"ସୁନନ୍ଦା ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପରଲୋକ
ଟିକେNo edit summary
୬ କ ଧାଡ଼ି:
|alt =
|birth_name = ସୁନନ୍ଦା ପଟ୍ଟନାୟକ
|birth_date = {{Birth date and age|df=y|1934|11|7|df=y}}
|birth_place = [[ଓଡ଼ିଶା]]
|death_date = {{Death date and age|df=y|2020|01|19|1934|11|7}}
|death_place = କଲିକତା
|death_cause =
|resting_place =
୨୯ କ ଧାଡ଼ି:
|box_width =
}}
'''ସୁନନ୍ଦା ପଟ୍ଟନାୟକ''' (୭ ନଭେମ୍ବର ୧୯୩୪ - ୧୯ ଜାନୁଆରୀ ୨୦୨୦) ଓଡ଼ିଶାରେ ଜନ୍ମିତ ଗୋଆଲିୟର ଘରାନାର ଜଣେ କଣ୍ଠଶିଳ୍ପୀ ଥିଲେ ।<ref name="Kinnear1985">{{cite book|author=Michael S. Kinnear|title=A Discography of Hindustani and Karnatic Music|url=http://books.google.com/books?id=m9ZHAAAAMAAJ|date=1 January 1985|publisher=Greenwood Press|isbn=978-0-313-24479-7}}</ref> [[ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ]]ରେ ଏହିନିପୁଣା ପ୍ରଖ୍ୟାତ ଗାୟିକାସୁନନ୍ଦା<ref name="Singh2001">{{cite book|author=Nagendra Kr Singh|title=Encyclopaedia of women biography: India, Pakistan, Bangladesh|url=http://books.google.com/books?id=wZMrAQAAIAAJ|year=2001|publisher=A.P.H. Pub. Corp.|isbn=978-81-7648-264-6}}</ref> <ref>[http://www.nme.com/nme-video/youtube/id/L68Q6dV6mg4/search/patnaik NME: Grand Dames of Hindustani Music - Sunanda Patnaik]</ref> ‘‘ଗୁରୁମା’’ ହିସାବରେ ସୁପରିଚିତ ଥିଲେ । <ref>[http://www.telegraphindia.com/1110530/jsp/orissa/story_14044672.jsp Indian music fest concludes - After a hiatus, 76-year-old Sunanda Patnaik enthrals audience with her performance.] ''The Telegraph (Kolkata)'', May 30 , 2011.</ref>
== ବାଲ୍ୟଜୀବନ ଓ ସଙ୍ଗୀତ ଶିକ୍ଷା ==
ସୁନନ୍ଦା ୧୯୩୪ମସିହା୧୯୩୪ ମସିହା ଦିପାବଳୀ ଦିନ ଜନ୍ମଗ୍ରହଣ କରିଥିଲେ । ସବୁଜକବି [[ବୈକୁଣ୍ଠନାଥ ପଟ୍ଟନାୟକ]]ଙ୍କର ୧୦ଟି ସନ୍ତାନ ମଧ୍ୟରୁ, ସେ ଥିଲେ ସବୁଠାରୁ ବେଶି ଜିଦିଆ ଝିଅ । ସେତେବେଳର ଓଡ଼ିଆ ଘରର ଝିଅମାନଙ୍କଠୁ ଭିନ୍ନ ସ୍ୱଭାବର ସୁନନ୍ଦା ଖେଳ, ପହଁରା, ମାଛଧରିବା ଇତ୍ୟାଦିରେ ପାରଙ୍ଗମ ଥିଲେ । ପିଲାଦିନେ ତାଙ୍କ ଗୀତ ଗାଇବା ପ୍ରବୃତ୍ତିକୁ ପସନ୍ଦ କରାଯାଉନଥିଲା । ତାଙ୍କୁ ଥରେ ପଚରାଗଲା, "ତୁ ଗୀତ ଗାଇବୁ ? ବାଇଜି ହେବୁ ନା କଣ !" ସୁନନ୍ଦା ଉତ୍ତର ଦେଇଥିଲେ, "ଗୀତ ଗାଇବାପାଇଁ ଯଦି ବାଇର ଘରେ ବାସନ ମାଜିବାକୁ ପଡେ, ସେଥିପାଇଁ ମଧ୍ୟ ମୁଁ ପ୍ରସ୍ତୁତ ।" ପିଲାଦିନୁ ସେ କେବଳ ଗୀତ ଶୁଣି ଶୁଣି ଗାଉଥିଲେ । ଶିଖିବାର ସୁଯୋଗ ନଥିଲା । ୧୯୪୮ ମସିହାରେ, ଯେତେବେଳେ [[ଆକାଶବାଣୀ କଟକ]] କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା, ସେତେବେଳେ ମାତ୍ର ୧୪ ବର୍ଷ ବୟସରେ ସେ ଅଡ଼ିସନ ଦେଇ କୃତକାର୍ଯ୍ୟ ହୋଇଥିଲେ । ଆକାଶବାଣୀରେ ସଙ୍ଗୀତ ପରିବେଷଣ କରିବା ପାଇଁ ପିତା ବୈକୁଣ୍ଠନାଥ ତାଙ୍କୁ [[ତୁଳସୀ ଦାସ]], [[ସୁରଦାସ]] ଓ [[ମୀରା ବାଈ]] ଆଦିଙ୍କର ପୁସ୍ତକ କିଣି ଆଣି ଦେଇଥିଲେ । ସେ ସବୁକୁ ସୁନନ୍ଦା ନିଜେ ସୁରଦେଇ ଆକାଶବାଣୀରେ ପରିବେଷଣ କରୁଥିଲେ । ପାରିଶ୍ରମିକ ମିଳୁଥିଲା ୧୭ଟଙ୍କା । ନିଜ ପିତାଙ୍କର ରଚନା ‘ଜୀବନ ପାତ୍ର ମୋ ଭରିଛ କେତେ ମତେ’କୁ ସେ ନିଜେ ସୁରଦେଇ ଗାଇଛନ୍ତି । ଗୀତଟି ଓଡ଼ିଶା ତଥା ବାହାରେ ଖୁବ ଲୋକପ୍ରିୟ । ସେତେବେଳର ରାଜ୍ୟପାଳ [[ଅସଫ୍ ଅଲ୍ଲୀ]] ଆକାଶବାଣୀରେ ସୁନନ୍ଦାଙ୍କ ସଙ୍ଗୀତ ଶୁଣି ତାଙ୍କୁ ରାଜ ଭବନରେ ସଙ୍ଗୀତ ପରିବେଷଣ କରିବାକୁ ନିମନ୍ତ୍ରଣ କରିଥିଲେ ଓ କ୍ରମେ ସୁନନ୍ଦା, ରାଜ ଭବନରେ ନିୟମିତ ଭାବରେ ସଙ୍ଗୀତ ପରିବେଷଣ କରିବାକୁ ଲାଗିଲେ । ଏକଦା ରାଷ୍ଟ୍ରପତି [[ରାଜେନ୍ଦ୍ର ପ୍ରସାଦ]] [[ପୁରୀ]] ଆସିଥିଲେ । ତାଙ୍କ ମନରଞ୍ଜନ ପାଇଁ, ରାଜ୍ୟପାଳ ଅସଫ୍ ଅଲ୍ଲୀ, ସୁନନ୍ଦାଙ୍କୁ ଡକେଇ ପଠେଇଲେ । ସେତେବେଳକୁ ସୁନନ୍ଦା ଦଶମ ଶ୍ରେଣୀର ଛାତ୍ରୀ । ସୁନନ୍ଦାଙ୍କ ସଙ୍ଗୀତ ପରିବେଷଣରେ ମୁଗ୍ଧ ହୋଇଥିଲେ ରାଜେନ୍ଦ୍ର ପ୍ରସାଦ । ସେ ସୁନନ୍ଦାଙ୍କୁ ପଚାରିଲେ, "କାହାଠୁ ଗୀତ ଶିଖୁଛ !" ସୁନନ୍ଦା କହିଲେ "ଶିଖୁନାହିଁ, କିନ୍ତୁ ଶିଖିବାକୁ ଚାହେଁ ।" ରାଜେନ୍ଦ୍ର ପ୍ରସାଦ ପଚାରିଲେ, "କେଉଁ ନିର୍ଦ୍ଧିଷ୍ଟ ଗୁରୁଙ୍କଠାରୁ ଶିଖିବାକୁ ଚାହୁଁଛ !" ଆଗରୁ ସୁନନ୍ଦା ଗୁରୁ ପଣ୍ଡୀତ ବିନାୟକ ରାଓ ପଟ୍ଟବର୍ଧନଙ୍କ ଗୀତ ଶୁଣି ମୁଗ୍ଧ ହୋଇଥିଲେ । ତାଙ୍କରି ନାମ ନେଲେ । ପଣ୍ଡୀତ ବିନାୟକ ରାଓ ପଟ୍ଟବର୍ଧନ ଥିଲେ ରାଜେନ୍ଦ୍ର ପ୍ରସାଦଙ୍କ ବନ୍ଧୁ । ତାଙ୍କରି ଅଧୀନରେ ସୁନନ୍ଦାଙ୍କର ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରାଇଦେଇଥିଲେ ରାଜେନ୍ଦ୍ର ପ୍ରସାଦ । ମାଟ୍ରିକ ପାସ କରିବା ପରେ, ରାଷ୍ଟ୍ରପତିଙ୍କଠାରୁ ମାସକୁ ୫୦ଟଙ୍କା ଓ ରାଜ୍ୟପାଳଙ୍କଠାରୁ ୨୫ଟଙ୍କା ବୃତ୍ତିରେ ଆରମ୍ଭ ହେଲା ସୁନନ୍ଦାଙ୍କର [[ପୁଣେ|ପୁଣେରେ]] ସଙ୍ଗୀତ ଶିକ୍ଷା । ଗୋଟିଏ ଅନାଥଳୟରେ ରହି, ସେ ସଙ୍ଗୀତଶିକ୍ଷା କରୁଥିଲେ । ୧୯୫୬ ମସିହାରେ ପୁଣେ ସ୍କୁଲ ତରଫରୁ ତାଙ୍କୁ 'ମାଷ୍ଟର୍ସ ଅଫ୍ ମ୍ୟୁଜିକ' ଉପାଧୀ ପ୍ରଦାନ କରାଯାଇଥିଲା । ଏହି ପାଞ୍ଚବର୍ଷର ପାଠ୍ୟକ୍ରମକୁ, ସୁନନ୍ଦା ମାତ୍ର ଚାରିବର୍ଷରେ ସମାପ୍ତ କରିଥିଲେ ।
 
== ବୃତ୍ତିଗତ ସଙ୍ଗୀତଜ୍ଞ ଜୀବନ ==