"ଭାଷାଗତ ଅଧିକାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
 
୩ କ ଧାଡ଼ି:
'''ଭାଷାଗତ ଅଧିକାର''' ବ୍ୟକ୍ତିଗତ ତଥା ସାମୂହିକ [[ଅଧିକାର]] ସ୍ତରରେ ବ୍ୟକ୍ତିଗତ କିମ୍ବା ସର୍ବସାଧାରଣ ପରିବେଶ [[ଯୋଗାଯୋଗ]] ପାଇଁ ଭାଷା ବା ଭାଷାସମୂହ ବାଛିବା ପାଇଁ [[ମାନବିକ ଅଧିକାର|ମାନବିକ]] ଏବଂ [[ନାଗରିକ ଅଧିକାର]] । ଭାଷାଗତ ଅଧିକାର ବିଶ୍ଳେଷଣ କରିବା ପାଇଁ ଅନ୍ୟାନ୍ୟ ମାନଦଣ୍ଡଗୁଡ଼ିକ ଭିତରେ ଆଞ୍ଚଳିକତାର ପରିମାଣ, ସକାରାତ୍ମକତା ପରିମାଣ, ମିଳାମିଶା କିମ୍ବା ରକ୍ଷଣାବେକ୍ଷଣା, ଏବଂ ଖୋଲାପଣ ଦୃଷ୍ଟିରୁ ଆଭିମୁଖ୍ୟ ଅନ୍ତର୍ଭୁକ୍ତ ।<ref>Extra, G., and Yağmur, K. (2004). "Language rights perspectives".</ref>
 
ଭାଷାଗତ ଅଧିକାର ଭିତରେ ଆହୁରି ଅନେକ ଅଧିକାର ସମେତ ଆଇନଗତ, ପ୍ରାଶାସନିକ ଏବଂ ନ୍ୟାୟିକ କାର୍ଯ୍ୟ, ଭାଷା ଶିକ୍ଷା ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱାରାବ୍ୟକ୍ତିଙ୍କଦ୍ୱାରା ବୁଝାହେଉଥିବା ଏବଂ ମୁକ୍ତ ଭାବରେ ବଛା ଭାଷାରେ ଗଣମାଧ୍ୟମର ଅଧିକାର ଅନ୍ତର୍ଭୁକ୍ତ ।<ref>Hult, F.M., & Hornberger, N.H. (2016). Re-visiting orientations to language planning: problem, right, and resource. ''Bilingual Review/La revista bilingüe, 33''(3), 30–49. Available from http://bilingualreview.utsa.edu/index.php/br/article/view/118 {{Webarchive|url=https://web.archive.org/web/20190308121809/http://bilingualreview.utsa.edu/index.php/br/article/view/118 |date=2019-03-08 }}</ref>
 
ଆନ୍ତର୍ଜାତୀୟ ଆଇନରେ ଭାଷାଗତ ଅଧିକାର ସାଧାରଣତଃ [[ସାଂସ୍କୃତିକ ଅଧିକାର|ସାଂସ୍କୃତିକ]] ଏବଂ [[ଶିକ୍ଷାଗତ ଅଧିକାର]]ର ବ୍ୟାପକ ଢାଞ୍ଚାକୁ ଭିତ୍ତିକରି କାର୍ଯ୍ୟ କରାଯାଏ ।