"ପ୍ରମୁଖ ଅବସାଦ ବେମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଭିଡିଓ ଯୋଗ କରାଗଲା
୧୭ କ ଧାଡ଼ି:
|MeshID = D003865
}}
[[File:ଉଇକିପିଡ଼ିଆ-ଭିଡିଓୱିକି-ପ୍ରମୁଖ ଅବସାଦ ବେମାରୀ.webm|thumb|ପ୍ରମୁଖ ଅବସାଦ ବେମାରୀ ଭିଡିଓ]]
<!--ସଂଜ୍ଞା ଓ ଲକ୍ଷଣ-->
'''ପ୍ରମୁଖ ଅବସାଦ ବେମାରୀ''' (ଇଂରାଜୀ ଭାଷାରେ '''Major depressive disorder'''/ '''MDD''') ବା ସାଧାରଣ ଅବସାଦ ରୋଗ ଏକ ମାନସିକ ବେମାରୀ ଯେଉଁଥିରେ ଅତି କମ୍‌ରେ ଦୁଇ ସପ୍ତାହ ଧରି ଅଧିକାଂଶ ସ୍ଥଳରେ ଜଣେ ଲୋକର ଅବସାଦ ରହେ ।<ref name=NIH2016/> ଏହା ସ‌ହିତ ନିଜର [[ହୀନମନ୍ୟତା]] (low [[:en:self-esteem|self-esteem]]), ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ ([[:en:anhedonia|loss of interest]] ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ ।<ref name=NIH2016/> ଏହା ସ‌ହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ ([[:en:delusions|false beliefs]]) ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ନ ଯାଉଥିବା କଥା ([[:en:hallucinations|see or hear things that others cannot]]) ଦେଖାଯାଏ ।<ref name=NIH2016/> କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ପ୍ରାୟ ସର୍ବଦା ଅବସାଦ ରହେ ।<ref name=DSM5/> ଏହି ରୋଗ ଯୋଗୁ ଲୋକର ପାରିବାରିକ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ ।<ref name=NIH2016/><ref name=DSM5/> ଏହା ଯୋଗୁ ୨-୭% ବୟଃପ୍ରାପ୍ତ ଲୋକ [[ଆତ୍ମହତ୍ୟା]] କରି ମୃତ୍ୟୁ ବରଣ କରନ୍ତି,<ref>{{cite book|last1=Richards|first1=C. Steven|last2=O'Hara|first2=Michael W.|title=The Oxford Handbook of Depression and Comorbidity|date=2014|publisher=Oxford University Press|isbn=9780199797042|page=254|url=https://books.google.ca/books?id=9jpsAwAAQBAJ&pg=PA254|language=en}}</ref> ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୬୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି [[ମିଜାଜ ବେମାରୀ]]/ ([[:en:mood disorder|mood disorder]]) ଥାଏ । <ref>{{cite book|last1=Lynch|first1=Virginia A.|last2=Duval|first2=Janet Barber|title=Forensic Nursing Science|date=2010|publisher=Elsevier Health Sciences|isbn=0323066380|page=453|url=https://books.google.ca/books?id=nD6VAFvKGC0C&pg=PA453|language=en}}</ref>