"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ତଥ୍ୟ ଯୋଡିବା
୨୬ କ ଧାଡ଼ି:
୧୯୪୭ ମସିହାରେ ସେ ଚାକିରି କ୍ଷେତ୍ରରେ ପ୍ରବେଶକରି ‘କଳିଙ୍ଗ ଐତିହାସିକ ଗବେଷଣା ସମିତି’ରେ ଯୋଗ ଦେଇଥିଲେ । ୧୯୫୦ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ‘[[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]’ର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଏପିଗ୍ରାଫିଷ୍ଟ ଦାୟିତ୍ୱ ସମ୍ଭାଳିଥିଲେ <ref name="Orissareview">{{cite journal |last1=Rajguru |first1=Sitakanta |title=Memories of My Father |journal=Orissa Review |volume=2010 |issue=April 2010 |page=58|url=http://magazines.odisha.gov.in/Orissareview/2010/April/engpdf/58-64.pdf |accessdate=29 February 2020}}</ref>। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।<ref>{{cite web|title=EMINENT PERSONS|url=http://gajapati.nic.in/sonsofsoil/eminent%5Cemiperson.htm|accessdate=30 April 2014}}</ref>
ଉତ୍କଳ ସାହିତ୍ୟ, ସହକାର, ନବଭାରତ ପ୍ରଭୃତି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଛି । 'ଉତ୍କଳ ହିତୈଷିଣୀ' ନାମକ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ସେ କାର୍ଯ୍ୟ କରିଥିଲେ ।
== ସାହିତ୍ୟିକ ଅବଦାନ ==
 
ସେ ଓଡିଶାର ଇତିହାସ ଉପରେ ଉଲ୍ଲେଖନୀୟ ଅନୁସନ୍ଧାନ କରିଛନ୍ତି । ତ୍ରୟୋଦଶ ଶତାବ୍ଦୀର ସଂସ୍କୃତ କବି ତଥା ଗୀତ ଗୋବିନ୍ଦର ଲେଖକ ଜୟଦେବଙ୍କ ପ୍ରାରମ୍ବିକ ଜୀବନ ଉପରେ ସେ ଅନେକ ଗୁରୁତ୍ତ୍ଵପୂର୍ଣ୍ଣ ସଂଗ୍ରହ କରିପାରିଛନ୍ତି । ସେ ସରୋଜିନୀ ନାଇଡୁଙ୍କ ଏକ କବିତା ‘The Palanquin Bearers’, "ପାଲିଙ୍କି ବାହାକ" ନାମରେ ଓଡିଆ ଭାଷାରେ ଅନୁବାଦ କରିଥିଲେ ଏବଂ ତାଙ୍କ ଦ୍ଵାରା ଲିଖିତ ଅନେକ ବହି ବିଶ୍ୱବିଦ୍ୟାଳୟ ଅଧ୍ୟୟନ ପାଇଁ ସ୍ଵୀକୃତ ମଧ୍ୟ ହୋଇଛି ।
 
==ପ୍ରକାଶିତ ପୁସ୍ତକ==
{{Multicol}}
* ମୋ ଜୀବନ ସଂଗ୍ରାମ (ଆତ୍ମକଥା)
* କଳିଙ୍ଗର ଆତ୍ମକଥା
* ଓଡ଼ିଆ ଲିପିର କ୍ରମବିକାଶ