"ମହାଳସା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ Regular Character Changes
୩୧ କ ଧାଡ଼ି:
== ପୂଜା ==
[[Image:mahalasatemple.jpg|thumb|[[ଗୋଆ]]ର ମାର୍ଦୋଲ ମନ୍ଦିର]]
ସ୍ୱାଧୀନ ଭାବରେ ବା ଗ୍ରାମ ଦେବୀ ଭାବରେ ମହାଳସାଙ୍କର ପୂଜା କରାଯାଏ । ମହାରାଷ୍ଟ୍ରର ପଇଥାନ ଓ ନେବାସାରେ ତାଙ୍କର ମୂଖ୍ୟ ମନ୍ଦିର ଅଛି ଯାହାକୁ ମୋହିନୀରାଜ ମନ୍ଦିର କୁହାଯାଏ । <ref>{{cite web | url=http://ahmednagar.nic.in/gazetteer/places_Nevasa.html | title=NEVASA | publisher=Gazetteers Department, Maharashtra | accessdate=5 February 2015}}</ref> ଗୋଆର ମାର୍ଦୋଲ ସ୍ଥାନରେ ତାଙ୍କର ମହାଳସା ନାରାୟଣୀ ମନ୍ଦିର ଅଛି । <ref name="Dehejia1999"/><ref name="dhere">{{cite web|url=http://www.rcdhere.com/RCD_Khandoba/khandoba_3.html|title=Chapter 2: MHAALSA|last=Dhere|first=R C|work=Summary of Book "FOLK GOD OF THE SOUTH: KHANDOBA"|publisher=R C Dhere|accessdate=14 March 2010}}</ref> କର୍ଣ୍ଣାଟକ, କେରଳ ଓ ଗୁଜୁରାଟରେଗୁଜରାଟରେ ମଧ୍ୟ ତାଙ୍କର ମନ୍ଦିର ଅଛି । <ref>{{cite news|url=http://www.navhindtimes.in/buzz/8566-music-concert-to-be-held-at-mardol |title=Music concert to be held at Mardol |last=NT Network |date=11 February 2010 |work=[[Navhind Times]] |accessdate=12 March 2010 }}{{dead link|date=June 2017 |bot=InternetArchiveBot |fix-attempted=yes }}</ref> ପଶ୍ଚିମ ଓ ଦକ୍ଷିଣ ଭାରତର ଅନେକ ସ୍ଥାନରେ ସେ କୁଳଦେବୀ ଭାବରେ ପୂଜା ପାଆନ୍ତି ଓ ଏହି ଗୋଷ୍ଠୀମାନଙ୍କର ନାମ ଯଥାକ୍ରମେ ଗୋଡ଼ ସାରସ୍ୱତ ବ୍ରାହ୍ମଣ, କରହଦ ବ୍ରାହ୍ମଣ, ଦେବଜ୍ଞା ବ୍ରହ୍ମଣ, ଭଣ୍ଡାରୀ ଓ ଶିମ୍ପି ଜାତିର ଲୋକ ।
 
== ଆଧାର ==
"https://or.wikipedia.org/wiki/ମହାଳସା"ରୁ ଅଣାଯାଇଅଛି