"ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ଜୁନ/୧୦୦୦ଟି ଲେଖାର ମେଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପ୍ରକଳ୍ପ ବିବରଣୀ+
୩୩ କ ଧାଡ଼ି:
ସମସ୍ତଙ୍କୁ ସାଧୁବାଦ ୧୦୦୦ ଲେଖାର ଏହି ମାଇଲି ଖୁଣ୍ଟ ପାଇଁ।
([[User:ଆଶୁତୋଷ କର|ଆଶୁତୋଷ କର (Asutosh Kar)]] ([[User talk:ଆଶୁତୋଷ କର|ମୋ ଆଲୋଚନା]]) ୧୫:୨୩, ୩୦ ମେ ୨୦୧୧ (UTC))
 
==ପ୍ରକଳ୍ପ ବିବରଣୀ==
ଏହି ପ୍ରକଳ୍ପର ଲକ୍ଷ ଥିଲା ଜୁନ ୧, ୨୦୧୧ ଆଗରୁ ୧୦୦୦ଟି ଲେଖାରେ ପହଞ୍ଚିବା ଯାହା ସଭ୍ୟମାନଙ୍କର ଅବଦାନ ଯୋଗୁଁ ମେ ୩୦ରେ ୧୦୦୩ ଲେଖାରେ ପହଞ୍ଚିଲା । ଓଡ଼ିଆ ଉଇକିପିଡ଼ିଆର ଗଠନ ହେବାର ଦୀର୍ଘ ୮ ବର୍ଷ ପରେ ଏହା ଥିଲା ଏକ ଖୁବ ବଡ଼ ସଫଳତା । ଏଥିରେ ଭାଗନେଇଥିବା ସଭିଙ୍କୁ ଓଡ଼ିଆ ଉଇକି ଉଇକିପିଡ଼ିଆ ଅନୁରୋଧ କରୁଅଛି ଏହାକୁ ଆହୁରି ଆଗକୁ ନେବା ପାଇଁ ଯୋଗଦାନ କରନ୍ତୁ ।
 
<!--No more text below this, if you want enhance the "ପ୍ରକଳ୍ପ ବିବରଣୀ" by adding more-->