"ଏଚଆଇଭି/ଏଡସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଭିଡିଓ ଯୋଗ କରାଗଲା
୧୬ କ ଧାଡ଼ି:
| MeshID = D000163
}}
[[File:ଉଇକିପିଡ଼ିଆ-ଭିଡିଓୱିକି-ଏଚଆଇଭି-ଏଡସ.webm|thumb|ଏଚଆଇଭି-ଏଡସ ଭିଡିଓ]]
<!-- ଚିହ୍ନ ଓ ଲକ୍ଷଣ -->
'''ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ''' (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ [[ସଂକ୍ରମଣ]] ଯାହା [[ମାନବ ଇମ୍ମ୍ୟୁନାଭାବ ଭୁତାଣୁ]]ଦ୍ୱାରା ହୁଏ<ref name="pmid11396444">{{Cite journal|author=Sepkowitz KA|title=AIDS—the first 20 years|journal=N. Engl. J. Med.|volume=344|issue=23|pages=1764–72|date=June 2001|pmid=11396444|doi=10.1056/NEJM200106073442306}}</ref><ref>{{cite book|last1=editors|first1=Alexander Krämer, Mirjam Kretzschmar, Klaus Krickeberg,|title=Modern infectious disease epidemiology concepts, methods, mathematical models, and public health|date=2010|publisher=Springer|location=New York|isbn=9780387938356|page=88|edition=Online-Ausg.|url=https://books.google.com/books?id=Di0_5x82HykC&pg=PA88}}</ref><ref>{{cite book|author1=Wilhelm Kirch|title=Encyclopedia of public health|date=2008|publisher=Springer|location=New York|isbn=9781402056130|pages=676–677|url=https://books.google.com/books?id=eSPK7-CHw7oC&pg=PA676}}</ref> । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ [[ଇନ୍‌ଫ୍ଲୁଏଞ୍ଜା]] ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ ।<ref name=WHO2015Fact/> ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ ।<ref name=CDC21015Bas>{{cite web|title=About HIV/AIDS|url=http://www.cdc.gov/hiv/basics/whatishiv.html|website=CDC|accessdate=11 February 2016|date=December 6, 2015}}</ref> ସମୟକ୍ରମେ [[ଇମ୍ମ୍ୟୁନିଟି ବିଭାଗ]]କୁ ଦୁର୍ବଳ କରିଦେବା ଫଳରେ [[ଯକ୍ଷ୍ମା]] ତ‌ଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ ।<ref name=WHO2015Fact/> ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ ।<ref name=CDC21015Bas/> ଏହି ସମୟରେ [[ଓଜନ ହ୍ରାସ]] ହୁଏ ।<ref name=CDC21015Bas/>