"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
୩୮ କ ଧାଡ଼ି:
}}
 
'''ବୀଣାପାଣି ମହାନ୍ତି''' (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ [[ପଦ୍ମଶ୍ରୀ|ପଦ୍ମଶ୍ରୀ]] ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] ଲାଭ କରିଥିଲେ <ref name="padmashree">{{cite web |title=MINISTRY OF HOME AFFAIRS: PRESS NOTE |url=https://padmaawards.gov.in/PDFS/2020AwardeesList.pdf |website=https://padmaawards.gov.in |accessdate=26 January 2020}}</ref> ଓ ପୂର୍ବରୁ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ]] ଓ [[ଶାରଳା ପୁରସ୍କାର]]ରେ ମଧ୍ୟ ସମ୍ମାନୀତ ହୋଇଥିଲେ ।
 
== ପ୍ରାରମ୍ଭିକ ଜୀବନ ==
୮୪ କ ଧାଡ଼ି:
 
== ସମ୍ମାନ ଓ ପୁରସ୍କାର ==
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] - ୨୦୨୦<ref>{{cite news |title=ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର |url=http://web.archive.org/save/http://dharitriepaper.in/edition/4897/bhubaneswar/page/3 |accessdate=3 March 2020 |issue=ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ |publisher=ଧରିତ୍ରୀ}}</ref>
* [[ପଦ୍ମଶ୍ରୀ|ପଦ୍ମଶ୍ରୀ]] (୨୦୨୦) <ref name="padmashree"/>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>