"ପ୍ରବୋଧ ଚନ୍ଦ୍ରିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୩୦ କ ଧାଡ଼ି:
}}
 
'''ପ୍ରବୋଧ ଚନ୍ଦ୍ରିକା''' ଏକ [[ଓଡ଼ିଆ ଭାଷା|ଓଡ଼ିଆ]] ମାସିକ ପତ୍ରିକା ଥିଲା ।<ref name="MohantyPatnaik2003">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|coauthors=State Level Vyasakabi Fakir Mohan Smruti Samsad|title=Cultural heritage of &#91;Orissa&#93;|url=https://books.google.com/books?id=kYhKAQAAIAAJ|year=2003|publisher=State Level Vyasakabi Fakir Mohan Smruti Samsad|isbn=978-81-902761-3-9}}</ref> ଓଡ଼ିଆ ଭାଷାରେ ଏହା ଦ୍ୱିତୀୟ ଛାପା ପତ୍ରିକା ଅଟେ (୧୮୪୯ ମସିହାର "ଜ୍ଞାନାରୁଣ" ପତ୍ରିକା ପରେ) ।<ref>{{cite web |title=Odia Magazines |url=https://odiabibhaba.in/en/magazines/ |website=ଓଡ଼ିଆ ବିଭବ ODIA BIBHABA |publisher=Srujanika |accessdate=1 March 2020}}</ref> ଏହା ଜାନୁଆରୀ ୧୮୫୬ ମସିହାରେ ଉଇଲଇୟମ ଲେସିଙ୍କ ଦ୍ୱାରାଲେସିଙ୍କଦ୍ୱାରା ସମ୍ପାଦିତ ହୋଇ [[କଟକ]] ମିଶନ ପ୍ରେସରୁ ଡବଲିଉ ବୃକ୍ସଙ୍କ ଦ୍ୱାରାବୃକ୍ସଙ୍କଦ୍ୱାରା ଚାପା ହେଉଥିଲା ।<ref>{{cite book |last1=ମହାନ୍ତି |first1=ଡକ୍ଟର ବଂଶୀଧର |title=ପ୍ରବୋଧ ଚନ୍ଦ୍ରିକା (୧୮୫୬) |date=1984 |publisher=ଉତ୍କଳ ବଇଶ୍ୱବିଦ୍ୟାଳୟ |location=ଭୁବନେଶ୍ୱର |page=୧୫ |edition=ପ୍ରଥମ |url=https://drive.google.com/uc?export=download&id=0BzDmhDl-2YsYWU5HNms2c2RHLUE |accessdate=1 March 2020}}</ref> <ref>{{cite book|title=Journal of Indian History|url=https://books.google.com/books?id=VjNuAAAAMAAJ|year=1988|publisher=Department of History, University of Kerala}}</ref> ଯଦିବା ଏହା ମିଶନାରୀ ମାନଂକ ଦ୍ୱାରାମାନଂକଦ୍ୱାରା ପ୍ରକାଶିତ କରାଯାଉଥିଲା ମାତ୍ର ଏଥିରେ କୌଣସି ଖ୍ରୀଷ୍ଟ ଧର୍ମ ପ୍ରଚାର ବିଷୟ ବସ୍ତୁ ନଥିଲା, ବରଂ ଏହା ଥିଲା ଏକ ସାହିତ୍ୟ ଓ ସମାଚାର ପତ୍ରିକା । ପାଠକ ଓ ଗ୍ରାହକ ଅଭାବରେ ଏହାର ପ୍ରକାଶନ ବାଧାପ୍ରାପ୍ତ ହୋଇଥିବାରୁ ଲେସଲି [[ଓଡ଼ିଶା]]ର ତତ୍କାଳୀନ କମିଶନର ସାମୁଏଲ୍ସଙ୍କୁ ଆର୍ଥିକ ଅନୁଦାନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସାମୁଏଲ୍ସଙ୍କ ଆର୍ଥିକ ଅନୁଦାନର ପ୍ରତିଶ୍ରୁତି ସତ୍ତ୍ୱେ ଓଡ଼ିଶାରେ ନବଶିକ୍ଷିତ ଗୋଷ୍ଠୀର ଅଭାବ ହେତୁ ଏହି ପତ୍ରିକା ତିନି ବର୍ଷର ପ୍ରକାଶନ ପରେ ବନ୍ଦ ହୋଇଯାଇଥିଲା । ପ୍ରବୋଧ ଚନ୍ଦ୍ରିକାରେ ପ୍ରଥମ ଥର ପାଇଁ [[ବିଜ୍ଞାନ]] ସମ୍ବନ୍ଧୀୟ ଲେଖା ପ୍ରକାଶିତ ହୋଇଥିଲା । ଏହା ସାଧାରଣ ଲୋକଙ୍କ ପାଇଁ ପ୍ରଥମ ବିଜ୍ଞାନ ପତ୍ରିକା ଭାବେ ଜଣା ।<ref name=ppsrujanika>{{cite book|title=ଓଡ଼ିଆ ପତ୍ରିକା ପରିଚିତି: ୧୮୫୦-୧୯୫୦|date=2013 ଫେବୃଆରୀ|publisher=ସୃଜନୀକା}}</ref>
 
== ପୁନଃ ମୁଦ୍ରଣ ==