"ବର୍ଷା ଅଡାଲଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୭ କ ଧାଡ଼ି:
| birth_place = [[ବମ୍ବେ]] (ଏବେ ମୁମ୍ବାଇ), [[ବମ୍ୱେ ପ୍ରେସିଡେନ୍ସି]], [[ବ୍ରିଟିଶ ଭାରତ]]
| occupation = ଔପନ୍ୟାସିକ<br>ନାଟ୍ୟକାର<br>ଆଲୋଚକ
| language = ଗୁଜୁରାଟିଗୁଜରାଟି
| nationality = [[ଭାରତ|ଭାରତୀୟ]]
| education =
୧୬ କ ଧାଡ଼ି:
}}
 
'''ବର୍ଷା ମହେନ୍ଦ୍ର ଅଡାଲଜା''' ଜଣେ ଗୁଜୁରାଟିଗୁଜରାଟି ଲେଖିକା । ସେ ମୁଖ୍ୟତଃ ନାରୀବାଦ ଉପରେ ଉପନ୍ୟାସ, ନାଟକ ଏବଂ ମଧ୍ୟସ୍ଥାତା ଭିତ୍ତର ରଚନା ଉପରେ ଲେଖା ଲେଖି କରନ୍ତି । ୧୯୯୫ ମସିହାରେ ବର୍ଷାଙ୍କୁ ଗୁଜୁରାଟିଗୁଜରାଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ ଉପନ୍ୟାସ ଅନ୍‌ସାର୍ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ସେ ବିଭିନ୍ନ ଡ୍ରାମା, ମଞ୍ଚ ନାଟକ, ଚିତ୍ରନାଟ୍ୟ ଆଦି ରଚନା କରନ୍ତି ଏବଂ ରେଡ଼ିଓ ପାଇଁ ମଧ୍ୟ କିଛି ରଚନା କରିଛନ୍ତି ।<ref>https://www.loc.gov/acq/ovop/delhi/salrp/varshaadalja.html</ref>
 
== ପ୍ରାରମ୍ଭିକ ଜୀବନ ==
ବର୍ଷା ଅଡାଲଜା ୧୯୪୦ ମସିହାର ଅପ୍ରେଲ ମାସ ୧୦ ତାରିଖରେ ବମ୍ବେ (ଏବେର ମୁମ୍ବାଇ) ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁଣବନ୍ତରାୟ ଆଚାର୍ଯ୍ୟ, ଯିଏକି ଆଚାର୍ଯ୍ୟ ଗୁଣବନ୍ତ ରାୟ ପୋପୋ ଭାଇ ଭାବରେ ମଧ୍ୟ ପରିଚିତ । ତାଙ୍କ ବାପା ଜଣେ ଗୁଜୁରାଟିଗୁଜରାଟି ଔପନ୍ୟାସିକ, ପତ୍ରକାର ତଥା ନିବନ୍ଧକାର । ତାଙ୍କ ପରିବାର ଜାମନଗରର ମୂଳ ବାସିନ୍ଦା । ବର୍ଷା ଅଡାଲଜା ୧୯୬୦ ମସିହାରେ ମୁମ୍ବାଇ ବିଦ୍ୟାଳୟରୁ ଉଭୟ ଗୁଜୁରାଟିଗୁଜରାଟି ଏବଂ ସଂସ୍କୃତ ଭାଷାରେ ସ୍ନାତକ ହାସଲ କରିଥିଲେ । ଏହାପରେ ୧୯୬୨ ମସିହାରେ ସେ ସୋସିଓଲୋଜିରେ ସ୍ନାତକୋତ୍ତର କରିଥିଲେ । ପରବର୍ତ୍ତୀ ସମୟରେ ସେ ଡ୍ରାମା ଉପରେ ଅଧ୍ୟୟନ କରିଥିଲେ । ବର୍ଷା ଦିଲ୍ଲୀର ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରେ ଏକ ବୃତ୍ତି ମାଧ୍ୟମରେ ଯୋଗ ଦେଇଥିଲେ । ବର୍ଷା ୧୯୬୧ ମସିହାରେ ଆକାଶବାଣୀ ମୁମ୍ବାଇରେ ଯୋଗ ଦେଇଥିଲେ । ସେ ମୁମ୍ବାଇ ଆକାଶବାଣୀରେ ଜଣେ ବକ୍ତା ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୬୪ ମସିହାଯାଏଁ ସେଠାରେ ସେ କାର୍ଯ୍ୟ କରୁଥିଲେ । ୧୯୬୫ ମସିହାରେ ବର୍ଷାଙ୍କର ବିବାହ ହୋଇଥିଲା । ସେ ଅଡାଲଜାଙ୍କୁ ବିବାହ କରିଥିଲେ । ୧୯୬୬ ମସିହାରୁ ବର୍ଷା ବିଧିବଦ୍ଧା ଭାବରେ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ଭଉଣୀ ଇଲା ଆରବ ମେହେଟ୍ ମଧ୍ୟ ଜଣେ ଲେଖିକା ତଥା ଔପନ୍ୟାସିକା ।
 
== ଆଧାର ==