|
|
}}
'''ବୀଣାପାଣି ମହାନ୍ତି''' (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୧୯୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ [[ପଦ୍ମ ଶ୍ରୀ]] ସମ୍ମାନ ଲାଭ କରିଥିଲେ <ref name="padmashree">{{cite web |title=MINISTRY OF HOME AFFAIRS: PRESS NOTE |url=https://padmaawards.gov.in/PDFS/2020AwardeesList.pdf |website=https://padmaawards.gov.in |accessdate=26 January 2020}}</ref> ଓ ପୂର୍ବରୁ [[କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍ଜାର]] ଓ [[ଶାରଳା ପୁରସ୍କାର]]ରେ ମଧ୍ୟ ସମ୍ମାନୀତ ହୋଇଥିଲେ ।
== ପ୍ରାରମ୍ଭିକ ଜୀବନ ==
|