"ବସୁଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେNo edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
 
୧ କ ଧାଡ଼ି:
{{ମୁଣ୍ଡିଆ}}
ବସୁଦେବ ଯଦୁବଂଶର ଶୂରକୁଳର ରାଜା ଦେବମୀଢ଼ ଓ ତାଙ୍କ ପତ୍ନୀ ମାରିଷାଙ୍କଠାରୁ ଜନ୍ମିଥିଲେ ଏ ଜନ୍ମିବା ସମୟରେ ସ୍ୱର୍ଗରୁ ଦୁନ୍ଦୁଭି ଶବ୍ଦ ଶୁଣାଯାଇଥିଲା ଏହାଯୋଗୁଁ ଏହାଙ୍କର ଏକ ନାମ ଆନକଦୁନ୍ଦୁଭି ୤ ଏ ପିତାଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଏହାଙ୍କର ପୌରବୀ, ରୋହିଣୀ, ମଦିରା, ଧରା, ବୈଶାଖୀ, ଭଦ୍ରା, ସୁନାମ୍ନୀ, ସହଦେବା, ଶାନ୍ତିଦେବା, ସୁଦେବା, ଦେବରକ୍ଷିତା ଓ ଦେବକୀ ନାମରେ ୧୨ଜଣ ଭାର୍ଯ୍ୟା (ସ୍ତ୍ରୀ) ଥିଲେ ଏହା ଛଡ଼ା ସୁତନୁ ଓ ବଡ଼ବା ନାମରେ ଦୁଇ ଦାସୀ ଥିଲେ ରୋହିଣୀଙ୍କ ଗର୍ଭରୁ [[ବଳରାମ]] ଓ [[ଦେବକୀ]]ଙ୍କ ଗର୍ଭରୁ ଶ୍ରୀ[[କୃଷ୍ଣ]] ଜାତ ହୋଇଥିଲେ ପାଣ୍ଡବ ମାତା [[କୁନ୍ତୀ]] ଏହାଙ୍କ ଭଉଣୀ ଥିଲେ
 
== ଆହୁରି ଦେଖନ୍ତୁ ==
"https://or.wikipedia.org/wiki/ବସୁଦେବ"ରୁ ଅଣାଯାଇଅଛି