"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୬ କ ଧାଡ଼ି:
 
=== ଜୀବନ ===
ନବୀନ ପଟ୍ଟନାୟକ [[କଟକ]]ଠାରେ ପିତା [[ବିଜୁ ପଟ୍ଟନାୟକ]] ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ [[କଟକ]]ଠାରେ ଜନ୍ମ ନେଇଥିଲେ । ସେ [[ଡେରାଡୁନ]]ର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ [[ଦିଲ୍ଲୀ]] ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ସେ ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ ।<ref>http://www.samajalive.in/naveen-pattnaik-3-in-kbc/41816.html</ref> ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତି ଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ [[ବିଜୁ ଜନତା ଦଳ]]ର ସ୍ଥାପନ କରିଥିଲେ ।
 
[[ଫାଇଲ:Naveen Patnaik at the IIT Bhubaneswar.jpg|thumb|ଆଇ.ଆଇ.ଟି. ଭୁବନେଶ୍ୱରରେ ନବୀନ ପଟ୍ଟନାୟକ]]