"ଭଗବତ ଗୀତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
{{ଛୋଟ|Bhagavad Gita}}
[[ଫାଇଲ:Krishna Arjuna Gita.jpg|thumb|alt=An 1830 CE painting depicting Arjuna, on the chariot, paying obeisance to Krisha, the charioteer.|କୁରୁକ୍ଷେତ୍ରରେ କୃଷ୍ଣ ଓ ଅର୍ଜୁନ <!--c. 1830 painting-->]]
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି [[ମହାଭାରତ]]ର ଅଂଶ । ଶ୍ରୀ [[ବ୍ୟାସଦେବ]] ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । [[ଶ୍ରୀକୃଷ୍ଣ]] ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ [[ବ୍ୟାସଦେବ]] ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ [[ଗଦ୍ୟ]]ରେ କହିଥିଲେ, ତାହା [[ବ୍ୟାସଦେବ]] ନିଜେ [[ଶ୍ଳୋକ]]ବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ [[ଅର୍ଜୁନ]], [[ସଞ୍ଜୟ]] ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ [[ଭାଷା]]ରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ [[ଶ୍ରୀକୃଷ୍ଣ]] କଥିତ ଶ୍ଳୋକସଂଖ୍ୟା ୬୨୦, [[ଅର୍ଜୁନ]] କଥିତ [[ଶ୍ଳୋକ]] ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର [[ଅଧ୍ୟାୟ]]ରେ ବିଭକ୍ତ କରି [[ମହାଭାରତ]]ର ଅଂଶଭାବେ [[ଯୋଗ]] କରିଛନ୍ତି ।
 
[[ଫାଇଲ:Bhagavad Gita, a 19th century manuscript.jpg|250px|thumb|ଭଗବତ ଗୀତା, ୧୯ଶତକର ତାଳପୋଥି]]

ଟି ସମ୍ପାଦନା