"ସାମାଜିକ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଆଧାର: https://or.wikipedia.org/w/index.php?title=%E0%AC%B8%E0%AC%BE%E0%AC%AE%E0%AC%BE%E0%AC%9C%E0%AC%BF%E0%AC%95_%E0%AC%86%E0%AC%A8%E0%AD%8D%E0%AC%A6%E0%AD%8B%E0%AC%B3%E0%AC%A8&action=edit&section=1
ଟିକେ 117.237.227.26 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 117.237.250.165ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୧ କ ଧାଡ଼ି:
ସାମୂହିକ ଭାବେ କିଛି ବ୍ୟକ୍ତିବିଶେଷ ଅଥବା ଅନୁଷ୍ଠାନ ଏକ ମହତ କାର୍ଯ୍ୟ ସମ୍ପାଦନ ଏବଂ ଏହାର ବୃହତ୍ତର ଲକ୍ଷ୍ୟ ପୂରଣ କରିବାକୁ ଏକ ପ୍ରକାର ଉଦ୍ୟମ ବଜାୟ ରଖିବାକୁ '''ସାମାଜିକ ଆନ୍ଦୋଳନ''' (Social Movement) କୁହାଯାଏ ।<ref>ରଘୁନାଥ ଦାସ(24/02/2020),ଉତ୍କଳ ବିଶ୍ଵବିଦ୍ୟାଳୟ ଗବେଷଣା ଛାତ୍ର,କଞ୍ଚନବିଲି,ନୟାଗଡ଼,raghunathdas234@gmail.com</ref> ଆନ୍ଦୋଳନକୁ ସଂମ୍ପୂର୍ଣ କରିବାର ପ୍ରୟାସ ଏହାର ସଦସ୍ୟମାନଙ୍କଠାରେ ଏକ ପ୍ରକାର ନିଶା ଦେଖାଯାଇଥାଏ । ଦାବିଗୁଡିକ ସମୟୋପଯୋଗୀ ହୋଇଥିଲେ ସାମାଜିକ ଆନ୍ଦୋଳନର ଫଳାଫଳ ପ୍ରାୟତଃ ବାଞ୍ଛନୀୟ ହୋଇଥାଏ ।<ref>John Scott,Oxford Dictionary of Sociology,USA </ref> ବର୍ତ୍ତମାନ (୨୦୧୬) ସମୟରେ ଦେଖାଯାଉଥିବା ସାମାଜିକ ଆନ୍ଦୋଳନଗୁଡିକ ହେଲା ଶ୍ରମିକ ସଙ୍ଗଠନ ଆନ୍ଦୋଳନ <ref>The Samaj Daily Edition 3rd September 2016 Bhubaneswar Ed </ref>, ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନ, [[ନୟାଗଡ଼]] ଚାଷୀ ଆନ୍ଦୋଳନ, ମହାନଦୀ ଜଳ ବଞ୍ଚାଅ ଆନ୍ଦୋଳନ, ଭବିଷ୍ୟତ ପାଇଁ ଖଣି ଓ ପାଣି ଆନ୍ଦୋଳନ ଓ ନାରୀ ନିର୍ଯ୍ୟାତନା ଆନ୍ଦୋଳନ । ସାମାଜିକ ଆନ୍ଦୋଳନ ଗୁଡିକ ସର୍ବଦା ଯୁଗୋପଯୋଗୀ ହେବା ଦରକାର । ଅହିଂସାଭାବ ଆଧାରିତ ଓ ଶାନ୍ତିପୂର୍ଣ ଆନ୍ଦୋଳନ ଗୁଡିକ ସମାଜ, ବୁଦ୍ଧିଜୀବୀ ତଥା ତୃତୀୟ ମହଲାରେ ବିଶେଷ ପ୍ରଭାବ ପକାଇଥାଏ ।‌
 
== ଆଧାର ==