"ରତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
}}
{{ଉଇକିଅଭିଧାନ|ରତି}}
'''ରତି''' ([[ଇଂରାଜୀ ଭାଷା]]ରେ '''[[Rati]]''') ({{lang-sa|रति}}, {{IAST|Rati}}) ଜଣେ [[ହିନ୍ଦୁ]] [[ଦେବୀ]] ଯିଏ ପ୍ରେମ, ଯୌନ ଇଚ୍ଛା, ବାସନା, ଓ ଯୌନ ସୁଖର ଦେବୀ ଭାବରେ ପରିଗଣିତ ହୁଅନ୍ତି ।<ref name="swami">{{cite book|last=Swami Ram Charran|first=|title=The Vedic Sexual Code: Enjoy a Complete and Fulfilling Relationship With Your Lover|year=2007|publisher=AuthorHouse|pages=151, 209}}</ref><ref name="wendy">{{cite book|last=Dongier|first=Wendy|authorlink=Wendy Doniger|title=Purāṇa perennis: reciprocity and transformation in Hindu and Jaina texts|isbn=0-7914-1382-9|year=1993|publisher=SUNY Press|pages=52, 75}}</ref><ref>{{cite book|last=Patricia Turner and estate of Charles Russell Coulter|first=|title=Dictionary of ancient deities|year=2000|publisher=Oxford University Press US|isbn=0-19-514504-6|pages=258, 400}}</ref><ref name = "K253ff">Kramrisch pp. 253–4</ref> ସାଧାରଣତଃ ସେ ଦକ୍ଷ ପ୍ରଜାପତିଙ୍କର କନ୍ୟା ଓ ପ୍ରେମ ଦେବତା କାମଦେବଙ୍କର ପତ୍ନୀ ଓ ସ‌ହକର୍ମୀ ଭାବରେ ବର୍ଣ୍ଣନା କରାଯାଏ । କାମଦେବଙ୍କର ସେ ପ୍ରତିକ୍ଷଣ ସାଥି ଥିବା ମନ୍ଦିର ଗାତ୍ରର ଭାଷ୍କର୍ଯ୍ୟରେ ଓ କିମ୍ବଦନ୍ତୀ ମାନଙ୍କରେ ଦେଖାଯାଏ । କାମଦେବଙ୍କ ସ‌ହିତ ପୂଜା ପାଇବାକୁ ସେ ଭଲ ପାଆନ୍ତି । ଯୌନ ବିଷୟକ କାମନା, କ୍ରିଡ଼ା ସୁଖ, ବିଭିନ୍ନ ଧରଣର ଯୌନ କ୍ରିଡ଼ା ଇତ୍ୟାଦି ସ‌ହିତ ତାଙ୍କର ନାମ ଯୋଡ଼ାଯାଏ ।
 
ହିନ୍ଦୁ ପୁରାଣମାନଙ୍କରେ ରତିଙ୍କର ସୌନ୍ଦର୍ଯ୍ୟ ଓ କାମୁକତା ବିଷୟରେ ଅବତାରଣା କରାଯାଇଛି । ସେ ଏଭଳି ଏକ ନାରୀ ଥିଲେ ଯାହାଙ୍କର ପ୍ରେମ ଦେବତାଙ୍କୁ ମୋହିତ କରିବାର ଦକ୍ଷତା ଥିଲା । [[ଶିବ]]ଙ୍କର ତୃତୀୟ ନୟନରୁ ବାହାରିଥିବା ଅନଳରେ ରତିଙ୍କର ସ୍ୱାମୀ କାମଦେବଙ୍କୁ ପୋଡ଼ିଦେବା ପରେ ରତି ତାଙ୍କ ସ୍ୱାମୀଙ୍କୁ ପୁନର୍ଜୀବିତ କରିବାକୁ ପ୍ରାର୍ଥନା କରିଥିଲେ ଓ ଏହା ଫଳରେ କାମଦେବ ଜୀବନ ଫେରି ପାଇଥିଲେ । କୃଷ୍ଣଙ୍କର ପୁତ୍ର ରୂପେ ସେ ପ୍ରଦ୍ୟୁମ୍ନ ନାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଦ୍ୟୁମ୍ନ ତାଙ୍କ ପିତାମାତାଙ୍କଠାରୁ ଅଲଗା ହୋଇ ଥିଲେ ଓ ରତି ମଧ୍ୟ ମାୟାବତୀ ନାମରେ ପ୍ରଦ୍ୟୁମ୍ନଙ୍କର ଲାଳନ ପାଳନ କରି ଏକାଧାରରରେ ତାଙ୍କର ପ୍ରେମିକା ଓ ଧାଈମା କାମ କରିଥିଲେ । ପରେ ଅସୁର ରାଜାଙ୍କୁ ମାରି ନିଜ ପିତାମାତାଙ୍କ ପାଖକୁ ଫେରିଯିବା ନିମନ୍ତେ ରତି ଉପଦେଶ ଦେଇଥିଲେ । ପରେ କାମ-ପ୍ରଦ୍ୟୁମ୍ନ ରତି-ମାୟାବତୀଙ୍କୁ ବିବାହ କରିଥିଲେ ।
 
== ଆଧାର ==
"https://or.wikipedia.org/wiki/ରତି"ରୁ ଅଣାଯାଇଅଛି