"ରାଷ୍ଟ୍ରଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
'''ଜାତୀୟ ଭାଷା''' (ବା [[ଭାଷାର ରୂପ]]<!--[[variety (linguistics)|Language variant]]--> ଯଥା [[ଉପଭାଷା]]/ବୋଲି) [[ଡି ଫାକ୍ଟୋ]] ବା [[ଡି ଜୁର]] ଭାବେ ଦଖଲ ବା ଅଧିକାର କରିଥିବା ଅଞ୍ଚଳ ସହ ସମ୍ବନ୍ଧିତ ଏକ ଭାଷା । ଏହି ଶବ୍ଦଟିର ବ୍ୟବହାରରେ ଖୁବ କମ ସାମଞ୍ଜସ୍ଯତା ରହିଛି । କୌଣସି ଦେଶରେ ପ୍ରଥମ ଭାଷା ଭାବେ କଥିତ ଏକ ବା ଏକାଧିକ ଭାଷାକୁ ଅଣ ଆନୁଷ୍ଠାନିକ ଭାବେ ଉଲ୍ଲେଖ କରାଯାଇପାରେ ବା ଆଇନତଃ ଦେଶର ଜାତୀୟ ଭାଷା ଭାବେ ମନୋନୀତ କରାଯାଇପାରେ । ବିଶ୍ୱର ୧୫୦ରୁ ଅଧିକ ସଂବିଧାନରେ ଜାତୀୟ ଭାଷା ବିଷୟରେ ଉଲ୍ଲେଖ ହୋଇଛି ।<ref>[http://www.axl.cefan.ulaval.ca/index.html Jacques Leclerc]</ref>{{Dead link|date=March 2019}}
 
ସି.ଏମ.ବି. ବ୍ରାନ ଭାରତର ବିଶେଷ ଉଲ୍ଲେଖେଉଲ୍ଲେଖ କରି ଶାସନରେ ଏକ ଜାତୀୟ ଭାଷା ପାଇଁ "ଚାରୋଟି ସ୍ବତନ୍ତ୍ର ଅର୍ଥ" ବାବଦରେ ପରାମର୍ଶ ଦେଇଥିଲେ<ref>Brann, C.M.B. 1994. "The National Language Question: Concepts and Terminology." ''Logos'' [University of Namibia, Windhoek] Vol 14: 125–134</ref>:
* ଏକ ସମ୍ପ୍ରଦାୟର ଲୋକଙ୍କ "ଅଞ୍ଚଳଭିତ୍ତିକ ଭାଷା" (କ୍ଟୋନୋଲେକ୍ଟ<ref>Wolff, [୩]H. Ekkehard "African Languages: An Introduction Ch./Art: Language and Society p. 321 pub. Cambridge University Press 2000</ref>)
* "ଆଞ୍ଚଳିକ ଭାଷା" (କୋରାଲେକ୍ଟ)
* ସମଗ୍ର ଦେଶରେ ବ୍ୟବହୃତ "ସାଧାରଣ ଭାଷା" ବା "ସମ୍ପ୍ରଦାୟ ଭାଷା" (ଡେମୋଲେକ୍ଟ)
* ସରକାରଦ୍ୱାରା ବ୍ୟବହୃତ ଓ ସମ୍ଭବତଃ ପ୍ରତୀକାତ୍ମକ ମୂଲ୍ୟ ଥିବା "କେନ୍ଦ୍ରୀୟ ଭାଷା" (ପଲିଟୋଲେକ୍ଟ)
 
ଶେଷଟିକୁ ସାଧାରଣତଃ [[ସରକାରୀ ଭାଷା]]ର ମାନ୍ୟତା ଦିଆଯାଏ । କେଉଁଠି କେଉଁଠି (ଯଥା [[#ଫିଲିପାଇନ୍ସ]]ରେ) ଅନେକ ଭାଷାକୁ ''ସରକାରୀ'' ଭାବେ ଓ ଏକ ଜାତୀୟ ଭାଷା ଅଲଗା ଭାବେ ବଛାଯାଇଥାଏ ।
 
[[ମାନକ ଜର୍ମାନ]], [[ମାନକ ଫରାସୀ]] ଏବଂ [[ମାନକ ସ୍ପ୍ୟାନିଶ]] ଭଳି [[ମାନକ ଭାଷା]]ଗୁଡ଼ିକ ଜାତୀୟ (ସାଧାରଣ ଭାଷା), ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ଭାଷା ଭାବେ ବ୍ୟାବହାର କରାଯାଇପାରନ୍ତି ।
 
== ଆଧାର ==