"ଅନୁସୂୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୭ କ ଧାଡ଼ି:
}}
 
'''ଅନୁସୂୟା''' (ଇଂରାଜୀ ଭାଷାରେ '''''Anasuya''''', ([[:en:IAST|IAST]]: Anasūyā, {{lang|sa|अनसूया}} "ପରଶ୍ରୀକାତର ଓ ହିଂସା ମୁକ୍ତ"), ଅନ୍ୟ ନାମ '''ଅନସୂୟା''') ହିନ୍ଦୁ କିମ୍ବଦନ୍ତୀ ଅନୁସାରେ ଋଷି ଅତ୍ରିଙ୍କର ପତ୍ନୀ ଥିଲେ । [[ରାମାୟଣ]]ର ଲେଖା ଅନୁସାରେ ସେ ମଧ୍ୟ ପ୍ରଦେଶରେ ଥିବା ଚିତ୍ରକୂଟ ([[:en:Chitrakoot, Madhya Pradesh|Chitrakuta]]) ଜଙ୍ଗଲର ଦକ୍ଷିଣ ସୀମାରେ ଥିବା ଏକ କୁଟୀରରେ ତାଙ୍କ ସ୍ୱାମୀଙ୍କ ସ‌ହିତ ବାସ କରୁଥିଲେ । ସେ ତପସ୍ୟାରତ ରହୁଥିଲେ ଓ ବ‌ହୁତ ଧାର୍ମିକା ଥିଲେ । ସେଥିଯୋଗୁ ତାଙ୍କର ଆଶ୍ଚର୍ଯ୍ୟ ଜନ‌‌କ ଶକ୍ତି ଥିଲେ ।
 
 
"https://or.wikipedia.org/wiki/ଅନୁସୂୟା"ରୁ ଅଣାଯାଇଅଛି