"ରଘୁବୀର ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଟିକେ Regular Character Changes
 
୬ କ ଧାଡ଼ି:
|caption=ଚୌଧୁରୀ ମୁମ୍ବାଇରେ ୧୯୯୯ ମସିହାରେ
|birth_date={{birth date and age|1938|12|5|df=y}}
|birth_place=ବାପୁପୁର, ଗାନ୍ଧୀନଗର, [[ଗୁଜୁରାଟଗୁଜରାଟ]]
|death_date=
|death_place=
୨୦ କ ଧାଡ଼ି:
}}
 
'''ରଘୁବୀର ଚୌଧୁରୀ''' ଜଣେ ଗୁଜୁରାଟିଗୁଜରାଟି ଔପନ୍ୟାସିକ, କବି ଓ ସମାଲୋଚକ । ସନ୍ଦେଶ, ଜନ୍ମଭୂମୀ, ନୀରିକ୍ଷକ ଓ ଦିବ୍ୟ ଭାସ୍କର ଆଦି ଖବରକାଗଜରେ ଜଣେ ସ୍ତମ୍ଭକାର ଭାବରେ ତାଙ୍କର ଲେଖା ପ୍ରକାଶ ପାଇଥାଏ । ଗୁଜୁରାଟଗୁଜରାଟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ସେ ୧୯୯୮ ମସିହାରେ ଅବସର ଗ୍ରହଣ କରିଥିଲେ । ମୁଖ୍ୟତଃ ସେ ଗୁଜୁରାଟିଗୁଜରାଟି ଭାଷାରେ ଲେଖୁଥିଲେ ମଧ୍ୟ ହିନ୍ଦୀ ଭାଷାରେ ମଧ୍ୟ ଲେଖାଲେଖି କରନ୍ତି । ୧୯୭୭ ମସିହାରେ ସେ "ଉପର୍ବସ" ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୨୦୧୩ରେ ସେ [[କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ]] ଓ ୨୦୧୫ ମସିହାରେ ସେ [[ଜ୍ଞାନପୀଠ ପୁରସ୍କାର]] ଲାଭ କରିଥିଲେ ।
 
ଚୌଧୁରୀ ଉପନ୍ୟାସ ଓ କବିତାରୁ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସାହିତ୍ୟର ଅନ୍ୟ ବିଭାଗରେ ପ୍ରବେଶ କରିଥିଲେ । ତାଙ୍କର ୮୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ସେ ଅନେକ ସାହିତ୍ୟନୁଷ୍ଠାନରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
 
== ପ୍ରାରମ୍ବିକ ଜୀବନ ==
ରଘୁବୀର ୧୯୩୮ ମସିହା ଡିସେମ୍ବର ୫ ତାରିଖରେ ଗାନ୍ଧୀନଗର ନିକଟସ୍ଥ ବାପୁପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଡାଲସିଂ ଓ ମା ଜୀବିବେନ ଉଭୟ କୃଷକ ଥିଲେ । ସେମାନେ "ଜାଠ" ଥିଲେ । ରଘୁବୀର ନିଜର ପ୍ରାଥମିକ ଶିକ୍ଷା ମାଣସାରୁ ସମାପ୍ତ କରିଥିଲେ । ୧୯୬୦ରେ ସେ ଗୁଜୁରାଟଗୁଜରାଟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ୧୯୬୨ରେ [[ହିନ୍ଦୀ]]<nowiki/>ରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୭୯ରେ ସେହି ବିଶ୍ୱବିଦ୍ୟାଳୟରୁ ସେ ପିଏଚଡି ହାସଲ କରିଥିଲେ । <ref name="Desai2018">{{Cite book|title=ગુજરાતી સાહિત્યનો ઇતિહાસ (૧૯૩૬થી ૧૯૫૦): સ્વાતંત્ર્યોત્તર યુગ-૨|last=Mehta|first=Dhirendra|date=November 2018|publisher=K. L. Study Center, [[Gujarati Sahitya Parishad]]|isbn=978-81-939074-1-2|editor-last=Desai|editor-first=Parul Kandarpa|volume=8|location=Ahmedabad|page=11|language=gu|trans-title=History of Gujarati Literature (1936 to 1950): Post-independence era-2|author-link=Dhirendra Mehta}}</ref>
 
ସେ ୧୯୭୦ ଦଶକରେ ଏମରଜେନ୍ସୀ ଓ ଗୁଜୁରାଟରେଗୁଜରାଟରେ ହୋଇଥିବା "ନବନିର୍ମାଣ ଆନ୍ଦୋଳନ"ରେ ଅଂଶଗ୍ରହଣ କରିଥିଲେ ।<ref name="Dutt1999">{{Cite book|url=https://books.google.com/books?id=QA1V7sICaIwC&pg=PA237|title=Who's who of Indian Writers, 1999: A-M|last=Kartik Chandra Dutt|date=1 January 1999|publisher=Sahitya Akademi|isbn=978-81-260-0873-5|page=237|access-date=25 August 2014}}</ref><ref name="MH1971">{{Cite book|url=https://books.google.com/books?id=e0FuAAAAMAAJ|title=Maharashtra State Gazetteers: General Series|last=Maharashtra (India)|publisher=Directorate of Government Print., Stationery and Publications|year=1971|pages=405–406}}</ref>
 
== ବୃତିଗତ ଜୀବନ ==
[[ଫାଇଲ:Raghuvir_Chaudhari.JPG|alt=|thumb|ରଘୁବୀର ଚୌଧୁରୀ, ଦିଲ୍ଲୀସ୍ଥିତ ସାହିତ୍ୟ ଏକାଡେମୀଠାରେ]]
ଚୌଧୁରୀ, ୧୯୭୭ ମସିହାରେ ଗୁଜୁରାଟଗୁଜରାଟ ବିଶ୍ୱବିଦ୍ୟାଳୟ ଅଧିନସ୍ଥ "ଭାଷା ବିଦ୍ୟାଳୟ"ରେ ଯୋଗଦେଇଥିଲେ । ୧୯୯୮ ମସିହାରେ ସେହି ଅନୁଷ୍ଠାନରୁ ହିନ୍ଦୀ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ । ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ସେ ସାହିତ୍ୟ ଏକାଡେମୀର "ଏକ୍ସିକ୍ୟୁଟିଭ କାଉନସିଲ"ରେ ରହିଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ପ୍ରେସ କାଉନସିଲରେ ରହିଥିଲେ । ୨୫ତମ ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ସେ ଜୁରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
ଅବସର ଗ୍ରହଣ ପରେ, ଚୌଧୁରୀ ବାପୁପୁରକୁ ଫେଇ ଆସି କୃଷି କାମ କରିଥିଲେ । ସେ ଗୁଜୁରାଟିଗୁଜରାଟି ସାହିତ୍ୟ ପରିଷଦର ଅଧ୍ୟକ୍ଷ ଓ ଟ୍ରଷ୍ଟି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।<ref name="Dutt1999">{{Cite book|url=https://books.google.com/books?id=QA1V7sICaIwC&pg=PA237|title=Who's who of Indian Writers, 1999: A-M|last=Kartik Chandra Dutt|date=1 January 1999|publisher=Sahitya Akademi|isbn=978-81-260-0873-5|page=237|access-date=25 August 2014}}</ref><ref name="MH1971">{{Cite book|url=https://books.google.com/books?id=e0FuAAAAMAAJ|title=Maharashtra State Gazetteers: General Series|last=Maharashtra (India)|publisher=Directorate of Government Print., Stationery and Publications|year=1971|pages=405–406}}</ref>
 
== ରଚନାବଳୀ ==
ରଘୁବୀର ୮୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ସେସବୁ ମଧ୍ୟରେ ଉପନ୍ୟାସ, କବିତା, ନାଟକ ଓ ସମାଲୋଚନା ପୁସ୍ତକ ରହିଛି । ମୁଖ୍ୟତଃ ସେ ଗୁଜୁରାଟିରେଗୁଜରାଟିରେ ଲେଖୁଥିଲେ ମଧ୍ୟ ତାଙ୍କର କିଛି ହିନ୍ଦୀ ରଚନା ମଧ୍ୟ ରହିଛି ।<ref name="Dutt1999">{{Cite book|url=https://books.google.com/books?id=QA1V7sICaIwC&pg=PA237|title=Who's who of Indian Writers, 1999: A-M|last=Kartik Chandra Dutt|date=1 January 1999|publisher=Sahitya Akademi|isbn=978-81-260-0873-5|page=237|access-date=25 August 2014}}</ref>
 
=== ଉପନ୍ୟାସ ===