"ଜ୍ୟୋତିଷଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଵ +ୱ)
ସମୀକ୍ଷା
୧ କ ଧାଡ଼ି:
[[File:Anatomical Man.jpg|thumb|right|270px|ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଏକ ଚିତ୍ର]]
'''ଜ୍ୟୋତିଷଶାସ୍ତ୍ର''' ଏକ ଛନ୍ନଛଦ୍ମ ବିଜ୍ଞାନ ଅଟେ, ଯାହା ଖଗୋଲୀୟଖଗୋଳିୟ ପିଣ୍ଡର ଚଳଣୀ ଏବଂ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ଦିବ୍ୟ କଥାବସ୍ତୁର ଦାବି କରିଥାଏ ।<ref>{{Cite encyclopedia| publisher = Oxford University Press| title = astrology| encyclopedia = Oxford Dictionary of English| accessdate = 11 December 2015| url = https://www.oxforddictionaries.com/definition/english/astrology}}</ref><ref>{{Cite encyclopedia| publisher = Merriam-Webster Inc.| title = astrology| encyclopedia = Merriam-Webster Dictionary| accessdate = 11 December 2015| url = http://www.merriam-webster.com/dictionary/astrology}}</ref><ref>{{cite book |title=The Blackwell Dictionary of Western Philosophy |first1=Nicholas |last1=Bunnin |first2=Jiyuan |last2=Yu |publisher=John Wiley & Sons |year=2008 |p=57 |url=https://books.google.com/?id=LdbxabeToQYC&pg=PA57&dq=dictionary+philosophy+astrology#v=onepage&q=dictionary%20philosophy%20astrology&f=false|isbn=9780470997215 }}</ref> ଏହି ଶାସ୍ତ୍ରଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରା ମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବର ଅଧ୍ୟୟନ କରାଯାଇ ପାରେ । ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷେତ୍ରଦ୍ୱାରାନକ୍ଷତ୍ରଦ୍ୱାରା ସମ୍ବନ୍ଧିତ ରଖୁଥିବା ବିଦ୍ୟା । ଯଦିଓ ଏହି ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ୟୋତିଷର ମଧ୍ୟ ବୋଧ ହୋଇଥାଏ, ତଥାପି ସାଧାରଣ ଲୋକ ଜ୍ୟୋତିଷ ବିଦ୍ୟାଦ୍ୱାରା ଫଳିତ ବିଦ୍ୟାର ଅର୍ଥ ବୋଲି ଭାବି ନିଅନ୍ତି।
 
ଭାରତୀୟ ଜ୍ୟୋତିଷରେ ସୂର୍ଯ୍ୟ ସିଦ୍ଧାନ୍ତ ଆଦି ଗ୍ରନ୍ଥରୁ ଆସୁଥିବା ବିନ୍ଦୁ ହିଁ ମେଷ ଆଦିର ଗଣନା କରାଯାଏ । ଏହିପ୍ରକାରେ ପାଶ୍ଚାତ୍ୟ ଗଣନା ପ୍ରଣାଳୀ ତଥା ଭାରତୀୟ ଗଣନା ପ୍ରଣାଳୀରେ ପାଖାପାଖି ୨୩ ଅଂଶର ଅନ୍ତର ପଡିଥାଏ। ଭାରତରେ 12ଟି୧୨ଟି ରାଶିକୁ 27ଟି୨୭ଟି ବିଭାଗରେ ଭାଗ କରାଯାଇଛି , ଯାହାକୁ ନକ୍ଷତ୍ର କୁହାଯାଏ । ଫଳରଫଳାଫଳର ବିଚାର ପାଇଁ ଚନ୍ଦ୍ରମା' ନକ୍ଷେତ୍ରରନକ୍ଷତ୍ରର ବିଶେଷ ଉପଯୋଗ କରାଯାଏ ।
 
==ପରିଚୟ==
 
'''ଜ୍ୟୋତିଷ ଶାସ୍ତ୍ର''' (ପ୍ରାଚୀନ ଗ୍ରୀକ ଭାଷା) {{lang|grc|ἄστρον}}ର ଶବ୍ଦ "ଏସ୍ଟ୍ରୋନ" (ତାରା ସମୂହ) {{lang|grc|-λογία}} ଏବଂ "ଲୋଜି" [[:en:-logy|-logia]]) (ଅଧ୍ୟୟନରୁ ନିଆ ଯାଇଥିବା ବିଷୟ) । ଏହି ତନ୍ତ୍ର ପରମ୍ପରା ପ୍ରଥା ([[:en:tradition|tradition]]) ଏବଂ ବିଶ୍ୱାସ ([[:en:belief|belief]])ର ସମୂହ ଅଟେ ଯାହା ଜରିଆରେ ଖଗୋଲୀୟଖଗୋଳିୟ ପିଣ୍ଡ (ଆକାଶୀୟ ପିଣ୍ଡ) ([[:en:astronomical object|celestial bodies]])ର ତୁଳନାତ୍ମକ ସ୍ଥିତି ଏବଂ ଅନ୍ୟ ସମ୍ବନ୍ଧୀୟ ବିବରଣୀର ଆଧାରରେ ବ୍ୟକ୍ତିତ୍ୱ, ମନୁଷ୍ୟର ଜୀବନରେ ଜଡିତ ମାମଲା ଏବଂ ଅନ୍ୟ ସାଂସାରିକ ବିଷୟକୁ ବୁଝି ତାହାର ବ୍ୟାଖ୍ୟା କରାଯାଏ ଏବଂ ଏହି ସନ୍ଦର୍ଭରେ ସୂଚନା ଗୁଡିକୁ ସଂଗଠିତ କରାଯାଏ ।
 
ଜ୍ୟୋତିଷର ବିଶ୍ୱାସ ଥାଏ ଯେ, ଖଗୋଲୀୟଖଗୋଳିୟ ପିଣ୍ଡର ଚଳଣୀ ଓ ତାହାର ସ୍ଥିତି ହୁଏତ ପୃଥିବୀକୁ ସିଧା ଉପାୟରେ ପ୍ରସ୍ତାବିତ କରିଥାଏ କିମ୍ବା କୌଣସି ପ୍ରକାରେ ମାନବଦ୍ୱାରା ଅନୁଭବ କରାଯାଉଥିବା ଘଟଣାରେ ସମ୍ଭନ୍ଧ ହୋଇଥାଏ । <ref>{{cite web| title=The Dictionary of the History of Ideas, Astrology| author=David Pingree| url=http://etext.virginia.edu/cgi-local/DHI/dhi.cgi?id=dv1-20| accessdate=2007-12-18}}</ref> ଆଧୁନିକ ଜ୍ୟୋତିଷଦ୍ୱାରା ଜ୍ୟୋତିଷକୁ ଏକ ପ୍ରତୀକାତ୍ମକ ଭାଷା ([[:en:symbolism|symbolic language]])<ref>{{cite book| title=Combination of Stellar Influences | author= Reinhold Ebertin | isbn=978-0866900874| year=1994| publisher=American Federation of Astrologers| location=Tempe, Ariz.}}</ref><ref>{{cite web| title=Astrology FAQ, Basics for Beginners and Students of Astrology| author=Michael Star| url=http://home.istar.ca/~starman/astrofaq.shtml| accessdate=2006-07-17}}</ref><ref name="Oken">{{cite book| title=Alan Oken’s As Above So Below | author=Alan Oken | isbn=978-0553027761}}</ref>, ଏକ କଳା ରୂପେ କିମ୍ବା ଭବିଷ୍ୟ କଥନ, ପୂର୍ବଭାଷ ([[:en:divination|divination]]),<ref>{{cite web| title=Merriam-Webster Online Dictionary| publisher=Meriam-Webster| url=http://www.m-w.com/dictionary/astrology| accessdate=2006-07-19}}</ref><ref>{{cite web | title="astrology" Encyclopædia Britannica. 2006 | publisher=Britannica Concise Encyclopedia | url=http://concise.britannica.com/ebc/article-9356010/astrology | accessdate=2006-07-17}}</ref> ରୂପେ ପରିଭାସିତପରିଭାଷିତ କରାଯାଇଛି । ବହୁ ବୈଜ୍ଞାନିକ ମାନେବୈଜ୍ଞାନିକମାନେ ଏହାକୁ ଏକ ଛନ୍ନଛଦ୍ମ ବିଜ୍ଞାନ ([[:en:pseudoscience|pseudoscience]]) କିମ୍ବା ଅନ୍ଧବିଶ୍ୱାସ ([[:en:superstition|superstition]])ର ନାମ ଦେଇଛନ୍ତି ।<ref name="asotp">{{cite web | title=Activities With Astrology | publisher=Astronomical society of the Pacific | url=http://www.astrosociety.org/education/astro/act3/astrology3.html#defense}}</ref><ref name="humanist">{{cite web | title=Objections to Astrology: A Statement by 186 Leading Scientists | publisher=The Humanist, September/October 1975|url=http://www.americanhumanist.org/about/astrology.html}}</ref> ପରିଭାଷାରେ ଅନ୍ତର ହେବା ପରେ ମଧ୍ୟ, ଜ୍ୟୋତିଷ ବିଦ୍ୟାର ଏକ ସାମାନ୍ୟ ଧାରଣା ରହିଛି ଯେ, ଖଗୋଲୀୟଖଗୋଳିୟ ପିଣ୍ଡ ନିଜ କ୍ରମ ସ୍ଥାନରୁ ଭୁତ ଏବଂ ବର୍ତ୍ତମାନର ଘଟଣା ଓ ଭବିଷ୍ୟବାଣୀ ([[:en:prediction|prediction]])କୁ ବୁଝିବାରେ ସାହାଯ୍ୟ କରିପାରେ । ଏକ ମତଦାନରେ ୩୧% ଆମେରିକୀୟ ମାନେ ଜ୍ୟୋତିଷ ଉପରେ ନିଜର ବିଶ୍ୱାସ ପ୍ରକଟ କରିଥିଲେ ଏବଂ ଏକ ଅନ୍ୟ ଅଧ୍ୟୟନ ଅନୁସାରେ, ୩୯% ଲୋକ ଏହାକୁ ବିଜ୍ଞାନ ବୋଲି ମାନିଛନ୍ତି ।<ref name="taylor">{{cite web | title=The Religious and Other Beliefs of Americans 2003 | author=Humphrey Taylor | url=http://www.harrisinteractive.com/harris_poll/index.asp?PID=359 | accessdate=2007-01-05}}</ref><ref name="nsa1">{{cite web | title= Science and Technology: Public Attitudes and Understanding | publisher=National Science Foundation | url=http://www.nsf.gov/statistics/seind06/c7/c7s2.htm#c7s2l3 | accessdate=2007-01-05}}</ref><ref>{{cite encyclopedia
| encyclopedia=Encarta
| year=2008
୧୯ କ ଧାଡ଼ି:
 
==କୁଣ୍ଡଳୀ==
କୁଣ୍ଡଳୀ ଏପରି ଏକ ଚକ୍ର, ଯାହାଦ୍ୱାରା କୌଣସି ଇଷ୍ଟ କାଳରେ ରାଶି ଚକ୍ର "କ୍ରାନ୍ତି ଚକ୍ର"ଦ୍ୱାରା ସମ୍ବନ୍ଧିତ ହୋଇଥାଏ , ଯାହାର ସ୍ଥିତି ଅକ୍ଷାଂଶର ଭିନ୍ନତା କାରଣରୁ ବିଭିନ୍ନ ଦେଶରେ ଏକାପରି ହୋଇ ନଥାଏ । ଅତଏବ ରାଶି ଚକ୍ରର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ସମୟ ତଥା ନିଜ ସ୍ଥାନରେ ରହିଥିବା ରାଶି ମାନଙ୍କରରାଶିମାନଙ୍କର ଉଦୟ ସ୍ଥିତି (ଖୋଦୟସ୍ୱୋଦୟ) ଜ୍ଞାନ ଆବଶ୍ୟକ ଅଟେ । ରାଶି ମାନଙ୍କରରାଶିମାନଙ୍କର ଅଙ୍କଦ୍ୱାରା ବ୍ୟକ୍ତ କରିଥାଏକରାଯାଏ । ଏହିପ୍ରକାର ରାଶି ଚକ୍ରକୁରାଶିଚକ୍ରକୁ କୁଣ୍ଡଳୀ କୁହାଯାଏ । ଭାରତୀୟ ପଦ୍ଧତିରେ 7ଟି୭ଟି ଗ୍ରହ ହେଲେ : ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଶନି, ରାହୁ ଓ କେତୁ । ପାଶ୍ଚାତ୍ୟ ପ୍ରଣାଳୀରେ (୧) ମେଷ, (୨) ବୃଷ, (୩) ମିଥୁନ, (୪) କର୍କଟ, (୫) ସିଂହ, (୬) କନ୍ୟା, (୭) ତୁଳା, (୮) ବିଛା, (୯) ଧନୁ, (୧୦) ମକର , (୧୧) କୁମ୍ଭ, (୧୨) ମୀନ ରାଶି ମାନଙ୍କ ପାଇଁ କ୍ରମଶଃ ନିମ୍ନ ଲିଖିତ ଚିହ୍ନ ରହିଛି :
 
1 2 3 4 5 6 7 8 9 10 11. 12
୧୨୭ କ ଧାଡ଼ି:
| ମୀନ|| Pisces|| ଦୁଇ ସ୍ୱଭାବ|| ଗୁରୁ
|}
ଯଦି 360୩୬୦°କୁ 12ରେ୧୨ରେ ବୁଭାଜିତ କରାଯାଏ, ତେବେ ରାଶି 30୩୦° ହୋଇଥାଏ ।
 
==ଆଧାର==