Topic on ଉଇକିପିଡ଼ିଆ:ଆଲୋଚନା ସଭା

"ଅପଲୋଡର" ଆକ୍ସେସ ପାଇଁ ଆବେଦନ

1
Soumendrakଙ୍କ ଲିଖିତ ସାରାଂଶ

ସମୟ ଅଭାବରୁ ଆବେଦନ ପ୍ରତ୍ୟାହାର କଲି

Soumendrak (ଆଲୋଚନାଅବଦାନ)

ଆମ ଓଡ଼ିଆ ଉଇକିପିଡ଼ିଆରେ ଅନେକ ଗୁଡ଼ିଏ ଚଳଚ୍ଚିତ୍ର ସମ୍ପର୍କିତ ପୃଷ୍ଠା ରହିଛି କିନ୍ତୁ ଦୁଃଖର କଥା ପ୍ରାୟ କୌଣସି ପୃଷ୍ଠାରେ ଚଳଚ୍ଚିତ୍ର ପୋଷ୍ଟର ଛବିଟିଏ ନାହିଁ, ଏସବୁ ଛବି କପିରାଇଟ ଯୁକ୍ତ ରହେ ଏବଂ କମ ରିଜୋଲ୍ୟୁସନ କରି ଅପଲୋଡ଼ କରିବାକୁ ପଡ଼େ, ଯାହାକି କମନ୍ସରେ ମିଳେନାହିଁ ।

ଏଥିପାଇଁ ଏକ ସ୍ୱତନ୍ତ୍ର ଆକ୍ସେସ "ଅପଲୋଡର" ଆବଶ୍ୟକ । ଅପଲୋଡର ଆକ୍ସେସନେଇ ଉଇକିପିଡ଼ିଆର ଏହି ସବୁ ପୃଷ୍ଠାଗୁଡ଼ିକର ଉନ୍ନତି ପାଇଁ ମୁଁ ଏଠାରେ ଆବେଦନ କରିବାକୁ ଚାହୁଁଛି । ଧନ୍ୟବାଦ ।