"ରାମେଶ୍ୱରୀ ନେହରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Rameshwari Nehru"
 
ଟିକେ Regular Character Changes
୩ କ ଧାଡ଼ି:
'''ରାମେଶ୍ୱରୀ ନେହରୁ''' (ଆଗରୁ ''ରାମେଶ୍ୱରୀ ରାଏନା''; ୧୮୮୬–୧୯୬୬) ଜଣେ ଭାରତୀୟ ସମାଜସେବୀ । ସେ ଗରିବ ଲୋକ ଓ ମହିଳାଙ୍କ କଲ୍ୟାଣ କାମ କାରୁଥିଲେ । ୧୯୦୨ ମସିହାରେ, ସେ ବ୍ରିଜଲାଲ ନେହରୁଙ୍କୁ ବିବାହ କରିଥିଲେ । ବ୍ରିଜଲାଲ, [[ମୋତିଲାଲ ନେହେରୁ]]<nowiki/>ଙ୍କ ପୁତୁରା ଓ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ [[ଜବାହରଲାଲ ନେହେରୁ]]<nowiki/>ଙ୍କ ବଡ଼ବାପା ପୁଅ ଭାଇ ଥିଲେ । ରାମେଶ୍ୱରୀଙ୍କ ପୁତ୍ର ବ୍ରଜ କୁମାର ନେହରୁ ଜଣେ ଭାରତୀୟ ବେସାମରିକ କର୍ମଚାରୀ ଥିଲେ ଓ ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି ।
 
୧୯୦୯ ରୁ୧୯୦୯ରୁ ୧୯୨୪ ମସିହା ଯାଏଁ ସେ [[ହିନ୍ଦୀ]] ଭାଷାର ଏକ ମାସିକ ପତ୍ରିକା ସ୍ତ୍ରୀ ଦର୍ପଣର ସମ୍ପାଦକ ଥିଲେ । ସେ ଅଲ୍ ଇଣ୍ଡିଆ ୱିମେନ୍ସ କନଫରେନ୍ସର ପ୍ରତିଷ୍ଠାତା ଥିଲେ<ref>{{Cite book|url=https://books.google.com/books?id=cwB7ebB8TK8C&pg=PR22|title=Two Alone, Two Together: Letters Between Indira Gandhi and Jawaharlal Nehru 1922–1964|year=2004|isbn=9780143032458|editor-last=Sonia Gandhi|page=xxii}}</ref> ଓ ୧୯୪୨ ମସିହାରେ ଏହାର ସଭାପତି ଥିଲେ <ref>{{Cite book|url=http://archive.org/details/in.ernet.dli.2015.130233|title=Afro-asian Group In The U.n|last=Sharma|first=d n|date=1969}}</ref>।
 
ନିଜ ସମାଜସେବା କାର୍ଯ୍ୟ ପାଇଁ [[ଭାରତ ସରକାର]]<nowiki/>ଙ୍କ ତରଫରୁ ତାଙ୍କୁ ୧୯୫୫ ମସିହାରେ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା ଓ ୧୯୬୧ ମସି‌ହାରେ ସେ ଲେନିନ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥିଲେ।