"ରିତେଶ ଅଗ୍ରୱାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: Redirect target changed
ଟ୍ୟାଗ: Removed redirect
୧ କ ଧାଡ଼ି:
 
#ଲେଉଟାଣି [[ଓଡ଼ିଶାରେ କୋଭିଡ-୧୯ ମହାମାରୀ ମୁକାବିଲା]]
 
ଅସୁସ୍ଥ ଥିବା ଲୋକଙ୍କ ସହ ଶାରୀରିକ ଘନିଷ୍ଠତା ରଖନ୍ତୁ ନାହିଁ |
କାଶୁଥିବା କିମ୍ବା ଛିଙ୍କୁଥିବା ବ୍ୟକ୍ତିଙ୍କଠାରୁ ଅତି କମରେ ୧ ମିଟର ଦୂରତା ବଜାୟ ରଖନ୍ତୁ |
ଯଦି ଆପଣ ଅସୁସ୍ଥ ଅଛନ୍ତି, ତେବେ ଘରେ ରୁହନ୍ତୁ |
କାଶୁଥିବା କିମ୍ବା ଛିଙ୍କୁଥିବା ବେଳେ ମୁହଁକୁ ଟିସୁରେ ଘୋଡ଼ାଇ ରଖନ୍ତୁ ଓ ବ୍ୟବହୃତ ଟିସୁକୁ ସୁରକ୍ଷିତ ସ୍ଥାନରେ ନିଷ୍କାସନ କରନ୍ତୁ |
ହାତ ଧୋଇବା
ନିୟମିତ ଭାବରେ, ବିଶେଷ କରି ସର୍ବସାଧାରଣ ସ୍ଥାନରୁ ଆସିବା ପରେ ହାତକୁ ଅତି କମରେ ୨୦ ସେକେଣ୍ଡ ପାଇଁ ସାବୁନ୍ ଏବଂ ପାଣିରେ ଧୁଅନ୍ତୁ |
ଯଦି ସାବୁନ ଏବଂ ପାଣି ଉପଲବ୍ଧ ନଥାଏ, ତେବେ ଅତି କମରେ ୬୦% ଆଲକହଲ ଥିବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ |
ହାତ ନଧୋଇ ଆଖି, ନାକ ଏବଂ ପାଟି ଛୁଅନ୍ତୁ ନାହିଁ |
ଆତ୍ମ ପୃଥକୀକରଣ
ଭୁତାଣୁ ପ୍ରଭାବିତ ଅଞ୍ଚଳ ଛାଡ଼ିବା ପରଠାରୁ ଅନ୍ତତଃ ୧୪ ଦିନ ପର୍ଯ୍ୟନ୍ତ ଘରେ ରୁହନ୍ତୁ |
ଯଦି ଆପଣ ଅସୁସ୍ଥ ଅଛନ୍ତି କିମ୍ବା ଅସୁସ୍ଥତାର ସାମାନ୍ୟ ଲକ୍ଷଣ ମଧ୍ୟ ଅନୁଭବ କରୁଛନ୍ତି, ତେବେ ସୁସ୍ଥ ନହେବା ପର୍ଯ୍ୟନ୍ତ ଘରେ ରୁହନ୍ତୁ |
ଯଦି ଆପଣ ଜ୍ୱର, କାଶ ଏବଂ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି,ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |