"ରିତେଶ ଅଗ୍ରୱାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୦ କ ଧାଡ଼ି:
 
== ବ୍ୟାବସାୟିକ ଜୀବନ ==
ଅଗ୍ରୱାଲ ତାଙ୍କ ଦିଲ୍ଲୀ ରହଣି ଵେଳେ ଅନୁଭବ କରିଥିଲେ ଯେ ଶସ୍ତା ଏବଂ ଭଲ ରହିବା ହୋଟେଲ ବା କୋଠରୀର ଭଲ ଚାହିଦା ରହିଛି । ଅତଏବ ଓରାଭେଲ୍ ଷ୍ଟେ ନାମକ ଏକ ପୋର୍ଟାଲ ମାଧ୍ୟମରେ କମ ଭଡ଼ାରେ ମିଳିପାରୁଥିବା ବଜେଟ୍ ହୋଟେଲ ବୁକିଂ ପାଇଁ ଏକ ବଜେଟ୍ ଆବାସ ପୋର୍ଟାଲ୍ ଆରମ୍ଭ କରିଥିଲେ <ref name="livemint">{{cite web |title='If you meet a 17- or 18-year-old entrepreneur, just invest in their firm' |url=https://www.livemint.com/companies/news/-if-you-meet-a-17-or-18-year-old-entrepreneur-just-invest-in-their-firm-1562613919475.html |website=Livemint |accessdate=1 April 2020 |language=en |date=9 July 2019}}</ref>। ସେପ୍ଟେମ୍ବର ୨୦୧୨ ରେ ଭେଞ୍ଚର ନର୍ସରୀ ଦ୍ୱ।ରା ପରିଚାଳିତ ତ୍ୱରାନ୍ୱିତକାରୀ କାର୍ଯ୍ୟକ୍ରମରେ ଏହା ଗ୍ରହଣ କରାଯାଇଥିଲା ଏବଂ ପରେ 100,000 ଡଲାର୍ ଅନୁଦାନ ପାଇ ୨୦୧୩ରେ ଥାଇଲ୍ ଫେଲୋସିପ୍ କାର୍ଯ୍ୟକ୍ରମର ବିଜେତାମାନଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଲା । ପରେ ଏହି କମ୍ପାନୀ OYO ରୁମ୍ ଭାବରେ ମେ ୨୦୧୩ରେ ଆରମ୍ଭ କରାଯାଇଥିଲା । ସେପ୍ଟେମ୍ବର ୨୦୧୮ ସୁଦ୍ଧା କମ୍ପାନୀ ୧ ବିଲିୟନ ଡଲାର ସଂଗ୍ରହ କରିପାରିଥିଲା । ଜୁଲାଇ ୨୦୧୯ ରେ ରିପୋର୍ଟ ହୋଇଥିଲା ଯେ ଅଗ୍ରୱାଲ ତାଙ୍କ ଅଂଶଧନକୁ ତିନିଗୁଣ କରି କମ୍ପାନୀରେ ୨ ବିଲିୟନ ଡଲାର ଅଂଶଧନ କିଣିଛନ୍ତି । ହୁରୁନ୍ ରିଚ୍ ତାଲିକା ୨୦୨୦ ଅନୁଯାୟୀ ତାଙ୍କର ନିଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ 1.1 ବିଲିୟନ ଡ଼ଲାର୍ (ଭାରତୀୟ ମୁଦ୍ରା ୭୨୫୩ କୋଟି) ହେବ ବୋଲି ଆକଳନ କରାଯାଇଥିଲା । ସେ କିଲି ଜେନେରଙ୍କ ପରେ ଦୁନିଆର ସର୍ବକନିଷ୍ଠ ବିଲିୟନେୟାର ଅଟନ୍ତି ।
 
== ଆଧାର ==