]], ୧୯୮୫
* [[ଯାଯାବର (୧୯୭୫ର ସିନେମା)|ଯାଯାବର]], ୧୯୭୫
୫୦ କ ଧାଡ଼ି:
{{ଜୟଦେବ ପୁରସ୍କାର}}
 
[[ଶ୍ରେଣୀ:୧୯୨୫ ଜନ୍ମ]]
[[ଶ୍ରେଣୀ:୧୯୯୫ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]