"ମେଟାବୋଲିଜିମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୧ କ ଧାଡ଼ି:
[[ଫାଇଲ:Metabolism.png|thumb]]
[[ଫାଇଲ:ATP-3D-vdW.png|ଡାହାଣ|thumb]]
ଚୟାପଚୟ (/məˈtæbəlɪzəm/, from {{Lang-el|μεταβολή}} ''metabolē'', "ବଦଳ") ଜୀବ ମାନଙ୍କରେ ଜୀବନ ନିର୍ବାହକାରୀ ରସାୟନିକ ପ୍ରତିକ୍ରିୟା ସମୁହ ଅଟେ। ଏହାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ହେଲା: ଜୀବ-କୋଷ ମାନଙ୍କରେ ପ୍ରକ୍ରିୟା ଚାଲିବା ନିମନ୍ତେ ଖାଦ୍ୟରୁ ଶକ୍ତିରେ ରୁପାନ୍ତରଣ: ଖାଦ୍ୟରୁ ପ୍ରୋଟିନ, ଲିପିଡ, ନ୍ୟୁକ୍ଲିକ ଏସିଡ, ଓ କାର୍ବୋହାଇଡ୍ରେଟ୍‌ସ୍ ପାଇଁ ମୂଳଦୁଆ ତିଆରି; ଏବଂ ନାଇଟ୍ରୋଜିନସ ଅପଶିଷ୍ଟର ବିଲୋପନ। ଏହି ଏଞ୍ଜାଇମ୍ ଉତ୍ପ୍ରେରିତ ପ୍ରକ୍ରିୟା ଗୁଡି଼କ ଜୀବମାନଙ୍କୁ ବଢି଼ବା, ତାଙ୍କ ବଂଶ ବୃଦ୍ଧି, ଓ ବାତାବରଣ ପ୍ରତି ତାଙ୍କ ପ୍ରତିକ୍ରିୟା ରେପ୍ରତିକ୍ରିୟାରେ ସାହାଯ୍ୟ କରନ୍ତି।
 
== ମୁଖ୍ୟ ଜୈବ-ରାସାୟନିକ ==