"ଗୀତଗୋବିନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
No edit summary
୨୩ କ ଧାଡ଼ି:
| followed_by =
}}
[[File:'Illustration for the Gita Govinda', 19th century, Honolulu Museum of Art, 10799.1.JPG|thumb|'Iଗୀତ ଗୋବିନ୍ଦ ପାଇଁ ଚିତ୍ରନାଟ୍ୟ, 19th ନବିଂଶ ଶତାବ୍ଦୀ, ହନୋଲୁଲୁ ମ୍ୟୁଜିୟମ୍ ଅଫ୍ ଆର୍ଟ, 10799.1 |]]
 
'''ଗୀତଗୋବିନ୍ଦ''' କବି [[ଜୟଦେବ]]ଙ୍କଦ୍ୱାରା [[ସଂସ୍କୃତ ଭାଷା]]ରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । <ref>{{cite book|title=Sri Gita Govinda of Sri Jayadeva Gosvami|publisher=Gaudiya Vedanta Publications}}</ref> ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।