"ସିନ୍ଦୁର ବିନ୍ଦୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧୯୭୬ର ଓଡ଼ିଆ କଥାଚିତ୍ର
Content deleted Content added
ନୂଆ
(କିଛି ବଦଳିନାହିଁ)

୧୫:୫୦, ୨୬ ମଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଶିଶିର ମିଶ୍ର ଙ୍କ ନିର୍ଦ୍ଦେଶନାରେ ନିର୍ମିତ ମହାଲକ୍ଷ୍ମୀ ଫିଲ୍ମସ୍‌ର ଓଡ଼ିଆ ସିନେମା ସିନ୍ଦୂର ବିନ୍ଦୁ [୧] ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା,ଅଜିତ ଦାସ, ସୁଜାତା ଆନନ୍ଦ, ତ୍ରିପୁରା ମିଶ୍ର, ଧୀର ବିଶ୍ବାଳ, ଲିଳାଦୁଲାଳୀ ନରୀଶ୍ୟାମଳେନ୍ଦୁ ପ୍ରମୁଖ ଅଭିନୟ କରିଥିଲେ |

ସିନ୍ଦୂର ବିନ୍ଦୁ
ନିର୍ଦ୍ଦେଶକଶିଶିର ମିଶ୍ର
କଳାକାରପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା,ଅଜିତ ଦାସ, ସୁଜାତା ଆନନ୍ଦ, ତ୍ରିପୁରା ମିଶ୍ର, ନରୀ, ଶ୍ୟାମଳେନ୍ଦୁ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଦିଲିପ ଦତ୍ତ
ମୁକ୍ତିଲାଭ ତାରିଖ
୨୪ ସେପ୍ଟେମ୍ବର ୧୯୭୬
ଦେଶ ଭାରତ
ଭାଷାଓଡ଼ିଆ




ଦ୍ରଷ୍ଟବ୍ୟ

  1. ଇଣ୍ଟରନେଟ ମୁଭି ଡାଟାବେସରେ ସିନ୍ଦୁର ବିନ୍ଦୁ