"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
୨୮ କ ଧାଡ଼ି:
== ସାହିତ୍ୟିକ ଅବଦାନ ==
ସେ ଓଡିଶାର ଇତିହାସ ଉପରେ ଉଲ୍ଲେଖନୀୟ ଅନୁସନ୍ଧାନ କରିଛନ୍ତି । ତ୍ରୟୋଦଶ ଶତାବ୍ଦୀର ସଂସ୍କୃତ କବି ତଥା ଗୀତ ଗୋବିନ୍ଦର ଲେଖକ ଜୟଦେବଙ୍କ ପ୍ରାରମ୍ବିକ ଜୀବନ ଉପରେ ସେ ଅନେକ ଗୁରୁତ୍ତ୍ଵପୂର୍ଣ୍ଣ ସଂଗ୍ରହ କରିପାରିଛନ୍ତି । ସେ ସରୋଜିନୀ ନାଇଡୁଙ୍କ ଏକ କବିତା ‘The Palanquin Bearers’, "ପାଲିଙ୍କି ବାହାକ" ନାମରେ ଓଡିଆ ଭାଷାରେ ଅନୁବାଦ କରିଥିଲେ ଏବଂ ତାଙ୍କ ଦ୍ଵାରା ଲିଖିତ ଅନେକ ବହି ବିଶ୍ୱବିଦ୍ୟାଳୟ ଅଧ୍ୟୟନ ପାଇଁ ସ୍ଵୀକୃତ ମଧ୍ୟ ହୋଇଛି ।
===ପ୍ରକାଶିତ ପୁସ୍ତକ===
{{Multicol}}
* ମୋ ଜୀବନ ସଂଗ୍ରାମ (ଆତ୍ମକଥା)
୫୩ କ ଧାଡ଼ି:
* The Konduli Copper Plate Grant of Narasimha Deva of Saka 1305
* Sumandal Plates of Dharmaraj.
{{Multicol end}}
 
==ପୁରସ୍କାର ଓ ସମ୍ମାନ==
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ (ଆତ୍ମ ଜୀବନୀ 'ମୋ ଜୀବନ ସଂଗ୍ରାମ' ନିମନ୍ତେ)<ref>{{cite web|title=RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE|url=http://orissa.gov.in/e-magazine/orissaannualreference/ORA-2011/pdf/90-91.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୯୦|quote= Dr. Satyanarayan Rajguru 1996 Auto Biography Mo Jeeban Sangram}}</ref>