"ଗୋପୀନାଥ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଏଠାରେ କିଛି ଅଭାବ ଥିବାରୁ ଯୋଡ଼ାଗଲା
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେNo edit summary
୫୫ କ ଧାଡ଼ି:
[[ଓଡ଼ିଆ ସାହିତ୍ୟ]]କୁ ଗୋପୀନାଥଙ୍କ ସର୍ବଶ୍ରେଷ୍ଠ ଅବଦାନ ଥିଲା '''ଶବ୍ଦତତ୍ତ୍ୱବୋଧ ଅଭିଧାନ''' । ଏହା ସମ୍ପୂର୍ଣ୍ଣ ଭାରତବର୍ଷରେ ନିଜ ଧରଣର ଏକାକୀ ଅଭିଧାନ ଥିଲା । ଅନ୍ୟ ଭାଷାରେ ସେତେବେଳେ ଏ ଭଳି କୌଣସି ଅଭିଧାନ ନଥିଲା । ଏହି ଶବ୍ଦତତ୍ତ୍ୱବୋଧ ଅଭିଧାନରୁ ଅନୁପ୍ରାଣିତ ହୋଇ [[ଗୋପାଳ ଚନ୍ଦ୍ର ପ୍ରହରାଜ]] ପରବର୍ତ୍ତୀ ସମୟରେ [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ରଚନା କରିଥିଲେ । ଗୋପୀନାଥ ଓଡ଼ିଆ ଭାଷାର ସମସ୍ତ ତଥ୍ୟ ସମ୍ବଳିତ '''ବୃହତ ବ୍ୟାକରଣ''' ମଧ୍ୟ ରଚନା କରିଥିଲେ । ଅନ୍ୟାନ୍ୟ ଭାଷାରେ ଲେଖାଥିବା [[ମହାଭାରତ]] ସହିତ [[ସାରଳା ମହାଭାରତ]]ର ତୁଳନାତ୍ମକ ବିଶ୍ଳେଷଣ କରି, ସାରଳା ମହାଭାରତର ମୌଳିକତାକୁ ପ୍ରତିପାଦିତ କରିପାରିଥିଲେ ।<ref>http://odisha.gov.in/e-magazine/Orissareview/june_july-2007/engpdf/Pages118-119.pdf</ref> କବିତା ଓ ନାଟକ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ ।
 
[[ପାରଳାଖେମୁଣ୍ଡି]] ଥିଲା ଗୋପୀନାଥଙ୍କର କର୍ମକ୍ଷେତ୍ର । ସେତେବେଳେ ପାରଳାଖେମୁଣ୍ଡି ମାନ୍ଦ୍ରାଜ ପ୍ରେସିଡେନ୍ସିର ଅନ୍ତର୍ଭୂକ୍ତଅନ୍ତର୍ଭୁକ୍ତ ଥିଲା ଓ ସେଠାରେ [[ତେଲୁଗୁ ଭାଷା]]ର ବହୁଳ ପ୍ରଭାବ ଥିଲା । ଏହିଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଗୋପୀନାଥ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ ।
 
==ରଚନାବଳୀ==