"ରତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୨ କ ଧାଡ଼ି:
 
ହିନ୍ଦୁ ପୁରାଣମାନଙ୍କରେ ରତିଙ୍କର ସୌନ୍ଦର୍ଯ୍ୟ ଓ କାମୁକତା ବିଷୟରେ ଅବତାରଣା କରାଯାଇଛି । ସେ ଏଭଳି ଏକ ନାରୀ ଥିଲେ ଯାହାଙ୍କର ପ୍ରେମ ଦେବତାଙ୍କୁ ମୋହିତ କରିବାର ଦକ୍ଷତା ଥିଲା । [[ଶିବ]]ଙ୍କର ତୃତୀୟ ନୟନରୁ ବାହାରିଥିବା ଅନଳରେ ରତିଙ୍କର ସ୍ୱାମୀ କାମଦେବଙ୍କୁ ପୋଡ଼ିଦେବା ପରେ ରତି ତାଙ୍କ ସ୍ୱାମୀଙ୍କୁ ପୁନର୍ଜୀବିତ କରିବାକୁ ପ୍ରାର୍ଥନା କରିଥିଲେ ଓ ଏହା ଫଳରେ କାମଦେବ ଜୀବନ ଫେରି ପାଇଥିଲେ । କୃଷ୍ଣଙ୍କର ପୁତ୍ର ରୂପେ ସେ ପ୍ରଦ୍ୟୁମ୍ନ ନାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଦ୍ୟୁମ୍ନ ତାଙ୍କ ପିତାମାତାଙ୍କଠାରୁ ଅଲଗା ହୋଇ ଥିଲେ ଓ ରତି ମଧ୍ୟ ମାୟାବତୀ ନାମରେ ପ୍ରଦ୍ୟୁମ୍ନଙ୍କର ଲାଳନ ପାଳନ କରି ଏକାଧାରରରେ ତାଙ୍କର ପ୍ରେମିକା ଓ ଧାଈମା କାମ କରିଥିଲେ । ପରେ ଅସୁର ରାଜାଙ୍କୁ ମାରି ନିଜ ପିତାମାତାଙ୍କ ପାଖକୁ ଫେରିଯିବା ନିମନ୍ତେ ରତି ଉପଦେଶ ଦେଇଥିଲେ । ପରେ କାମ-ପ୍ରଦ୍ୟୁମ୍ନ ରତି-ମାୟାବତୀଙ୍କୁ ବିବାହ କରିଥିଲେ ।
 
==ଶବ୍ଦ ବ୍ୟୁତ୍ପତ୍ତି==
ସଂସ୍କୃତ ଭାଷାରେ ରତି ଶବ୍ଦର ଅର୍ଥ ସୁଖ ଅନୁଭବ । ଏହା ଶାରୀରିକ ଓ ମାନସିକ ଉଭୟ ସୁଖକୁ ନିର୍ଦ୍ଦଶ କରେ । ଆନନ୍ଦ ପାଇବା ଅର୍ଥ ଥିଲେ ମଧ୍ୟ ସାଧାରଣତଃ ଏହ ଯୌନ ସୁଖକୁ ବୁଝାଏ । <ref>{{Harv|Monier-Williams|2008|p=867}}</ref>
 
== ଆଧାର ==
"https://or.wikipedia.org/wiki/ରତି"ରୁ ଅଣାଯାଇଅଛି