"ବତିଘର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
୧୮ କ ଧାଡ଼ି:
 
=== ଆଧୁନିକ ଯୁଗରେ ବତିଘର ===
୧୮ଶ ଶତାବ୍ଦୀରୁ ପାଶ୍ଚାତ୍ୟରେ ଆଧୁନିକ ବତିଘରମାନ ନିର୍ମିତ ହୋଇଛି । ଏହି ସମୟରେ ଆଟ୍‍ଲାଣ୍ଟିକ ମହାସାଗରରେ ସାମୁଦ୍ରିକ ବ୍ୟାପାର ଅତି ଦ୍ରୁତ ବେଗରେ ବଢ଼ୁଥିଲା । ଅଟ୍ଟାଳିକା ନିର୍ମାଣ ସମ୍ୱନ୍ଧୀୟସମ୍ବନ୍ଧୀୟ ବୈଷୟିକ ଜ୍ଞାନ ତଥା ନୂତନ ଯୁଗର ଆଲୋକ ବ୍ୟବସ୍ଥା ଜାଣିବା ପରେ ପାଶ୍ଚାତ୍ୟ ଦେଶମାନଙ୍କରେ ଉନ୍ନତତର ଓ ଶକ୍ତିଶାଳୀ ବତିଘରମାନ ନିର୍ମିତ ହୋଇଥିଲା । ବତିଘରର ଆଲୋକ ସମୁଦ୍ର ମଧ୍ୟକୁ ଅକସ୍ମାତ ବାହାରି ଆସିଥିବା ପଥର, ସମୁଦ୍ରପତନରୁ ଅଳ୍ପ ଗଭୀରତାରେ ବୁଡ଼ି ରହିଥିବା ପଥର ପ୍ରଭୃତିରୁ ଦୂରେଇ ରହିବା ପାଇଁ ସଙ୍କେତ ଦେଉଥିଲା ।
 
[[ଫାଇଲ:Eddystone_lighthouse00.jpg|ବାଆଁ|thumb|ବତିଘର ନିର୍ମାଣ ଦିଗରେ ଏଡିଷ୍ଟୋନ୍ ପ୍ରସ୍ତରରେ ଥିବା ୱିନଷ୍ଟାନଲେ ବତିଘର ଏକ ନୂତନ ଅଧ୍ୟାୟ ଯୋଡ଼ିଥିଲା]]
୩୪ କ ଧାଡ଼ି:
 
୧୮୭୫ ମସିହାରେ ସାଉଥ୍ ଫୋର୍ଲାଣ୍ଡ୍ ବତିଘରେ ପ୍ରଥମ ଥର ପାଇଁ ବୈଦ୍ୟୁତିକ ଆଲୋକର ବ୍ୟବହାର କରାଗଲା । ଏକ ବାଷ୍ପଚାଳିତ ଜେନେରେଟର୍ ଏହି ବତିଘରର କାର୍ବନ୍ ଆର୍କ୍ ବତୀକୁ ଜଳାଇ ରଖୁଥିଲା ।<ref>{{cite book|title=Annual record of science and industry|last=Baird|first=Spencer Fullerton|publisher=Harper & Brothers|year=1876|location=New York|pages=460}}</ref> ପରେ ଜନ୍ ରିଚାର୍ଡସନ୍ ୱିଙ୍ଘାମ୍ ବତିଘରର ଆଲୋକ ପାଇଁ ଏକ ଗ୍ୟାସ୍‍ଚାଳିତ ବ୍ୟବସ୍ଥା ଉଦ୍ଭାବନ କରିଥିଲେ । ଡବ୍ଲିନ୍‍ର ବେଲି ବତିଘରେ ସେ ସ୍ଥାପନ କରିଥିବା ଆଲୋକ ତତ୍କାଳୀନ ସର୍ବାଧିକ ପ୍ରଜ୍ଜ୍ୱଳିତ ବତିଘରର ଆଲୋକଠାରୁ ୧୩ ଗୁଣ ଅଧିକ ଶକ୍ତିଶାଳୀ ଥିଲା ।<ref name="cil">{{cite journal|date=2006–2007|title=John Richardson Wigham 1829–1906|url=http://www.commissionersofirishlights.com/media/35546/Beam_2006.PDF#page=23|journal=BEAM|publisher=Commissioners of Irish Lights|volume=35|pages=21–22|archiveurl=https://web.archive.org/web/20120312014229/http://www.commissionersofirishlights.com/media/35546/Beam_2006.PDF|archivedate=2012-03-12}}</ref>
[[ଫାଇଲ:Sumburgh_Lighthouse_Lamp.jpg|ବାଆଁ|thumb|ସମ୍ୱର୍ଗ୍ସମ୍ବର୍ଗ୍ ହେଡ୍ ବତିଘରେ ୧୯୭୬ ପର୍ଯ୍ୟନ୍ତ ବ୍ୟବହୃତ କିରୋସିନ୍‍ଚାଳିତ ବତୀ । ୧୯୧୪ରେ ଏହି ବତୀ ଉଦ୍ଭାବିତ ହୋଇଥିଲା ।]]
୧୯୦୧ ମସିହାରେ ଆର୍ଥର୍ କିଟ୍ସନ୍ ଏକ ବାଷ୍ପୀକୃତ ତୈଳ ବତୀର ଉଦ୍ଭାବନ କରିଥିଲେ । ପରେ ଡେଭିଡ୍ ହୁଡ୍ ଏହାର ଉନ୍ନତୀକରଣ କରିଥିଲେ । ଉଚ୍ଚ ଚାପରେ ତୈଳ ଜାଳେଣୀର ବାଷ୍ପୀକରଣ କରି ଏହି ବତୀ ପ୍ରଜ୍ଜ୍ୱଳିତ ହେଉଥିଲା ଓ ପାରମ୍ପରିକ ଆଲୋକଠାରୁ ୬ ଗୁଣ ଅଧିକ ତୀବ୍ର ଆଲୋକ ପ୍ରଦାନ କରୁଥିଲା । [[ସ୍ୱିଡେନ|ସ୍ୱିଡେନ୍‍]]<nowiki/>ର ଯନ୍ତ୍ରୀ ଗୁସ୍ତାଫ୍ ଡାଲେନ୍ ମଧ୍ୟ ଗ୍ୟାସ୍‍ଚାଳିତ “ଡାଲେନ୍ ଆଲୋକବତୀ”ର ଆବିଷ୍କାର କଲେ । ଡାଲେନ୍‍ଙ୍କ ଖଚିତ “ସନ୍ ଭାଲ୍ଭ” ଯୋଗୁଁ ଦିନ ବେଳା ସ୍ୱତଃ ଲିଭିଯିବା ଏହି ଆଲୋକର ବୈଶିଷ୍ଟ୍ୟ ଥିଲା । ବୈଦ୍ୟୁତିକ ଆଲୋକର ପ୍ରଚଳନ ସତ୍ତ୍ୱେ ୧୯୦୦ରୁ ନେଇ ୧୯୬୦ ଦଶନ୍ଧି ପର୍ଯ୍ୟନ୍ତ ଡାଲେନ୍ ଆଲୋକ ବହୁ ବତିଘରେ ବ୍ୟବହୃତ ହୋଇ ଆସୁଥିଲା ।<ref>{{cite web|url=http://www.aga.com/web/web2000/com/WPPcom.nsf/pages/History_SunValve|title=The Linde Group - Gases Engineering Healthcare -|publisher=|accessdate=6 April 2017}}</ref>
 
୫୯ କ ଧାଡ଼ି:
 
<gallery mode="packed">
Bombay Harbour. Prong's Lighthouse - 25 April 1874. (12488175835).jpg|[[ମୁମ୍ୱାଇମୁମ୍ବାଇ]]ସ୍ଥିତ ପ୍ରଂଗ୍ସ ବତିଘର (୧୮୭୪)
Fort Aguada Light House 1.jpg|[[ଗୋଆ]]ର ଅଗ୍ୱାଡ଼ା ଦୁର୍ଗରେ ଥିବା ବତିଘର
Kovalam 2.jpg|[[କେରଳ]]ର କୋଭଳମ୍ ସମୁଦ୍ରକୂଳରେ ରହିଥିବା ବତିଘର
୬୮ କ ଧାଡ଼ି:
</gallery>
 
== ବତିଘର ଓ ସମ୍ୱନ୍ଧୀୟସମ୍ବନ୍ଧୀୟ ବିଜ୍ଞାନ ==
 
=== ଶକ୍ତି ===
୧୧୪ କ ଧାଡ଼ି:
ଯୋଡ଼ା ଯୋଡ଼ା ହୋଇ ରହିଥିବା ବତିଘରମାନଙ୍କୁ ଆମେରିକା ଓ ବ୍ରିଟେନରେ ଯଥାକ୍ରମେ ରେଞ୍ଜ୍ ଆଲୋକ (range lights) ଓ ଲିଡିଂ ଆଲୋକ (leading lights) ବୋଲି କୁହାଯାଏ । ନିକଟତମ ବତିଘରକୁ ଫ୍ରଣ୍ଟ୍ ରେଞ୍ଜ୍ (front range) ଓ ଦୂରତମ ବତିଘରକୁ ରିଅର୍ ରେଞ୍ଜ୍ (rear range) ବୋଲି କୁହାଯାଏ । ସାଧାରଣତଃ ରିଅର୍ ରେଞ୍ଜ୍ ବତିଘର ଫ୍ରଣ୍ଟ୍ ରେଞ୍ଜ୍ ବତିଘରଠାରୁ ଉଚ୍ଚତର ହୋଇଥାଏ ।
 
ଜାହାଜଟି ଠିକ୍ ରାସ୍ତାରେ ଆସୁଥିଲେ ଉଭୟ ବତିଘରର ଆଲୋକ ଅଭିଲମ୍ୱଅଭିଲମ୍ବ ଭାବେ ସମରେଖାରେ ଅବସ୍ଥାନ କରନ୍ତି । ଭୁଲ ରାସ୍ତାରେ ଯିବାବେଳେ ଦୁଇ ଆଲୋକ ସମରେଖାରେ ରୁହନ୍ତି ନାହିଁ । ଆଲୋକର ରୈଖିକ ସଜ୍ଜା ଅନୁଯାୟୀ ଦିଗ ପରିବର୍ତ୍ତନ କରାଯାଇଥାଏ ।
 
=== ସ୍ଥାନ ନିର୍ଣ୍ଣୟ ===
୧୩୪ କ ଧାଡ଼ି:
 
== ସଂରକ୍ଷଣ ==
ଆଧୁନିକ ଦିଗବାରେଣୀ ବ୍ୟବସ୍ଥା ତଥା ଜିପିଏସ୍ ଜ୍ଞାନ କୌଶଳର ବ୍ୟବହାର ପରେ ନାବିକମାନଙ୍କ ପାଇଁ ବତିଘରର ମହତ୍ତ୍ୱ ହ୍ରାସ ପାଇଛି । ଏହି କାରଣରୁ ଅନେକ ବତିଘର ଧ୍ୱଂସ କରିଦିଆଯାଇଛି ଅଥବା ଅବହେଳିତ ହୋଇ କ୍ଷୟପ୍ରାପ୍ତ ହୋଇଯାଇଛି । ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଜାତୀୟ ଐତିହାସିକ ବତିଘର ସଂରକ୍ଷଣ ନିୟମ ପ୍ରଣୟନ କରାଯାଇ ଅନେକ ବତିଘରକୁ ସ୍ଥାନୀୟ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନିୟନ୍ତ୍ରଣାଧୀନ କରାଯାଇଛି । କାନାଡ଼ାରେ “ନୋଭା ସ୍କଟିଆ ବତିଘର ସଂରକ୍ଷଣ ସମାଜ”ର (Nova Scotia Lighthouse Preservation Society) ଚେଷ୍ଟା ଯୋଗୁଁ ସାମ୍ୱ୍ରୋସାମ୍ବ୍ରୋ ଦ୍ୱୀପ ବତିଘରକୁ ଐତିହ୍ୟ ମାନ୍ୟତା ପ୍ରାପ୍ତ ହୋଇଥିଲା । ଐତିହ୍ୟ ବତିଘର ସଂରକ୍ଷଣ ନିୟମ ଲାଗୁ କରାଯାଇ ଏପରି ବତିଘରମାନଙ୍କୁ ସଂରକ୍ଷଣ କରିବା ପାଇଁ ଚେଷ୍ଟା କରାଯାଉଛି ।<ref>{{cite web|url=http://www.heritagecanada.org/eng/featured/current.html|title=Lighthouse Bill Protecting Our Lighthouses&nbsp;– The Icons of Canada's Maritime Heritage|publisher=Canadian Heritage Foundation|work=Featured Heritage Buildings|author=Douglas Franklin|accessdate=2008-06-10|url-status=dead|archiveurl=https://web.archive.org/web/20080513182532/http://www.heritagecanada.org/eng/featured/current.html|archivedate=2008-05-13}}</ref>
 
ବିଶ୍ୱର ଅନେକ ସ୍ଥାନରେ ଏପରି ସଂସ୍ଥାମାନ ଗଠିତ ହୋଇ ବତିଘରମାନଙ୍କର ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରି କିଛି ସଂସ୍ଥାର ଉଦାହରଣ ହେଲା - ବିଶ୍ୱ ବତିଘର ସମାଜ (World Lighthouse Society) ଓ ଯୁକ୍ତରାଷ୍ଟ୍ର ଆମେରିକା ବତିଘର ସମାଜ (United States Lighthouse Society) ।<ref>{{cite web|url=http://uslhs.org|title=The United States Lighthouse Society - Home Page|publisher=}}</ref> “ଆମେଚର୍ ରେଡ଼ିଓ ଲାଇଟ୍‍ହାଉସ୍ ସୋସାଇଟି (Amateur Radio Lighthouse Society)” ନାମକ ଏପରି ଆଉ ଏକ ସଂସ୍ଥା ରହିଛି ଯିଏ ନୂତନ ରେଡ଼ିଓ ପରିଚାଳନାକାରୀଙ୍କୁ ବିଶ୍ୱର ବିଭିନ୍ନ ଦେଶରେ ରହିଥିବା ବତିଘରକୁ ପଠାନ୍ତି ଓ ସେମାନଙ୍କ ସୁରକ୍ଷା ପାଇଁ ଚେଷ୍ଟା କରନ୍ତି ।<ref>{{cite web|url=http://arlhs.com/|title=Amateur Radio Lighthouse Society – Contacting the Light Beacons of the World|publisher=|accessdate=6 April 2017}}</ref>
୧୪୨ କ ଧାଡ଼ି:
 
== ଭାରତରେ ବତିଘର ==
ଭାରତର ସୁଦୀର୍ଘ ସମୁଦ୍ରତଟରେ ଓ ଭାରତୀୟ ମୁଖ୍ୟ ଭୂଖଣ୍ଡ ନିକଟସ୍ଥ ବିଭିନ୍ନ ଦ୍ୱୀପରେ ଅନେକ ବତିଘର ରହିଛି । [[ଭାରତ ସରକାର|ଭାରତ ସରକାରଙ୍କ]] ବତିଘର ଓ ଆଲୋକ-ଜାହାଜ ଦାୟିତ୍ତ୍ୱରେ ଥିବା ସାଧାରଣ ମହାନିର୍ଦ୍ଦେଶକଙ୍କ ନୋଏଡ଼ାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଏହି ସମସ୍ତ ବତିଘରର କାର୍ଯ୍ୟ ପରିଚାଳନା ଓ ନିୟନ୍ତ୍ରଣ କରାଯାଇଥାଏ । ଏହି ବିଭାଗର ୯ଟି ଶାଖା ରହିଛି । ସେଗୁଡ଼ିକ ହେଲେ – ଗାନ୍ଧୀଧାମ, ଜାମନଗର, ମୁମ୍ୱାଇମୁମ୍ବାଇ, ଗୋଆ, ତ୍ରିଭେନ୍ଦ୍ରମ୍, ଚେନ୍ନାଇ, ବିଶାଖପାଟଣା, କୋଲକାତା ଓ ପୋର୍ଟ୍ ବ୍ଲେୟର୍ ।<ref>{{cite web|title=Location of our offices|url=http://dgll.nic.in/Content/64_1_Introduction.aspx|publisher=Directorate General of Lighthouses & Lightships|accessdate=8 April 2014}}</ref>
 
== ଓଡ଼ିଶା ଓ ଓଡ଼ିଆ ପରମ୍ପରାରେ ବତିଘର ==
"https://or.wikipedia.org/wiki/ବତିଘର"ରୁ ଅଣାଯାଇଅଛି