"ଦେବଦାସୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
+ ଅଧିକ ତଥ୍ୟ
୪ କ ଧାଡ଼ି:
==ଇତିହାସ==
ମନ୍ଦିର ଗୁଡ଼ିକରେ ଦେବଦାସୀ ପ୍ରଥା କେବଳ [[ଭାରତ]]ରେ ନୁହେଁ ପୃଥିବୀର ଅନ୍ୟାନ୍ୟ ଦେଶରେ ଯଥା [[ଗ୍ରୀସ]]ର ଭେନସ ଦେବୀଙ୍କ ମନ୍ଦିରରେ, [[ମିଶର]]ର ଓରିସସ୍ ଓ ଆଇରିସ୍ ମନ୍ଦିରରେ ପ୍ରଚଳିତ ଥିଲା । ସୌରାଷ୍ଟ୍ରର ପ୍ରଖ୍ୟାତ [[ସୋମନାଥ|ସୋମନାଥ ମନ୍ଦିର]]ରେ ଚତୁର୍ଥ/ପଞ୍ଚମ ଶତାବ୍ଦୀରେ ମହାଦେବଙ୍କ ସମ୍ମୁଖରେ ଦେବଦାସୀମାନେ ତାଣ୍ଡବ ନୃତ୍ୟ କରୁଥିଲେ । ଦାକ୍ଷିଣାତ୍ୟର ଚୋଳ, ଚାଲୁକ୍ୟ, ରାଷ୍ଟ୍ରକୂଟ ଓ ପଲ୍ଲବ ବଂଶୀୟ ରାଜାମାନେ ଶିବ ଓ ବିଷ୍ଣୁ ମନ୍ଦିରରେ ନୃତ୍ୟାଙ୍ଗନା ଦେବଦାସୀ ନିଯୁକ୍ତ କରିବାର ପ୍ରମାଣ ମିଳେ । ଅଷ୍ଟମ ଶତାବ୍ଦୀରେ ଉଦ୍ୟତକେଶରୀଙ୍କ ମାତା କଳାବତୀଙ୍କଦ୍ୱାରା ନିର୍ମିତ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଶିବ ମନ୍ଦିରର ଶିଳାଲେଖା ଅନୁଯାୟୀ ଶିବଙ୍କ ଆଗରେ ଦେବଦାସୀମାନେ ନୃତ୍ୟ କରୁଥିଲେ । ତତ୍‌ପୂର୍ବରୁ ଭାରତୀୟ ସମାଜର ନଗର ଓ ଜନପଦରେ ନଗରବଧୂଙ୍କ ନୃତ୍ୟ ଆଦର ଲାଭ କରିଥିଲା । ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ସାଧକଙ୍କଦ୍ୱାରା ବାମାଚାରୀ ତାନ୍ତ୍ରିକମାନେ ସର୍ବପ୍ରଥମେ ନାରୀଙ୍କଦ୍ୱାରା ଅଭିଚାରିତ କର୍ମ ସମ୍ପାଦନ କରୁଥିଲେ । ମର୍ତ୍ତ୍ୟରେ ମଧ୍ୟ ଦେବତାମାନଙ୍କ ପ୍ରତି ଉତ୍ସର୍ଗୀକୃତ ଥିଲେ ଦେବଦାସୀମାନେ । ‘ବାଚସ୍ପତ୍ୟମ୍’ ଗ୍ରନ୍ଥରେ ଲେଖାଅଛି, ‘ଦେବଂ ଇନ୍ଦ୍ରିୟଂ ଯାସ୍ମୋତିଦାସ ବଧେୟଣ୍- ଦେବାୟ କ୍ରୀଡ଼ାତୈ ଦାସିକ’ । ଅର୍ଥାତ୍ ଯେଉଁ ଅଙ୍ଗନାମାନେ ନିଜର ବାସନା ବା ଇନ୍ଦ୍ରିୟକୁ ଦମନ କରି ନିଜକୁ ଦେବତାଙ୍କ କ୍ରୀଡ଼ାରେ ନିଯୁକ୍ତ କରିଥାନ୍ତି, ସେମାନେ ହେଲେ ଦେବଦାସୀ । ବୈଷ୍ଣବୀୟ ମତରେ ଦେବଦାସୀମାନେ ହେଲେ ଭଗବାନଙ୍କ ନିତ୍ୟରାସର ଆହ୍ଲାଦିନୀ ଶକ୍ତି ରାଧାଙ୍କ ବିକଳ୍ପ ।
==[[ଜଗନ୍ନାଥ ମନ୍ଦିର]]ରେ ଦେବଦାସୀ ପରମ୍ପରା ==
ଚନ୍ଦ୍ରଦତ୍ତଙ୍କ ଭକ୍ତିମାଳା ଗ୍ରନ୍ଥରେ ଉଲ୍ଲେଖ ଅଛି : ‘ଦେବ ଦେବ ଜଗନ୍ନାଥ ଦେବଶର୍ମା ବ୍ରବିଦ୍ ବତଃ ଦେବ ଦେବ ଜଗନ୍ନାଥ ପ୍ରସାଦ ଫଳିତୋ ମମ । ପ୍ରଥମ ତନୟା ଜାତା ପୁତ୍ରାସୁ ତଦରନ୍ତରମ୍ ଅତି ପ୍ରତିଶ୍ରୁତାଂ କନ୍ୟା କଦାପି ପ୍ରତିଗୃହୀତମ୍ ’ ।
 
== ଓଡ଼ିଶାରେ ଦେବଦାସୀ ପରମ୍ପରା ==
ଏଥିରୁ ଜଣାଯାଏ ଦାକ୍ଷିଣାତ୍ୟର ଦେବଶର୍ମା ନାମକ ଜନୈକ ବ୍ରାହ୍ମଣ, ପୁତ୍ର ଲାଭ ପାଇଁ ନିଜର ପ୍ରଥମ କନ୍ୟା ପଦ୍ମାବତୀଙ୍କୁ ଦେବଦାସୀ ରୂପେ [[ଜଗନ୍ନାଥ]]ଙ୍କୁ ସମର୍ପଣ କରିଥିଲେ । [[ଓଡ଼ିଶା]]କୁ ଗଙ୍ଗବଂଶୀୟ ରାଜାମାନେ ଅଧିକାର କଲାବେଳେ ଏକାଦଶ ଶତାବ୍ଦୀରେ ଏହି ଦେବଦାସୀ ପ୍ରଥା [[ଜଗନ୍ନାଥ ମନ୍ଦିର|ପୁରୀମନ୍ଦିର]]ରେ ପ୍ରଚଳିନ କରିଥିଲେ । ସେମାନେ ଦାକ୍ଷିଣାତ୍ୟର ଲୋକ ହୋଇଥିବାରୁ ଏହି ପ୍ରଥା ଦାକ୍ଷିଣାତ୍ୟରୁ ଆସିଥିଲା ବୋଲି ଅନେକ ମନେ କରନ୍ତି । ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ [[ଜଗନ୍ନାଥ ମନ୍ଦିର]]ରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ । [[ମାଦଳା ପାଞ୍ଜି]]କୁ ଛାଡ଼ିଦେଲେ ଜଗନ୍ନାଥଙ୍କ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳନର ପ୍ରଥମ ଲିଖିତ ପ୍ରମାଣଟି ମିଳେ [[ଦିଲ୍ଲୀ]]ର ସୁଲତାନ [[ଫିରୋଜ ଶାହ ତୋଗଲକ]]ଙ୍କ ୧୩୬୧ ମସିହାରେ ଓଡ଼ିଶା ଆକ୍ରମଣ ବିବରଣୀରୁ । [[ଚୈତନ୍ୟ ମହାପ୍ରଭୁ|ଚୈତନ୍ୟଦେବ]]ଙ୍କ ସମୟରେ ଏହାର ପ୍ରଚଳନ ଥିଲା ବୋଲି ଜାଣିବାକୁ ମିଳେ ‘ଚୈତନ୍ୟ ଚରିତାମୃତରୁ’ । ଏହି ଗ୍ରନ୍ଥରେ ଅଛି, ‘ଜଗନ୍ନାଥ ମନ୍ଦିରତେ ଗାୟିକା ନର୍ତ୍ତକୀ... ସେଇ କାଳେ ଦେବାଦୀ ଲାଗିଲା ଗାଇତେ ।’ [[ଓଡ଼ିଶୀ]] ନୃତ୍ୟ ବା [[ମାହାରୀ ନୃତ୍ୟ]] ହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ, [[ଓଡ଼ିଆ]] ଜାତିର ଏକ କଳାତ୍ମକ ବୈଶିଷ୍ଟ୍ୟ । ଏହି ନୃତ୍ୟକୁ ଓଡ଼ିଶାରେ କେବଳ ଦେବଦାସୀମାନେ ନୁହନ୍ତି, ଗୋଟିପୁଅମାନେ ବି ବଞ୍ଚାଇ ରଖିଥିଲେ । ଏହା ଆଜି ମନ୍ଦିର ବା ରାଜବାଟୀରେ ମଧ୍ୟରେ ଆବଦ୍ଧ ନୁହେଁ । ସାରା ବିଶ୍ୱରେ ଏହି ନୃତ୍ୟ ଆଦର ଲାଭ କରିଛି । ଦେବଦାସୀ ପ୍ରଥାର ଅବସାନ ଘଟିଥିଲେ ସୁଦ୍ଧା ସେମାନଙ୍କ ନୃତ୍ୟ ପରମ୍ପରା ବିଲୁପ୍ତ ହୋଇନାହିଁ ।<ref>ଅଶୋକ କୁମାର ପଟ୍ଟନାୟକ, ସଂଚାର, ଶୁକ୍ରବାର ୧୨ ଜୁଲାଇ ୨୦୧୩ </ref>
ଓଡ଼ିଶାର ଅନେକ ପ୍ରାଚୀନ ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥାର ପ୍ରଚଳନ ଥିଲା । ଉଭୟ ଶୈବ ଓ ବୈଷ୍ଣବ ଦେଉଳଗୁଡ଼ିକରେ ଦେବଦାସୀ ସେବା ଥିଲା । କେଶରୀ ବଂଶର ରାଜା ଉଦ୍ୟୋତ କେଶରୀଙ୍କ ମାତା କୋଳାବତୀ ଦେବୀ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଦେଉଳ ନିର୍ମାଣ କରିଥିବା ଜଣାଯାଏ । ବ୍ରହ୍ମେଶ୍ୱର ମନ୍ଦିରର ଶିଳାଲିପିରେ ସେବା ନିମିତ୍ତ ଦେବଦାସୀମାନଙ୍କୁ ଉତ୍ସର୍ଗ କରାଯିବା ବିଷୟ ବର୍ଣ୍ଣିତ ହୋଇଛି । ଏହା ଛଡ଼ା ଭୁବନେଶ୍ୱର ସ୍ଥିତ ମେଘେଶ୍ୱର ଦେଉଳ, ନିଆଳୀର ଶୋଭନେଶ୍ୱର ଦେଉଳ, ଭୁବନେଶ୍ୱରର ଅନନ୍ତ ବାସୁଦେବ ଦେଉଳ ଓ ପୁରୀର ଶ୍ରୀମନ୍ଦିରରେ ମଧ୍ୟ ଦେବଦାସୀ ନୃତ୍ୟ ସେବା ଥିବାର ବଳିଷ୍ଠ ପ୍ରମାଣ ରହିଛି ।<ref name=":0">''ଓଡ଼ିଆ ରାସ ପରମ୍ପରା'', ଡଃ ପ୍ରଦୀପ୍ତ କୁମାର ପଣ୍ଡା । ବୁକ୍ସ ଏଣ୍ଡ୍ ବୁକ୍ସ, ବିନୋଦବିହାରୀ, କଟକ । ୧୯୯୦ ସଂସ୍କରଣ ।</ref>
 
===[[ଜଗନ୍ନାଥ ମନ୍ଦିର]]ରେ ଦେବଦାସୀ ପରମ୍ପରା ===
ଚନ୍ଦ୍ରଦତ୍ତଙ୍କ ଭକ୍ତିମାଳା ଗ୍ରନ୍ଥରେ ଉଲ୍ଲେଖ ଅଛି : ‘ଦେବ ଦେବ ଜଗନ୍ନାଥ ଦେବଶର୍ମା ବ୍ରବିଦ୍ ବତଃ ଦେବ ଦେବ ଜଗନ୍ନାଥ ପ୍ରସାଦ ଫଳିତୋ ମମ । ପ୍ରଥମ ତନୟା ଜାତା ପୁତ୍ରାସୁ ତଦରନ୍ତରମ୍ ଅତି ପ୍ରତିଶ୍ରୁତାଂ କନ୍ୟା କଦାପି ପ୍ରତିଗୃହୀତମ୍ ’ ।
 
ଏଥିରୁ ଜଣାଯାଏ ଦାକ୍ଷିଣାତ୍ୟର ଦେବଶର୍ମା ନାମକ ଜନୈକ ବ୍ରାହ୍ମଣ, ପୁତ୍ର ଲାଭ ପାଇଁ ନିଜର ପ୍ରଥମ କନ୍ୟା ପଦ୍ମାବତୀଙ୍କୁ ଦେବଦାସୀ ରୂପେ [[ଜଗନ୍ନାଥ]]ଙ୍କୁ ସମର୍ପଣ କରିଥିଲେ । [[ଓଡ଼ିଶା]]କୁ ଗଙ୍ଗବଂଶୀୟ ରାଜାମାନେ ଅଧିକାର କଲାବେଳେ ଏକାଦଶ ଶତାବ୍ଦୀରେ ଏହି ଦେବଦାସୀ ପ୍ରଥା [[ଜଗନ୍ନାଥ ମନ୍ଦିର|ପୁରୀମନ୍ଦିର]]ରେ ପ୍ରଚଳିନ କରିଥିଲେ । ସେମାନେ ଦାକ୍ଷିଣାତ୍ୟର ଲୋକ ହୋଇଥିବାରୁ ଏହି ପ୍ରଥା ଦାକ୍ଷିଣାତ୍ୟରୁ ଆସିଥିଲା ବୋଲି ଅନେକ ମନେ କରନ୍ତି । ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ [[ଜଗନ୍ନାଥ ମନ୍ଦିର]]ରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ । [[ମାଦଳା ପାଞ୍ଜି]]କୁ ଛାଡ଼ିଦେଲେ ଜଗନ୍ନାଥଙ୍କ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳନର ପ୍ରଥମ ଲିଖିତ ପ୍ରମାଣଟି ମିଳେ [[ଦିଲ୍ଲୀ]]ର ସୁଲତାନ [[ଫିରୋଜ ଶାହ ତୋଗଲକ]]ଙ୍କ ୧୩୬୧ ମସିହାରେ ଓଡ଼ିଶା ଆକ୍ରମଣ ବିବରଣୀରୁ । [[ଚୈତନ୍ୟ ମହାପ୍ରଭୁ|ଚୈତନ୍ୟଦେବ]]ଙ୍କ ସମୟରେ ଏହାର ପ୍ରଚଳନ ଥିଲା ବୋଲି ଜାଣିବାକୁ ମିଳେ ‘ଚୈତନ୍ୟ ଚରିତାମୃତରୁ’ । ଏହି ଗ୍ରନ୍ଥରେ ଅଛି, ‘ଜଗନ୍ନାଥ ମନ୍ଦିରତେ ଗାୟିକା ନର୍ତ୍ତକୀ... ସେଇ କାଳେ ଦେବାଦୀ ଲାଗିଲା ଗାଇତେ ।’ [[ଓଡ଼ିଶୀ]] ନୃତ୍ୟ ବା [[ମାହାରୀ ନୃତ୍ୟ]] ହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ, [[ଓଡ଼ିଆ]] ଜାତିର ଏକ କଳାତ୍ମକ ବୈଶିଷ୍ଟ୍ୟ । ଏହି ନୃତ୍ୟକୁ ଓଡ଼ିଶାରେ କେବଳ ଦେବଦାସୀମାନେ ନୁହନ୍ତି, ଗୋଟିପୁଅମାନେ ବି ବଞ୍ଚାଇ ରଖିଥିଲେ । ଏହା ଆଜି ମନ୍ଦିର ବା ରାଜବାଟୀରେ ମଧ୍ୟରେ ଆବଦ୍ଧ ନୁହେଁ । ସାରା ବିଶ୍ୱରେ ଏହି ନୃତ୍ୟ ଆଦର ଲାଭ କରିଛି । ଦେବଦାସୀ ପ୍ରଥାର ଅବସାନ ଘଟିଥିଲେ ସୁଦ୍ଧା ସେମାନଙ୍କ ନୃତ୍ୟ ପରମ୍ପରା ବିଲୁପ୍ତ ହୋଇନାହିଁ ।<ref>ଅଶୋକ କୁମାର ପଟ୍ଟନାୟକ, ସଂଚାର, ଶୁକ୍ରବାର ୧୨ ଜୁଲାଇ ୨୦୧୩ </ref>
 
ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ଶିଳାଲେଖ ରହିଛି । ଏହା ଓଡ଼ିଆ ଲିପିରେ ଲିଖିତ । ଏଥିରେ ଗୀତଗୋବିନ୍ଦ ଗାନ ଓ ଦେବଦାସୀ ସଂକ୍ରାନ୍ତରେ ସୂଚନା ରହିଛି । ଜୟଦେବଙ୍କ ଗୀତଗୋବିନ୍ଦ ଦେବଦାସୀମାନଙ୍କ ନୃତ୍ୟ ଓ ଗୀତର ପ୍ରଧାନ ସମ୍ପଦ ଥିଲା ।<ref name=":0" /> ଏହା ଛଡ଼ା ଓଡ଼ିଶାର ବିଭିନ୍ନ ପ୍ରାଚୀନ କବିମାନଙ୍କ ରଚିତ ଚଉପଦୀ, ଚମ୍ପୂ, ଛାନ୍ଦ, ଭଜନ, ଜଣାଣ ଆଦି ଓଡ଼ିଶୀ ସଙ୍ଗୀତ ମଧ୍ୟ ଦେବଦାସୀ ବା ମାହାରୀମାନେ ପରିବେଷଣ କରୁଥିଲେ ।
 
[[ଚୈତନ୍ୟ ମହାପ୍ରଭୁ|ଚୈତନ୍ୟଦେବ]]ଙ୍କ ସମୟରେ ଏହାର ପ୍ରଚଳନ ଥିଲା ବୋଲି ଜାଣିବାକୁ ମିଳେ ‘ଚୈତନ୍ୟ ଚରିତାମୃତରୁ’ । ଏହି ଗ୍ରନ୍ଥରେ ଅଛି, ‘ଜଗନ୍ନାଥ ମନ୍ଦିରତେ ଗାୟିକା ନର୍ତ୍ତକୀ... ସେଇ କାଳେ ଦେବାଦୀ ଲାଗିଲା ଗାଇତେ ।’ [[ଓଡ଼ିଶୀ]] ନୃତ୍ୟ ବା [[ମାହାରୀ ନୃତ୍ୟ]] ହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ, [[ଓଡ଼ିଆ]] ଜାତିର ଏକ କଳାତ୍ମକ ବୈଶିଷ୍ଟ୍ୟ । ଏହି ନୃତ୍ୟକୁ ଓଡ଼ିଶାରେ କେବଳ ଦେବଦାସୀମାନେ ନୁହନ୍ତି, ଗୋଟିପୁଅମାନେ ବି ବଞ୍ଚାଇ ରଖିଥିଲେ । ଏହା ଆଜି ମନ୍ଦିର ବା ରାଜବାଟୀରେ ମଧ୍ୟରେ ଆବଦ୍ଧ ନୁହେଁ । ସାରା ବିଶ୍ୱରେ ଏହି ନୃତ୍ୟ ଆଦର ଲାଭ କରିଛି । ଦେବଦାସୀ ପ୍ରଥାର ଅବସାନ ଘଟିଥିଲେ ସୁଦ୍ଧା ସେମାନଙ୍କ ନୃତ୍ୟ ପରମ୍ପରା ବିଲୁପ୍ତ ହୋଇନାହିଁ ।<ref>ଅଶୋକ କୁମାର ପଟ୍ଟନାୟକ, ସଂଚାର, ଶୁକ୍ରବାର ୧୨ ଜୁଲାଇ ୨୦୧୩ </ref>
==ଆଧାର==
{{ଆଧାର}}
"https://or.wikipedia.org/wiki/ଦେବଦାସୀ"ରୁ ଅଣାଯାଇଅଛି