"ଅନୁସୂୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୦ କ ଧାଡ଼ି:
 
ବନବାସ ସମୟରେ ସୀତା ଓ ରାମ ତାଙ୍କୁ ଦେଖିବାକୁ ଯାଇଥିଲେ । ସେତେବେଳେ ଅନୁସୂୟା ତାଙ୍କର ବ‌ହୁତ ଯତ୍ନ ନେଇଥିଲେ । ସୀତାଙ୍କର ସୌନ୍ଦର୍ଯ୍ୟ ଚିରନ୍ତନ ରହିବା ପାଇଁ ସେ ଏକ ମଲମ ଦେଇଥିଲେ । <ref>{{cite book|title=India through the ages|url=https://archive.org/details/indiathroughages00mada|last=Gopal|first=Madan|year= 1990| page= [https://archive.org/details/indiathroughages00mada/page/66 66]|editor=K.S. Gautam|publisher=Publication Division, Ministry of Information and Broadcasting, Government of India}}</ref> ଶିବ, ବିଷ୍ଣୁ ଓ ବ୍ରହ୍ମା ତ୍ରିମୁର୍ତ୍ତିଙ୍କର ଦତ୍ତାତ୍ରେୟ ([[:en:Dattatreya|Dattatreya]]) ଅବତାରର ସେ ମାତା ଥିଲେ; ଶିବଙ୍କ ଦୁର୍ବାସା ଅବତାର ଓ ବ୍ରହ୍ମାଙ୍କର ଚନ୍ଦ୍ରାତ୍ରି ([[:en:Chandraatri|Chandraatri]]) ଅବତାରମାନଙ୍କର ସେ ମାତା ଥିଲେ । ଚନ୍ଦ୍ର ଦେବଙ୍କର ([[:en:Moon|Moon]]) ମଧ୍ୟ ସେ ମାତା ଥିଲେ । ଋଷି କର୍ଦ୍ଦମ ଓ ପତ୍ନୀ ଦେବ‌ହୁତିଙ୍କର ସେ କନ୍ୟା ଥିଲେ । କପିଳ ([[:en:Kapila|Kapila]]) ମୁନି ତାଙ୍କର ଭ୍ରାତା ତ‌ଥା ଶିକ୍ଷକ ଥିଲେ । ସତୀ ଅନୁସୂୟା ନାମରେ ତାଙ୍କର ଗୁଣ‌ଗାନ କରାଯାଏ ।
 
==ଶବ୍ଦ ବିନ୍ୟାସ==
 
ଅନୁସୂୟା ଶବ୍ଦର ଦୁଇଟି ଭାଗ ଅଛି; ଅନ ବା ଅନୁ ଓ ଅସୂୟା । ଅସୂୟା ଅର୍ଥ ପରଶ୍ରୀକାତରତା ବା ଈର୍ଷା । ଏହି ଈର୍ଷା ଯାହାର ନାହିଁ ସେ ଅଣ ବା ଅନ ବା ଅନୁ; ଏହା ଏକ ବିଯୁକ୍ତାତ୍ମକ ଶବ୍ଦ । ଅନୁସୂୟା ଅର୍ଥ ଅସୂୟା ରହିତ ବା ଯାହାର କୌଣସି ଅସୂୟା ନାହିଁ ।
 
 
== ଆଧାର ==
"https://or.wikipedia.org/wiki/ଅନୁସୂୟା"ରୁ ଅଣାଯାଇଅଛି