"ଚିତି ସାପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
୬ କ ଧାଡ଼ି:
== ବର୍ଣ୍ଣନା ==
[[ଫାଇଲ:Bungarus_caeruleus_ewart.jpg|ବାଆଁ|thumb|ଚିତି ସାପ]]
ଚିତି ସାପର ହାରାହାରି ଦୈର୍ଘ୍ୟ ୦.୯ ମିଟର୍ । କିନ୍ତୁ କିଛି ସାପ ୧.୭୫ ମିଟର୍ ପର୍ଯ୍ୟନ୍ତ ଲମ୍ଵାଲମ୍ୱା ହେବା ଦେଖାଯାଇଛି ।<ref name="ct" /> ଚିତି ସାପ ପ୍ରାୟ ହାତେ ପର୍ଯ୍ୟନ୍ତ ଲମ୍ଵଲମ୍ୱ ହୁଅନ୍ତି ।<ref name="pob" /> ଅଣ୍ଡିରାମାନଙ୍କ ଶରୀର ଓ ଲାଞ୍ଜର ଦୈର୍ଘ୍ୟ ମାଈମାନଙ୍କଠାରୁ ଲମ୍ଵାଲମ୍ୱା । ଏମାନଙ୍କ ମୁଣ୍ଡ ଚେପଟା ଓ ବେକଟି ମୁଣ୍ଡ ଓ ଦେହ ସହିତ ପ୍ରାୟ ମିଶି ଯାଇଥାଏ । ଚିତି ସାପର ଶରୀରଟି ସିଲିଣ୍ଡରାକୃତି ଯାହା ଲାଞ୍ଜ ଆଡ଼କୁ କ୍ରମଶଃ ପତଳା ହୋଇଯାଏ । ଚିତି ସାପର ଆଖିଗୁଡ଼ିକ ଛୋଟ ଓ ଡୋଳା ଗୋଲାକାର । ଏହାର କାତି ଅତି ଚିକ୍କଣିଆ ଓ ଦେହରେ ପ୍ରାୟ ୧୫-୧୭ ଧାଡ଼ିରେ କାତି ରହିଥାଏ । ଚିତି ସାପର ୧୮୫-୨୨୫ଟି ଭେଣ୍ଟ୍ରାଲ୍ ରହିଥାଏ ।<ref name="SMI">{{cite book|title=Snakes of Medical Importance (Asia-Pacific Region)|last=Gopalakrishnakone, Chou|first=P, LM|publisher=Venom and Toxin Research Group National University of Singapore and International Society on Toxinology (Asia-Pacific section)|year=1990|isbn=9971-62-217-3|location=Singapore|pages=284–285}}</ref>
 
 
୨୭ କ ଧାଡ଼ି:
* ମାଲାୟାଲମ୍ ଭାଷା - വെള്ളിക്കെട്ടൻ (''ୱେଲିକେଟ୍ଟନ''), എട്ടടിവീരൻ (''ଏଟ୍ଟାଟି ୱୀରନ୍'', ଟ୍ରାଭାଂକୋର୍ ଅଞ୍ଚଳରେ [[ଅହିରାଜ|ଅହିରାଜକୁ]] ମଧ୍ୟ ଏହି ନାମରେ ଡକାଯାଏ), ശംഖുവരയൻ (''ଶମଖୁ ୱରାୟନ୍'')
* ସିଂହଳୀ ଭାଷା –තෙල් කරවලා (ତେଲ୍ କରୱଲା)
* ତୁଳୁ ଭାଷା – କଟ୍ଟା କଦମ୍ଵଲେକଦମ୍ୱଲେ
* [[ଉର୍ଦ୍ଦୁ ଭାଷା]] - سنگ چور (ସଂଗ୍ ଚୁର୍)
* ବ୍ରହ୍ମଦେଶୀୟ ଭାଷା - ဂျက်မြွေ (''ଗ୍ୟେଟମ୍ଵେଗ୍ୟେଟମ୍ୱେ'')
* [[କୋଙ୍କଣୀ ଭାଷା]]- କାଲୋ ଆଗ୍ୟୋଭ୍
* ଉତ୍ତର [[ଭାରତ]] – ସଖରା, କରୈତ, ଘୋର କରୈତ
 
== ଭୌଗୋଳିକ ବିତରଣ ଓ ପରିବାସ ==
ଭାରତୀୟ ଉପମହାଦ୍ଵୀପରେଉପମହାଦ୍ୱୀପରେ [[ପାକିସ୍ତାନ|ପାକିସ୍ତାନର]] ସିନ୍ଧ ଅଞ୍ଚଳରୁ ନେଇ [[ପଶ୍ଚିମ ବଙ୍ଗ]] ପର୍ଯ୍ୟନ୍ତ ଏହି ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ସମଗ୍ର ଦକ୍ଷିଣ ଭାରତ ଓ [[ଶ୍ରୀଲଙ୍କା|ଶ୍ରୀଲଙ୍କାରେ]] ମଧ୍ୟ ଏହି ସାପ ସମୁଦ୍ରପତନରୁ ୧୬୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବାସ କରିବା ଦେଖାଯାଏ ।<ref name="ct" /> [[ଆଫଗାନିସ୍ତାନ]], [[ବଙ୍ଗଳାଦେଶ]] ଓ [[ନେପାଳ|ନେପାଳରେ]] ମଧ୍ୟ ଚିତି ସାପ ଦେଖାଯାଆନ୍ତି ।<ref name="RDB">{{NRDB species|genus=Bungarus|species=caeruleus|accessdate=18 November 2013}}</ref>
 
ବିବିଧ ପ୍ରକାରର ପରିବାସରେ ଚିତି ସାପ ରହିପାରେ । ପଡ଼ିଆ, ବୁଦାଳିଆ ଜଙ୍ଗଲ ଓ ଜନ ବସତି ନିକଟରେ ଚିତି ସାପଙ୍କୁ ଦେଖି ହେବ । ଊଈ ହୁଙ୍କା, ଇଟା ଗଦା, ମୂଷା ଗାତ ଓ ଏପରିକି ମନୁଷ୍ୟଙ୍କ ଘର ଭିତରେ ମଧ୍ୟ ଚିତି ସାପ ଲୁଚି ରହିପାରେ ।<ref name="ct" /> ଅଧିକାଂଶରେ କୌଣସି ଜଳାଶୟ ବା ଜଳ ସ୍ରୋତ ନିକଟରେ ଚିତି ସାପଙ୍କୁ ଦେଖିବାକୁ ମିଳେ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଶ ଅନୁସାରେ, ଏମାନେ ଘରର ଚାଳରେ ଓ କାନ୍ଥ ଉପରେ ରହିପାରନ୍ତି ।<ref name="pob" />
୪୭ କ ଧାଡ଼ି:
ରାତ୍ରି ସମୟରେ ଚିତି ସାପ ଖୁବ୍ ସକ୍ରିୟ ଥାଏ, ହିସ୍-ହିସ୍ ଶବ୍ଦ କରୁଥାଏ ଓ ଯେକୌଣସି କାରଣରୁ ବିରକ୍ତ ବା ଉତ୍ୟକ୍ତ ହେଲେ କାମୁଡ଼ିବାକୁ ଚେଷ୍ଟା କରେ ।
 
ଉତ୍ୟକ୍ତ ହେଲେ ଚିତି ସାପ କୁଣ୍ଡଳୀରେ ମୁଣ୍ଡ ଲୁଚାଇ ରଖେ, ଶରୀର ଚେପଟା ରଖେ ଓ ଶରୀରକୁ ହଲାଏ । ବେଳେବେଳେ ନିଜ ଲାଞ୍ଜ ମଧ୍ୟ ଉଠାଇ ରଖେ । ପ୍ରାୟତଃ କାମୁଡ଼ିବାକୁ କୁଣ୍ଠା ପ୍ରକାଶ କରେ । କିନ୍ତୁ ଅତି ଉତ୍ୟକ୍ତ ହୋଇ କାମୁଡ଼ିଲେ ସାପ ବହୁତ ସମୟ ଧରି ତା’ର ଶିକାରକୁ ଧରି ରଖେ । ଏହା ଫଳରେ ଅଧିକରୁ ଅଧିକ ବିଷ ସଞ୍ଚରଣ ହେବାରେ ସମୟ ମିଳିଥାଏ । ରାତିରେ ସାମାନ୍ୟ ବିପଦ ଆଶଙ୍କା ହେଲେ ସାପ ଆକ୍ରମଣାତ୍ମକ ହୋଇପାରେ । ଭାରତରେ ସର୍ବମୋଟ ସାପ କାମୁଡ଼ା ଘଟଣା ମଧ୍ୟରୁ ଚିତି ସାପ କାମୁଡ଼ା ଦ୍ଵିତୀୟଦ୍ୱିତୀୟ ସର୍ବାଧିକ । ବଙ୍ଗଳାଦେଶରେ ସବୁ ସାପ କାମୁଡ଼ାରୁ ୨୮% ଚିତି ସାପ ଯୋଗୁଁ ଘଟିଥାଏ ।
 
== ଚିତି ସାପର ବିଷ ==
୫୪ କ ଧାଡ଼ି:
ଚିତି କାମୁଡ଼ିଥିବା ମୂଷାମାନଙ୍କ ଶରୀରରେ ବିଷର LD<sub>୫୦</sub>ର ମାନ ୦.୩୨୫ ମି.ଗ୍ରା./କି.ଗ୍ରା. SC, ୦.୧୬୯ ମି.ଗ୍ରା./କି.ଗ୍ରା. IV ଓ ୦.୦୮୯ ମି.ଗ୍ରା./କି.ଗ୍ରା. IP ହୋଇଥାଏ ।<ref name="ld50">{{cite web|title=LD50|url=http://www.seanthomas.net/oldsite/ld50tot.html|url-status=dead|archiveurl=https://web.archive.org/web/20120201062634/http://www.seanthomas.net/oldsite/ld50tot.html|archivedate=2012-02-01}}</ref><ref name="LD50">{{cite web|url=http://www.venomdoc.com/LD50/LD50men.html|title=LD50 menu|url-status=dead|archiveurl=https://web.archive.org/web/20120413182323/http://www.venomdoc.com/LD50/LD50men.html|archivedate=2012-04-13}}</ref> ଚିତି ସାପର ହାରାହାରି ୧୦ ମିଲିଗ୍ରାମ୍ ବିଷ ପ୍ରସ୍ତୁତ ହୋଇଥାଏ ।<ref name="Engelmann">{{cite book|url=https://archive.org/details/snakesbiologybeh0000enge/page/51|title=Snakes: Biology, Behavior, and Relationship to Man|last=Engelmann|first=Wolf-Eberhard|publisher=Leipzig Publishing; English version published by Exeter Books (1982)|year=1981|isbn=0-89673-110-3|location=Leipzig; English version NY, USA|pages=[https://archive.org/details/snakesbiologybeh0000enge/page/51 51]}}</ref>
ଚିତି ସାପ ରାତ୍ରିଚର ଏବଂ ଦିନ ବେଳେ ମନୁଷ୍ୟ ସହିତ କମ୍ ସମୟରେ ମୁହାଁ ମୁହିଁ ହୋଇଥାନ୍ତି । ଚିତି ସାପ କାମୁଡ଼ା ଘଟଣା ସବୁ ମୁଖ୍ୟତଃ ରାତିରେ ହୋଇଥାଏ । ଚିତି ସାପ କାମୁଡ଼ିଲେ ବେଶୀ ଦଂଶନ ପୀଡ଼ା ହୁଏନାହିଁ ଯାହା ଫଳରେ ମନୁଷ୍ୟ କିଛି କ୍ଷତି ନହୋଇଥିବା ଭାବେ । କିନ୍ତୁ କିଛି ସମୟ ପରେ ଭୀଷଣ ପେଟ ବ୍ୟଥା ଓ ଶରୀର ଅଚଳ ହେବା ଆରମ୍ଭ ହୁଏ । ଚିତି ସାପ କାମୁଡ଼ାର ୪-୮ ଘଣ୍ଟାରେ ଶ୍ଵାସରୁଦ୍ଧଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିପାରେ ।<ref name="Davidson">{{cite web|url=http://drdavidson.ucsd.edu/Portals/0/snake/Bungarus.htm|title=Medical Management for bites by Kraits (Bungarus species)|url-status=dead|archiveurl=https://web.archive.org/web/20120402114827/http://drdavidson.ucsd.edu/Portals/0/snake/Bungarus.htm|archivedate=2012-04-02}}</ref>
 
ବର୍ଷା ଦିନେ ଚିତି ସାପ ନିଜ ଲୁଚିଥିବା ସ୍ଥାନରୁ ବାହାରି କୌଣସି ଶୁଷ୍କ ସ୍ଥାନ ବା ଘରେ ପଶିବାକୁ ଚେଷ୍ଟା କରନ୍ତି । ଶୋଇଥିବା ଅବସ୍ଥାରେ ମଣିଷକୁ ଚିତି ସାପ କାମୁଡ଼ିଲେ ମଶା ବା ପିମ୍ପୁଡ଼ି କାମୁଡ଼ିବା ପରି ଅନୁଭୂତ ହେଉଥିବାରୁ ଲୋକକୁ ଜଣା ମଧ୍ୟ ପଡ଼ିବ ନାହିଁ ଯେ ସାପ କାମୁଡ଼ିଛି । ଶୋଇଥିବା ଅବସ୍ଥାରେ ମଧ୍ୟ ଲୋକର ମୃତ୍ୟୁ ହେବା ସମ୍ଭବପର ।
 
ଚିତି କାମୁଡ଼ିଲେ ୧-୨ ଘଣ୍ଟା ପରେ ମାଂସପେଶୀ ଭିଡ଼ିହେବା, ଦୃଷ୍ଟି ଓ ବାକ୍ ଶକ୍ତି କ୍ଷୀଣ ହେବା ପରି ପ୍ରଭାବ ଦେଖାଯାଏ । ସର୍ପ ଦଂଶ ରୋଗୀକୁ ସେପରି ଅବସ୍ଥାରେ ଛାଡ଼ି ଦେଲେ ଶ୍ଵାସଶ୍ୱାସ ଅବରୁଦ୍ଧ ହୋଇ ୪-୫ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିବା ସମ୍ଭବପର । ସର୍ବେକ୍ଷଣରୁ ଜଣାଯାଏ ଯେ ବିନା ଆଶୁ ଚିକିତ୍ସାରେ ଚିତି ସାପ କାମୁଡ଼ାରୁ ମୃତ୍ୟୁ ହାର ପ୍ରାୟ ୭୦-୮୦% । ବଙ୍ଗଳାଦେଶରେ ସାପ କାମୁଡ଼ାଜନିତ ମୃତ୍ୟୁ ସଂଖ୍ୟାର ୫୦%ରୁ ଅଧିକ ମୃତ୍ୟୁ ଚିତି ସାପ ଯୋଗୁଁ ହେଉଥିବା ଜଣାଯାଏ ।<ref name="ct" />
 
== ସାହିତ୍ୟରେ ଉଲ୍ଲେଖ ==
ଇଂରାଜୀରେ ଲିଖିତ ''ଦ ଜଙ୍ଗଲ ବୁକ୍'' ଗଳ୍ପରେ “ରିକି ଟିକି ଟେଭି” ପ୍ରସଙ୍ଗରେ ଏକ ଚିତି ସାପ କରୈଟ୍‍ର ଧମକ ଓ ଯୁବା ନେଉଳ ରିକିର ତା’ ସହିତ ଯୁଦ୍ଧ ବିଷୟ ବର୍ଣ୍ଣିତ । ଚିତି ସାପଟି ନାଗଠାରୁ ମଧ୍ୟ ଅଧିକ ଭୟଙ୍କର ପ୍ରତିଦ୍ଵନ୍ଦୀପ୍ରତିଦ୍ୱନ୍ଦୀ ହୋଇଥିବା ଏବଂ ଯୁବା ନେଉଳ ରିକି ତାହାକୁ ପରାସ୍ତ କରିଥିବା ଏହି କାହାଣୀରେ କୁହାଯାଇଛି ।
 
ଜେମ୍‍ସ୍ ପ୍ୟାଟର୍ସନ୍‍ଙ୍କ ଲିଖିତ ''ୱିମେନ୍ସ ମର୍ଡରର୍ କ୍ଲବ୍'' ଉପନ୍ୟାସର ୮ମ ସଂଖ୍ୟା “ଏଇଟ୍‍ଥ୍ କନଫେସନ୍”ରେ ହତ୍ୟାକାରିଣୀ ଚିତି ବିଷର ବ୍ୟବହାର କରି ହତ୍ୟା କରୁଥିବା ବିଷୟ ଲିଖିତ ।
"https://or.wikipedia.org/wiki/ଚିତି_ସାପ"ରୁ ଅଣାଯାଇଅଛି