"ମହାଳୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ୨୦୨୦ ତାରିଖ
ଟ୍ୟାଗ: 2017 source edit
୧ କ ଧାଡ଼ି:
{{Infobox Holiday
|type = hindu
|longtype = ଧାର୍ମିକ
|image =
|caption = ମହାଳୟା ଅମାବାସ୍ୟା
|official_name =
|nickname = ମହାଳୟା
|observedby = ସନ୍ତାନମାନଙ୍କ ଦ୍ୱାରା
|begins =
|ends =
|duration = ୧ ଦିନ
|date = [[ଆଶ୍ଵିନ]] [[ପକ୍ଷ|ପ୍ରଥମ]] [[ଅମାବାସ୍ୟା]]
|date2020 = ୧୭ ସେପ୍ଟେମ୍ବର (ଗୁରୁବାର)
|celebrations = ପିତୃପୁରୁଷଙ୍କୁ ପିଣ୍ଡଦାନ
|observances =
|relatedto =
|frequency= ବାର୍ଷିକ
}}
 
'''ମହାଳୟା''' (ଇଂରାଜୀ: Mahalaya, '''ମହାଳୟା ଅମାବାସ୍ୟା''' ନାମରେ ମଧ୍ୟ ଜଣା) [[ଭାରତ]]ର ଏକ [[ଧର୍ମ]]ଭିତ୍ତିକ ପର୍ବ । ଏହା [[ହିନ୍ଦୁ]]ମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ <nowiki>'''ମହାଳୟା ଶ୍ରାଦ୍ଧ''', '''ସାମ୍ବତ୍ସରିକ ଶ୍ରାଦ୍ଧ''' ବା '''ପାର୍ବଣ ଶ୍ରାଦ୍ଧ''' ବା '''ମଉଳା ଶ୍ରାଦ୍ଧ'''</nowiki> କୁହାଯାଏ ।
"https://or.wikipedia.org/wiki/ମହାଳୟା"ରୁ ଅଣାଯାଇଅଛି