"ରାଣା ଆୟୁବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୭ କ ଧାଡ଼ି:
| occupation = ସାମ୍ବାଦିକା, ଲେଖିକା
}}
'''ରାଣା ଆୟୁବ''' ଜଣେ ଭାରତୀୟ ସାମ୍ବାଦିକା ଓ ଲେଖିକା । ସେ ଗୁଜୁରାଟଗୁଜରାଟ ଫାଇଲ୍ସ: ଆନାଟୋମୀ ଅଫ୍ ଏ କଭର ଅପ୍‌ର ଲେଖିକା<ref>{{Cite news|url=https://www.business-standard.com/article/specials/gujarat-files-rana-ayyub-and-stinging-truths-116062400580_1.html|title=Gujarat Files: Rana Ayyub and stinging truths|last=Mukhopadhyay|first=Nilanjan|date=25 June 2016|work=Business Standard India|access-date=16 November 2019}}</ref>।
 
== ପରିବାର ==
୧୪ କ ଧାଡ଼ି:
 
== କ୍ଯାରିଅର ==
ରାଣା [[ତେହେଲ୍ଲକା]]<nowiki/>ରେ କାମ କରିଛନ୍ତି, ଏହା ଦିଲ୍ଲୀ ସ୍ଥିତ ଏକ ତଦନ୍ତକାରୀ ଖବର ପତ୍ରୀକା । ରାଣା [[ଭାରତୀୟ ଜନତା ପାର୍ଟି]]<nowiki/>ର ଓ ଦେଶର ବର୍ତ୍ତମାନ ପ୍ରଧାନମନ୍ତ୍ରୀ [[ନରେନ୍ଦ୍ର ମୋଦୀ]]<nowiki/>ଙ୍କ ସମାଲୋଚନା କରିବାରେ ଜଣାଶୁଣା <ref name="TOI">{{Cite news|url=http://timesofindia.indiatimes.com/india/Outrage-on-social-media-after-DNA-takes-down-article-critical-of-Amit-Shah/articleshow/38264714.cms|title=Outrage on social media after DNA takes down article critical of Amit Shah|date=14 July 2014|access-date=14 December 2019}}</ref>। ପୂର୍ବରୁ, ୨୦୧୦ ମସିହାରେ ରାଣାଙ୍କ ଦ୍ୱାରାରାଣାଙ୍କଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଦେଶର ବର୍ତ୍ତମାନ ଗୃହ ମନ୍ତ୍ରୀ ଅମିତ ସାହଙ୍କୁ କିଛି ସମୟ ପାଇଁ ଜେଲ ଦଣ୍ଡ ହେଇଥିଲା<ref>{{Cite news|url=https://www.indiatoday.in/india/story/modi-aide-amit-shah-arrested-jailed-in-sohrabuddin-case-79246-2010-07-25|title=Modi aide Amit Shah arrested, jailed in Sohrabuddin case|last=PTI|date=25 July 2010|work=India Today|access-date=18 September 2019|language=en}}</ref> ।
 
ତେହେଲ୍ଲକାରେ ରାଣା ଜଣେ ତଦନ୍ତକାରୀ ସାମ୍ବାଦିକା ଭାବେ କାମ କରୁଥିଲେ, ଓ ନିଜର ପ୍ରଥମ ବଡ଼ କାର୍ଯ୍ୟ ଭାବେ ସେ ୨୦୦୨ରେ ହେଇଥିବା ଗୁଜୁରାଟଗୁଜରାଟ ଦଙ୍ଗା ଉପରେ ଷ୍ଟିଂଗ ଅପରେସନ କରିଥିଲେ, ଯାହା ବିଷୟରେ ସେ ତାଙ୍କ ବ‌ହି ଗୁଜୁରାଟଗୁଜରାଟ ଫାଇଲ୍ସରେ ଲେଖିଛନ୍ତି । ଷ୍ଟିଂଗ ଅପରେସନ ପରେ ତେହେଲ୍ଲକା ରାଣାଙ୍କ ଦ୍ୱାରାରାଣାଙ୍କଦ୍ୱାରା ଲେଖାଯାଇଥିବା ରିପୋର୍ଟ ପ୍ରକାଶନ କରିନଥିଲା । ସେ କିଛି ବର୍ଷ ଯାଏଁ ତେହେଲ୍ଲକାରେ କାମ କରିଥିଲେ ଓ ପରେ ତେହେଲ୍ଲକାର ସମ୍ପାଦକ [[ତରୁଣ ତେଜପାଳ]]<nowiki/>ଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆସିଲା ପରେ, ସେ ସଂସ୍ଥା ଉପରେ ନିଜର ପ୍ର‌ତିବାଦ ଦେଖେଇ ଇସ୍ଥପା ଦେଇଥିଲେ <ref>{{Cite news|url=http://www.firstpost.com/india/tehelka-scandal-senior-editor-rana-ayyub-quits-in-protest-1250617.html|title=Tehelka scandal: Senior editor Rana Ayyub quits in protest|date=26 November 2013|access-date=14 December 2019}}</ref>।
 
== ଗୁଜୁରାତ ଷ୍ଟିଙ୍ଗ ଅପରେସନ ==
ରାଣା "ମୈଥିଳି ତ୍ୟାଗିର" ଗୁପ୍ତ ନାମରେ ୨୦୦୨ ଦଙ୍ଗାରେ ଲିପ୍ତ ଥିବା କିଛି ଲୋକଙ୍କୁ ପୋଲିସ ଅଫିସର ଓ ନେତାମାନେ କିପରି ଗୁପ୍ତ ରଖିଥିଲେ ତାକୁ ବାହାରକୁ ଆଣିବାର ପ୍ରଚେଷ୍ଠା କରିଥିଲେ । ସେ ୧୦ ମାସ ଧରି ଏହି ଛଦ୍ମ ଋପରେ ଏହି ଅପରେସନ ଚଳାଇଥିଲେ ।ପରେ କିଛି ନୂଆ ତ‌ଥ୍ୟ ନାହିଁର ଉଦାହରଣ ଦେଇ, ତେହେଲ୍ଲକା ରାଣାଙ୍କ ଦ୍ୱାରାରାଣାଙ୍କଦ୍ୱାରା ଲେଖାଯାଇଥିବା ରିପୋର୍ଟ ପ୍ରକାଶନ କରିନଥିଲା ।
 
== ପୁରସ୍କାର ==