"ନାମୱର ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Regular Character Changes
 
୯ କ ଧାଡ଼ି:
 
== ବୃତ୍ତିଗତ ଜୀବନ ==
ପିଏଚଡି ହାସଲ ପରେ ନାମୱର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ସ୍ୱଳ୍ପ ସମୟ ପାଇଁ ସେ "ସାଗର ବିଶ୍ୱବିଦ୍ୟାଳୟ"ରେ ମଧ୍ୟ ଅଧ୍ୟାପନା କରିଥିଲେ । ନିଜ ବାମପନ୍ଥୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଉଭୟ ଚାକିରୀ ହରେଇବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ସେ ଯୋଧପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ । ରେ।ରେ ସେ ଶିକ୍ଷାଦାନର ଏକ ନୂଆ ଧାରା ଆରମ୍ଭ କରିଥିଲେ । ସେଠାର "ଭାରତୀୟ ଭାଷା ସଂସ୍ଥା"ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ୧୯୯୨ରେ ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।ଅବସର ପରେ ମଧ୍ୟ ସେ "ପ୍ରଫେସର ଅଫ ଏମିରଟସ" ଭାବରେ କାର୍ଯ୍ୟ କରିଥିଲେ ।<ref name="auto1">{{Cite news|url=https://khabar.ndtv.com/news/literature/litterateur-namvar-singh-honoured-by-sahitya-akademi-1674266|title=मशहूर आलोचक डॉ नामवर सिंह को दी गई साहित्य अकादमी की महत्तर सदस्यता|work=NDTVIndia|access-date=20 February 2019}}</ref>
 
୧୯୫୯ ମସିହାରେ ସେ "ଚନ୍ଦୌଲୀ" ଲୋକ ସଭା ଆସନରୁ କମ୍ୟୁନିଷ୍ଟ ପାର୍ଟୀର ପ୍ରାଥୀ ଭାବରେ ନିର୍ବାଚନ ଲଢିଥିଲେ କିନ୍ତୁ ପରାଜିତ ହୋଇଥିଲେ । ତାଙ୍କ ୧୮୦୦୦ ଭୋଟ ମିଳିଥିଲା ଓ ସେ ତୃତୀୟ ସ୍ଥାନରେ ରହିଥିଲେ । <ref name="NDTV_death">{{Cite news|url=https://www.ndtv.com/india-news/acclaimed-hindi-author-namvar-singh-dies-at-92-1996217|title=Acclaimed Hindi Author Namvar Singh Dies At 92|date=20 February 2019|work=NDTV.com|access-date=20 February 2019}}</ref>