"ସୋନାଲ ମାନସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୨ କ ଧାଡ଼ି:
| past_members =
}}
'''ସୋନାଲ ମାନସିଂହ''' (ଜନ୍ମ : ୩୦ ଅପ୍ରେଲ ୧୯୪୪) ଜଣେ [[ଓଡ଼ିଶୀ]] ଓ [[ଭାରତନାଟ୍ୟମ]]<nowiki/> ନୃତ୍ୟଶିଳ୍ପୀ ଓ ଗୁରୁ । ସେ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତିଙ୍କଦ୍ୱାରା]] [[ରାଜ୍ୟ ସଭା]]<nowiki/>କୁ ସାଂସଦ ଭାବରେ ମନୋନୀତ ହୋଇଥିଲେ ।
 
== ପ୍ରାରମ୍ଭିକ ଜୀବନ ==
ସୋନାଲ [[ମୁମ୍ବାଇ|ମୁମ୍ବାଇରେ]] ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅରଭିନ୍ଦ ପକୱାସ ଓ ମାତାଙ୍କ ନାମ ପୂର୍ଣ୍ଣିମା ଥିଲା । ପୂର୍ଣ୍ଣିମା [[ଗୁଜରାଟ]]<nowiki/>ର ଜଣେ ସମାଜସେବୀ ଓ ସେ ୨୦୦୪ ମସିହାରେ ପଦ୍ମ ଭୂଷଣ ପୁରସ୍କାର ପାଇଥିଲେ । ତାଙ୍କ ଅଜା ମଙ୍ଗଲମଙ୍ଗଳ ଦାସ ପକୱାସ ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ ଓ [[ଭାରତ|ଭାରତର]] ପ୍ରଥମ ପାଞ୍ଚଜଣ ରାଜ୍ୟପାଳଙ୍କ ମଧ୍ୟରୁ ଜଣେ ଥିଲେ ।
 
୪ ବର୍ଷ ବୟସରେ ସୋନାଲ ତାଙ୍କ ବଡ଼ ଭଉଣୀଙ୍କ ସହିତ [[ନାଗପୁର]]<nowiki/>ଠାରେ [[ମଣିପୁରୀ ନୃତ୍ୟ]] ଶିକ୍ଷା ଆରମ୍ଭ କରିଥିଲେ । ୭ ବର୍ଷ ବୟସରେ "ପାଣ୍ଡାନାଲୁରୁ ନୃତ୍ୟାଳୟନୃତ୍ୟାଳୟର" 'କୁମାର ଜୟକର' ଆଦି ବିଭିନ୍ନ ଗୁରୁଙ୍କଠାରୁ ଭାରତନାଟ୍ୟମ ଶିକ୍ଷା କରିଥିଲେ ।
 
[[ସଂସ୍କୃତ ଭାଷା]]<nowiki/>ରେ ସେ ପ୍ରବୀଣ ଓ କୋବିଦ ପରୀକ୍ଷାରେ 'ଭାରତୀୟ ବିଦ୍ୟା ଭବନ'ରୁ ଉତ୍ତୀର୍ଣ୍ଣ ହୋଇଥିଲେ । 'ଜର୍ମାନ ସଂସ୍କୃତି' ଉପରେ ସେ ମୁମ୍ବାଇର ଏଲଫିନଷ୍ଟୋନ କଲେଜରୁ ସ୍ନାତକ ସମ୍ପୂର୍ଣ୍ଣ କରିଥିଲେ ।
 
୧୮ ବର୍ଷ ବୟସରେ ସେ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ [[ବେଙ୍ଗାଳୁରୁ]] ଯାଇ ପ୍ରଫେସର ୟୁ.ଏସ. କ୍ରୀଷ୍ଣା ରାଓ ଓ ଚନ୍ଦ୍ରଭାଗା ଦେବୀଙ୍କଠାରୁ ଭାରତନାଟ୍ୟମ ଶିକ୍ଷା କରିଥିଲେ । ସେ ମ୍ୟାଲାପୁରୁ ଗୌରୀ ଆମ୍ମାଲଙ୍କଠାରୁ ଅଭିନୟ ଓ ୧୯୬୫ ମସିହାରେ ଗୁରୁ [[କେଳୁଚରଣ ମହାପାତ୍ର]]<nowiki/>ଙ୍କଠାରୁ [[ଓଡ଼ିଶୀ]] ଶିକ୍ଷାଗ୍ରହଣ କରିଥିଲେ ।
୫୧ କ ଧାଡ଼ି:
 
== ନୃତ୍ୟ ନିର୍ଦ୍ଦେଶନା ==
 
* ''ଇନ୍ଦ୍ରଧନୁଷ''
* ''ମାନବତା''
Line ୭୦ ⟶ ୬୯:
 
== ରଚନାବଳୀ ==
 
* ''The Penguin Book of Indian Dance'' by Sonal Mansingh, Penguin Books Australia. {{ISBN|0-14-013921-4}}.
* ''Classical Dances'' by Sonal Mansingh, Avinash Pasricha, Varsha Das. 2007, Wisdom Publications. {{ISBN|81-8328-067-6}}[[International Standard Book Number|ISBN]]&nbsp;[[Special:BookSources/81-8328-067-6|81-8328-067-6]].
Line ୭୬ ⟶ ୭୪:
 
== ଅଧିକ ପଠନ ==
 
* ''Sonal Mansingh Contribution to Odissi Dance'' by Jiwan Pani. 1992, Centre for Indian Classical Dances. {{ISBN|81-7304-002-8}}[[International Standard Book Number|ISBN]]&nbsp;[[Special:BookSources/81-7304-002-8|81-7304-002-8]].
* ''Bharata Natyam: Indian Classical Dance Art'', by Sunil Kothari. MARG Publications, 1979. ''Page 169-170''.