"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଦିନେଶ ଅଗ୍ରୱାଲ (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 2409:4062:2217:D515:CAD2:1230:7B6B:A90ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୩୮ କ ଧାଡ଼ି:
 
=== ଉପନ୍ୟାସ ===
[[ଉମେଶଚନ୍ଦ୍ର ସରକାର|ଉମେଶ ଚନ୍ଦ୍ର ସରକାରଙ୍କ]] ଲିଖିତ [[ପଦ୍ମମାଳି]] ଥିଲା ପ୍ରଥମ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ ।<ref name="Mukherjee2002">{{cite book|author=Meenakshi Mukherjee|title=Early Novels in India|url=http://books.google.com/books?id=VPJ7jqVSl34C&pg=PA240|date=1 January 2002|publisher=Sahitya Akademi|isbn=978-81-260-1342-5|pages=240–}}</ref> ଅକ୍ଟୋବର ୧୮୮୮ରେ ଏହା କଟକ ପ୍ରିଣ୍ଟିଂ କମ୍ପାନୀଦ୍ୱାରା ପ୍ରକାଶିତ ହୋଇଥିଲା । ପଦ୍ମମାଳି ପ୍ରକାଶିତ ହେବାର ପ୍ରାୟ ଦଶବର୍ଷ ପୂର୍ବରୁ [[ରାମଶଙ୍କର ରାୟ]]ଙ୍କଦ୍ୱାରା ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ 'ସୌଦାମିନୀ', ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ଧାରବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ ଥର ଛପାଯିବା ପରେ ୧୮୮୦ ମସିହାରେ ପତ୍ରିକାଟିର ପ୍ରକାଶନ ବନ୍ଦ ହୋଇଯିବାରୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇପାରିନଥିଲା । ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ ଓ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳିରେ ମଧ୍ୟ ଏହା ସ୍ଥାନ ପାଇନଥିଲା ।<ref>{{cite journal|last=Patnaiksenapati|first=Jitendra Narayanfakirmohan|title=Rise of the Oriya Novel : 1878-1897|journal=Orissa Review|date=August 2007|page=112|url=http://odisha.gov.in/e-magazine/Orissareview/august-2007/engpdf/Page112-114.pdf|accessdate=14 February 2016}}</ref>
ଓଡ଼ିଆ ସାହିତ୍ୟରେ ଫକୀର ମୋହନ ସେନାପତିଙ୍କ [[ମାମୁଁପନ୍ୟାସ)|ମାମୁଁ]]
ଓଡ଼ିଆ ସାହିତ୍ୟରେ ଫକୀର ମୋହନ ସେନାପତିଙ୍କ [[ମାମୁଁ (ଉପନ୍ୟାସ)|ମାମୁଁ]], [[ଲଛମା]], [[ଛ ମାଣ ଆଠ ଗୁଣ୍ଠ]] ଆଦି କାଳଜୟୀ ଉପନ୍ୟାସ ସୃଷ୍ଟି ହୋଇଥିଲା । [[ଗୋପୀନାଥ ମହାନ୍ତି]]ଙ୍କ କାଳରେ ଓଡ଼ିଆ ଉପନ୍ୟାସ ଅନେକ ଉନ୍ନତ ହୋଇଛି । ତାଙ୍କ ରଚିତ [[ଦାଦିବୁଢ଼ା]] (୧୯୪୪), [[ପରଜା]] (୧୯୪୫), [[ଅମୃତର ସନ୍ତାନ]] (୧୯୪୭), [[ହରିଜନ (ଉପନ୍ୟାସ)|ହରିଜନ]] (୧୯୪୮) ଆଦି ପ୍ରମୁଖ ଉପନ୍ୟାସ । ମାଟିମଟାଳ (୧୯୬୪ରେ ଲେଖା) ପାଇଁ ସେ ୧୯୭୩ରେ [[ଜ୍ଞାନପୀଠ ପୁରସ୍କାର]]ରେ ସମ୍ମାନିତ । <ref name=Jnanpith/> ଓଡ଼ିଆ ଉପନ୍ୟାସକୁ [[କାହ୍ନୁଚରଣ ମହାନ୍ତି]], [[ସୁରେନ୍ଦ୍ର ମହାନ୍ତି]], [[ପ୍ରତିଭା ରାୟ]], [[ସଚି ରାଉତରାୟ]],[[ମନୋଜ ଦାସ]], [[ରାମଚନ୍ଦ୍ର ବେହେରା]], [[ଶାନ୍ତନୁ ଆଚାର୍ଯ୍ୟ]], [[ବିଭୂତି ପଟ୍ଟନାୟକ]]ଙ୍କ ଉପନ୍ୟାସ ସବୁ ବହୁ ଭାବରେ ଉତ୍କୃଷ୍ଟ କରିଛନ୍ତି ।
 
=== କବିତା ===