"ଛାୟାପଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗ: 2017 source edit
ଟିକେ Regular Character Changes
୯ କ ଧାଡ଼ି:
ପ୍ରାରମ୍ଭରେ ଖାଗୋଳିୟ ଶାସ୍ତ୍ରୀମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିସ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖାଗୋଳିୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିସ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥକୁ ଜନ୍ମ ଦେଇପାରେ ।
 
ଗୁରୁତ୍ୱାକର୍ଷଣ ଶକ୍ତି ଦ୍ୱାରାଶକ୍ତିଦ୍ୱାରା ମୁଖ୍ୟତଃ ଛାୟାପଥଗୁଡ଼ିକ ବିଭିନ୍ନ ଗ୍ରୁପ, କ୍ଲଷ୍ଟର ଏବଂ ସୁପର କ୍ଲଷ୍ଟରରେ ବିଭାଜିତ ହୋଇଥାଏ । ଆମର ଆକାଶଗଙ୍ଗା ଏବଂ ନିକଟରେ ଥିବା ଆଣ୍ଡ୍ରୋମେଡା ଛାୟାପଥକୁ ନେଇ ଏକ [[ସ୍ଥାନୀୟ ଗ୍ରୁପ]] ଗଠିତ । ଏହି ସ୍ଥାନୀୟ ଗ୍ରୁପ ଏବଂ ଆମର ଛାୟାପଥ, [[ଲାନିଆକିଆ ସୁପରକ୍ଲଷ୍ଟର]]<nowiki/>ର ଅନ୍ତର୍ଭୁକ୍ତ । ଲାନିଆକିଆ ସୁପରକ୍ଲଷ୍ଟରରେ ଆମର ଆକାଶଗଙ୍ଗା ଛଡ଼ା ପାଖାପାଖି ୧୦୦,୦୦୦ ଆହୁରି ଛାୟାପଥ ରହିଛି ।<ref>https://www.sciencedaily.com/releases/2014/09/140903133319.htm</ref>
 
== ଛାୟାପଥର ପ୍ରକାର==
"https://or.wikipedia.org/wiki/ଛାୟାପଥ"ରୁ ଅଣାଯାଇଅଛି