"ଧ୍ରୁବ ଚରଣ ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଧ୍ରୁବ ଚରଣ ସାହୁ ଆରମ୍ଭ କରାଗଲା
 
No edit summary
୧ କ ଧାଡ଼ି:
{{ଛୋଟ|AnshumanDhruba MohantyCharan Sahoo}}
{{Infobox Indian politician
| image =
୩୧ କ ଧାଡ଼ି:
}}
 
'''ଧ୍ରୁବ ଚରଣ ସାହୁ''' (ଜନ୍ମ: ୭ ଅଗଷ୍ଟ ୧୯୬୭) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଧ୍ରୁବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name="AnshumanDhruba MohantyCharan Sahoo">{{cite web|url=http://odishaassembly.nic.in/memberprofile.aspx?img=1458 |title=Shri AnshumanDhruba Charan MohantySahoo |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=9 April 2020}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==
ଧ୍ରୁବ ଚରଣ ସାହୁ ୧୯୬୭ ମସିହାର ଅଗଷ୍ଟ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନଳିନୀକାନ୍ତ ମହାନ୍ତି ଏବଂ ପତ୍ନୀଙ୍କ ନାମ ସ୍ମିତା ପରିଡ଼ା ।<ref name="AnshumanDhruba MohantyCharan Sahoo"/> ଧ୍ରୁବଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।<ref name="AnshumanDhruba Charan MohantySahoo"/>
 
== ରାଜନୈତିକ ଜୀବନ ==
ଧ୍ରୁବ ଚରଣ ସାହୁ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।<ref name="AnshumanDhruba MohantyCharan Sahoo"/> ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।<ref name="AnshumanDhruba Charan MohantySahoo"/>
 
<!--