"ୟୁମଲେମ୍ବମ ଗାମ୍ଭିନୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ Regular Character Changes
୨୦ କ ଧାଡ଼ି:
| parents = ୱାଇ. ଗୁଲାପ ସିଂହ
| website =
| awards = [[ପଦ୍ମ ଶ୍ରୀପଦ୍ମଶ୍ରୀ]]<br />ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ([[:en:Sangeet Natak Akademi Award|Sangeet Natak Akademi Award]])<br /> ନୃତ୍ୟ ରତ୍ନ ପୁରସ୍କାର <br /> ନାଟ ସଙ୍ଗୀତ ପୁରସ୍କାର
}}
'''ୟୁମଲେମ୍ବମ ଗାମ୍ଭିନୀ ଦେବୀ''' [[ଇଂରାଜୀ ଭାଷା]]ରେ '''Yumlembam Gambhini Devi''') ଜଣେ ଭାରତୀୟ ମଣିପୁରୀ ନାଟ ସଂକୀର୍ତ୍ତନ ଗାୟିକା ([[:en:Manipuri Sankirtana|Nata Sankirtana]]) ଓ ମଣିପୁରୀ ରାସ ନର୍ତ୍ତକୀ ([[:en:Manipuri dance|Manipuri Raas]]) ଅଟନ୍ତି ।<ref name="Yumlembam Gambhini Devi - Padmashree Awardee - 2005">{{cite web | url=http://www.e-pao.net/epSubPageExtractor.asp?src=features.Profile_of_Manipuri_Personalities.Donny_Luwang.Yumlembam_Gambhini_Dance | title=Yumlembam Gambhini Devi - Padmashree Awardee - 2005 | publisher=E Pao | date=2015 | accessdate=4 December 2015 | author=Donny Luwang Meisnam}}</ref> ଜ‌ୱାହରଲାଲ ମଣିପୁରୀ ନୃତ୍ୟ ଏକାଡେମୀର ସେ ଜଣେ ଫାକଲ୍ଟି ସଭ୍ୟ<ref name="JNMDA - Present Teaching Staff">{{cite web | url=http://www.sangeetnatak.gov.in/sna_hindi/jnmda-staff-hindi.htm | title=JNMDA - Present Teaching Staff | publisher=Sangeet Natak Akademi | date=2015 | accessdate=4 December 2015}}</ref> ଓ ସନ ୧୯୮୮ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ([[:en:Sangeet Natak Akademi Award|Sangeet Natak Akademi Award]]) ପାଇଛନ୍ତି । <ref name="Sangeet Natak Akademi Award winners">{{cite web | url=http://sangeetnatak.gov.in/sna/awardeeslist.htm#MusicforDance | title=Sangeet Natak Akademi Award winners | publisher=Sangeet Natak Akademi | date=2015 | accessdate=4 December 2015}}</ref>
ସନ ୨୯୯୫ରେ ମଣିପୁରୀ ନୃତ୍ୟ ଓ ସଙ୍ଗୀତରେ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର [[ପଦ୍ମ ଶ୍ରୀପଦ୍ମଶ୍ରୀ]]ରେ ସମ୍ମାନିତ କରିଛନ୍ତି । <ref name="Padma Awards">{{cite web|url=http://mha.nic.in/sites/upload_files/mha/files/LST-PDAWD-2013.pdf |title=Padma Awards |publisher=Ministry of Home Affairs, Government of India |date=2015 |accessdate=21 July 2015 |url-status=dead |archiveurl=https://www.webcitation.org/6U68ulwpb |archivedate=15 November 2014 }}</ref>
 
== ଜୀବନୀ ==
ସନ ୧୯୪୫ର ପ୍ରଥମ ଦିନ ୱାଇସ୍କୁଲ ହିରୁହମ୍ବା ଲେଇକାଇ, ମଣିପୁର [[:en:Manipur|Manipur]], ଭାରତର ନାଟ ସଂକୀର୍ତ୍ତନ ପରିବେଶକ ୱାଇ. ଗୁଲାପ ସିଂହ ଔରଷରେ ଗାମ୍ଭିନୀ ଦେବୀ ଜନ୍ମ ଗ୍ରହଣ କରିଥିଲେ ଯିଏ କି ଆଠ ସନ୍ତାନଙ୍କ ମଧ୍ୟରେ ଚତୁର୍ଥ ସନ୍ତାନ ଥିଲେ । <ref name="Yumlembam Gambhini Devi - India Online">{{cite web | url=http://www.indiaonline.in/about/Personalities/Singers/Yumlembam-Gambhini-Devi.html | title=Yumlembam Gambhini Devi - India Online | publisher=India Online | date=2015 | accessdate=5 December 2015}}</ref> ସେ ମାତ୍ର ୫ ବର୍ଷ ବୟସରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଲାଭ କରିବାକୁ ଆରମ୍ଭ କରିଥଲେ । ପରେ ସେ ଜ‌ୱାହରଲାଲ ନେହରୁ ମଣିପୁର ନୃତ୍ୟ ଏକାଡେମୀରେ ଶିକ୍ଷା ଲାଭ କରି ''ରାସ'' ରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ହାସଲ କରିଥିଲେ । ଏକାଡେମୀରେ ସେ ଖ୍ୟାତନାମା ଅମୁଦୋନ ଶର୍ମା, ମଇସନମ ଅମୁବି ସିଂହ ([[:en:Maisnam Amubi Singh|Maisnam Amubi Singh]]), ଖାଇଦିମ ଲିକେଶୋର ସିଂହ, କ୍ଷେତ୍ରିତୋମ୍ବି ଦେବୀ, ଗାଙ୍ଗୋମ ଯୋଗେନ୍ଦ୍ର ସିଂହ ଓ ଇବୋପିଶକ ଶର୍ମାଙ୍କଠାରୁ ମଣିପୁରୀ ନୃତ୍ୟ ଓ ନଙ୍ଗମାଇଥେନମ ତୋମ୍ବା ସିଂହ, ଖଣ୍ଡ ମୋଇନ ଦାନ, ଗାଙ୍ଗୋମ ଜୋଗେନ୍ଦ୍ର ସିଂହ ଓ ଥୋକଚୋମ ଗୋପାଲ ସିଂହଙ୍କଠାରୁ ମୋନୋହରସାଇ କିର୍ତ୍ତନ ଶିକ୍ଷା ଲାଭ କରିଥିଲେ । <ref name="Yumlembam Gambhini Devi - Padmashree Awardee - 2005" /> ମାତ୍ର ୭ ବର୍ଷ ବୟସରୁ ଭାରତ ଓ ଭାରତ ବାହାରେ ଅନେକ ସ୍ଟେଜରେ ସେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ଓ ତାହା ସେହି ଦିନଠାରୁ ଚାଲୁ ରହିଛି ।<ref name="Yumlembam Gambhini Devi - India Online" /> ତାଙ୍କର ଶିକ୍ଷୟିତ୍ରୀ ଜୀବନ ମାତୃ ସଂସ୍ଥାରେ ଆରମ୍ଭ ହୋଇଥିଲା ଯେଉଁଠାରେ ସେ ଫାକଲ୍ଟି ସଭ୍ୟ ଭାବରେ ସନ ୨୦୦୫ରେ ଅବସର ନେବା ପର୍ଯ୍ୟନ୍ତ କାମ କରୁଥିଲେ । ଏକାଡେମୀରେ ସେ ଅତିଥି ବରିଷ୍ଠ ଗୁରୁ ଭାବରେ କାମ କରିଚାଲିଲେ ଓ ଅଲ ଇଣ୍ଡିଆ ରେଡିଓର ([[All India Radio|All India Radio]]) ଇମ୍ଫାଲ ([[Imphal|Imphal]]) ଷ୍ଟେସନରେ ସେ ଟପ ଗ୍ରେଡ କଳାକାର ମାନ୍ୟତା ପାଇଥିଲେ ଯାହା ସେ ସମୟରେ ପ୍ରଥମ ମହିଳା ଭାବରେ ସେ ପାଇଥିଲେ । <ref name="Yumlembam Gambhini Devi - Padmashree Awardee - 2005" /> ସେ ୱାଇଜିଆର, ନାଟ ସଂକୀର୍ତ୍ତନ ଶେଇନମ ଶାଙ୍ଗ ନାମକ ଏକ ସଙ୍ଗୀତ ଶିକ୍ଷା ନିକେତନର ସ୍ଥାପୟିତା ଥିଲେ ।<ref name="Yumlembam Gambhini Devi - India Online" /> ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ([[:en:Rabindra Bharati University|Rabindra Bharati University]]) ସିଲେକସନ କମିଟି, ଦୂରଦର୍ଶନ ଅଡିସନ ବୋର୍ଡ଼, ଭାରତୀୟ ଟେଲିଭିଜନ ନେଟୱର୍କର ପୂର୍ବତନ ସଭ୍ୟ ଥିଲେ । ଦୁଇଟି ଆଲବମରେ ତାଙ୍କର ସଂଗୀତ ସଂଗୃହିତ ହୋଇରହିଛି ଓ ବସକ ଗୀତ ଆଧାରିତ ଏକ ପୁସ୍ତକ ବସକ ନାମରେ ପ୍ରକାଶିତ ହୋଇଛି ।<ref name="Bāsaka">{{cite book | url=http://www.worldcat.org/title/basaka/oclc/813301482 | title=Bāsaka | author=Ẏuṃlembama Gambhinī Debī | year=2012 | pages=135 | OCLC=813301482}}</ref>
 
ଗାମ୍ଭିନୀ ଦେବୀ‌ଙ୍କୁ ସନ ୧୯୭୯ରେ ମଣିପୁରୀ ସାହିତ୍ୟ ପରିଷଦ ([[:en:Manipuri Sahitya Parishad|Manipuri Sahitya Parishad]]) ପକ୍ଷରୁ ''ନୃତ୍ୟ ରତ୍ନ ପୁରସ୍କାର'' ଓ ସନ ୧୯୮୦ରେ ମଣିପୁର ପ୍ରଦେଶ କଳା ଏକାଡେମୀ ପକ୍ଷରୁ ''ନାଟ ସଂଗୀତ ପୁରସ୍କାର'' ଦିଆଯାଇଥିଲା । <ref name="Yumlembam Gambhini Devi - India Online" /> ସନ ୧୯୮୮ରେ ନାଟ ସଂକୀର୍ତ୍ତନ ନିମନ୍ତେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ([[:en:Sangeet Natak Akademi Award|Sangeet Natak Akademi Award]]) ପାଇଥିଲେ,<ref name="Sangeet Natak Akademi Award winners" /> ଓ ସେହି ବର୍ଷ ମିନିଷ୍ଟ୍ରି ଅଫ ହ୍ୟୁମାନ ରିଶୋର୍ଷ ଡେଭଲପମେଣ୍ଟ (ଇଣ୍ଡିଆ)ର ([[:en:Ministry of Human Resource Development (India)|Ministry of Human Resource Development]]) ଡିପାର୍ଟମେଣ୍ଟ ଅଫ କଲଚର ଅଧିନରେ ବରିଷ୍ଠ ଫେଲୋସିପ ନିମନ୍ତେ ସେ ବଛା ହୋଇଥିଲେ । <ref name="Yumlembam Gambhini Devi - Padmashree Awardee - 2005" /> ଭାରତ ସରକାର ତାଙ୍କୁ [[ପଦ୍ମ ଶ୍ରୀପଦ୍ମଶ୍ରୀ]] ନାଗରିକ ସମ୍ମାନରେ ପୁରସ୍କୃତ କରିଥିଲେ । <ref name="Padma Awards" />
 
== ଆଧାର ==