"ତୃପ୍ତି ସିହ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଆଧାର ଯୋଡ଼ାଗଲା
୧୮ କ ଧାଡ଼ି:
}}
 
'''‌ତୃପ୍ତି ସିହ୍ନା''' ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଅଭିନେତ୍ରୀ, ଯିଏକି ଓଡ଼ିଆ ମଞ୍ଚ ନାଟକ, କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ତୃପ୍ତି ସିହ୍ନା ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ [[ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ|ଅନ୍ନପୂର୍ଣ୍ଣା ଥିଏଟର]]<nowiki/>ର ବିଭିନ୍ନ ନାଟକରେ ଅଭିନୟ କରୁଥିଲେ । ୧୯୯୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟିକା ଭାବରେ ସେ ବେଶ୍ ଜଣାଶୁଣା । ତୃପ୍ତି ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀରେ ମଧ୍ୟ ଜଣେ ମେଣ୍ଟରେ ଭାବରେ କାର୍ଯ୍ୟ କରୁଛନ୍ତି ।<ref>{{cite news |title=ଗୃହଲକ୍ଷ୍ମୀ-୨୦୧୭ ଆରମ୍ଭ {{!}} Sambad |url=http://sambad.in/metro/gruha-laxmi-2017-27509/ |accessdate=5 February 2020 |work=ସମ୍ବାଦ |publisher=sambad.in |date=14 November 2017}}</ref> ତୃପ୍ତି ସିହ୍ନା ଓଡ଼ିଆ ଅଭିନେତା ସୁରେଶ ବଳଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତି ଅନେକ ମଞ୍ଚରେ ସାଙ୍ଗରେ ଅଭିନୟ କରିଛନ୍ତି ।<ref>{{cite news |title=Silver screen stars take centre stage - Soiree features Odia artistes of all ages |url=https://www.telegraphindia.com/states/odisha/silver-screen-stars-take-centre-stage-soiree-features-odia-artistes-of-all-ages/cid/215708 |accessdate=5 February 2020 |work=www.telegraphindia.com |date=4 February 2014 |language=en}}</ref>
 
==ଅଭିନୀତ କଥାଚିତ୍ର==
୯୯ କ ଧାଡ଼ି:
|-
| ଆହୁତି || ଇ ଟିଭି ଓଡ଼ିଆ ||
|-
| ଜ୍ୱାଇଁ ନଂ ୱାନ୍ || ଜୀ ସାର୍ଥକ<ref>{{cite news |title=ଆଜିଠାରୁ ଜୀ ସାର୍ଥକର 'ଜ୍ୱାଇଁ ନଂ ୱାନ୍‍' {{!}} Samaja Live |url=https://www.samajalive.in/ent-news/37487.html |accessdate=5 February 2020 |work=ସମାଜ |publisher=Samaja Live |date=24 September 2018}}</ref> ||
|}