"ଚିତି ସାପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
 
୬ କ ଧାଡ଼ି:
== ବର୍ଣ୍ଣନା ==
[[ଫାଇଲ:Bungarus_caeruleus_ewart.jpg|ବାଆଁ|thumb|ଚିତି ସାପ]]
ଚିତି ସାପର ହାରାହାରି ଦୈର୍ଘ୍ୟ ୦.୯ ମିଟର୍ । କିନ୍ତୁ କିଛି ସାପ ୧.୭୫ ମିଟର୍ ପର୍ଯ୍ୟନ୍ତ ଲମ୍ୱାଲମ୍ବା ହେବା ଦେଖାଯାଇଛି ।<ref name="ct" /> ଚିତି ସାପ ପ୍ରାୟ ହାତେ ପର୍ଯ୍ୟନ୍ତ ଲମ୍ୱଲମ୍ବ ହୁଅନ୍ତି ।<ref name="pob" /> ଅଣ୍ଡିରାମାନଙ୍କ ଶରୀର ଓ ଲାଞ୍ଜର ଦୈର୍ଘ୍ୟ ମାଈମାନଙ୍କଠାରୁ ଲମ୍ୱାଲମ୍ବା । ଏମାନଙ୍କ ମୁଣ୍ଡ ଚେପଟା ଓ ବେକଟି ମୁଣ୍ଡ ଓ ଦେହ ସହିତ ପ୍ରାୟ ମିଶି ଯାଇଥାଏ । ଚିତି ସାପର ଶରୀରଟି ସିଲିଣ୍ଡରାକୃତି ଯାହା ଲାଞ୍ଜ ଆଡ଼କୁ କ୍ରମଶଃ ପତଳା ହୋଇଯାଏ । ଚିତି ସାପର ଆଖିଗୁଡ଼ିକ ଛୋଟ ଓ ଡୋଳା ଗୋଲାକାର । ଏହାର କାତି ଅତି ଚିକ୍କଣିଆ ଓ ଦେହରେ ପ୍ରାୟ ୧୫-୧୭ ଧାଡ଼ିରେ କାତି ରହିଥାଏ । ଚିତି ସାପର ୧୮୫-୨୨୫ଟି ଭେଣ୍ଟ୍ରାଲ୍ ରହିଥାଏ ।<ref name="SMI">{{cite book|title=Snakes of Medical Importance (Asia-Pacific Region)|last=Gopalakrishnakone, Chou|first=P, LM|publisher=Venom and Toxin Research Group National University of Singapore and International Society on Toxinology (Asia-Pacific section)|year=1990|isbn=9971-62-217-3|location=Singapore|pages=284–285}}</ref>
 
 
୨୭ କ ଧାଡ଼ି:
* ମାଲାୟାଲମ୍ ଭାଷା - വെള്ളിക്കെട്ടൻ (''ୱେଲିକେଟ୍ଟନ''), എട്ടടിവീരൻ (''ଏଟ୍ଟାଟି ୱୀରନ୍'', ଟ୍ରାଭାଂକୋର୍ ଅଞ୍ଚଳରେ [[ଅହିରାଜ|ଅହିରାଜକୁ]] ମଧ୍ୟ ଏହି ନାମରେ ଡକାଯାଏ), ശംഖുവരയൻ (''ଶମଖୁ ୱରାୟନ୍'')
* ସିଂହଳୀ ଭାଷା –තෙල් කරවලා (ତେଲ୍ କରୱଲା)
* ତୁଳୁ ଭାଷା – କଟ୍ଟା କଦମ୍ୱଲେକଦମ୍ବଲେ
* [[ଉର୍ଦ୍ଦୁ ଭାଷା]] - سنگ چور (ସଂଗ୍ ଚୁର୍)
* ବ୍ରହ୍ମଦେଶୀୟ ଭାଷା - ဂျက်မြွေ (''ଗ୍ୟେଟମ୍ୱେଗ୍ୟେଟମ୍ବେ'')
* [[କୋଙ୍କଣୀ ଭାଷା]]- କାଲୋ ଆଗ୍ୟୋଭ୍
* ଉତ୍ତର [[ଭାରତ]] – ସଖରା, କରୈତ, ଘୋର କରୈତ
"https://or.wikipedia.org/wiki/ଚିତି_ସାପ"ରୁ ଅଣାଯାଇଅଛି