"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
କିଛି ଭୁଲ ଥିଲା
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ। ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ। ଏହା ଶ୍ୱେତସାରର ଏକ ମୁଖ୍ୟ ଉତ୍ସ। ଆଳୁରେ ଶ୍ୱେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବାଦ୍ୱାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।
==ପ୍ରକାରଭେଦ==
ଆଳୁ କହିଲେ ଅନେକେ ବିଲାତି ଆଳୁକୁ ବୁଝି ଥାଆନ୍ତି। ଏହି ପରିବା ରାଜ୍ୟରେ ପ୍ରଚଳନ କରିବାରେ ଇଂରେଜମାନଙ୍କର ଶ୍ରେୟ ଥିବାରୁ ଏହାର ନାମକରଣ ଏପରି ହୋଇଛି। ବିଲାତିକିନ୍ତୁ ଏହାର ବହୁ ପୂର୍ବ ରୁ ଆମ ଦେଶ ରେ ବିଭିନ୍ନ ବନ୍ୟ ଆଳୁ ଓ ଦେଶୀ ଆଳୁର ପ୍ରଚଳନ ପୂର୍ବରୁରହି ଆମଥିଲା ଦେଶରେ।। ପ୍ରଚଳିତଏହି ଆଳୁକୁ ଦେଶୀ ଆଳୁ, ମାଟି ଆଳୁ ବା ଖମ୍ବ ଆଳୁ କୁହାଯାଏ। ଦେଶୀ ଆଳୁ ସାଧାରଣତଃ ବିଲାତି ଆଳୁଠାରୁ ଆକାରରେ ବଡ଼ ଥାଏ। ଏହି ଦେଶୀ ଆଳୁ ସହିତମଧ୍ୟ ରେ ଘର ଆଳୁ , ବୈଂୟା ଆଳୁ ଆଦି ପ୍ରଧାନ ଅଟେ । ଏହି ଆଳୁ ସାମଞ୍ଜସ୍ୟ ଥିବାରୁ ଅନ୍ୟାନ୍ୟ୫୦ କି.ଗ୍ରା ଖାଦ୍ୟପର୍ଯ୍ୟନ୍ତ ମାନଙ୍କହୋଇ ମଧ୍ୟରେଥାଏ କନ୍ଦମୂଳ ଅନ୍ୟତମ।
==ଉତ୍ପାଦନ==
ସର୍ବାଧିକ ଆଳୁ ଉତ୍ପାଦନ କରୁଥିବା ଭାରତୀୟ ରାଜ୍ୟଗୁଡି଼କର ତାଲିକା ନିମ୍ନରେ ଦିଆଗଲା।<ref>{{cite web|url=http://www.mapsofindia.com/top-ten/india-crops/potato.html}}</ref>
"https://or.wikipedia.org/wiki/ଆଳୁ"ରୁ ଅଣାଯାଇଅଛି