"ବିଣା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Bina Das"
 
ଟିକେ Regular Character Changes
୨୬ କ ଧାଡ଼ି:
 
=== ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ===
ବିଣା ଦାସ ଛାତ୍ରୀ ସଂଘର ସଦସ୍ଯ ଥିଲେ, ଏହା ମହିଳାଙ୍କ ପାଇଁ [[କଲିକତା]] ସ୍ଥିତ ଏକ ବିପ୍ଲବୀ ସଂସ୍ଥା ଥିଲା । ୬ ଫେବୃଆରୀ ୧୯୩୨ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟର ଠାରେବିଶ୍ୱବିଦ୍ୟାଳୟରଠାରେ ବଙ୍ଗ ପ୍ରଦେଶର ତ‌ତ୍କାଳୀନ ରାଜ୍ୟପାଳ ଷ୍ଟାନଲି ଜ୍ୟାକ୍ସନଙ୍କୁ ହତ୍ୟା ଉଦ୍ୟମ କରିଥିଲେ<ref>{{Cite book|url=https://books.google.com/books?id=68xTBT1-H4IC&pg=PA87&lpg=PA87&dq=Kamala+Das+Gupta&source=web&ots=ovnCQWX1F9&sig=VSV0pMLDtttJPfAPRMH73g2DknM&hl=en&sa=X&oi=book_result&ct=result&redir_esc=y#v=onepage&q=Kamala%20Das%20Gupta&f=false|title=The History of Doing: An Illustrated Account of Movements for Women's Rights and Feminism in India 1800-1990|last=Kumar|first=Radha|date=1997|publisher=Zubaan|isbn=9788185107769|language=en}}</ref> । ସେ ପାଞ୍ଚଥର ଗୁଳି ଚଲେଇଥିଲେ କିନ୍ତ ଏହି ପ୍ରଚେଷ୍ଠା ବିଫଳ ହେଇଥିଲା, ପରେ ତାଙ୍କୁ ୯ ବର୍ଷର କାରାବାଷ ଦଣ୍ଡ ମିଳିଥିଲା ।
 
୧୯୩୯ ମସିହାରେ ଜଲ୍ଦି ମୂକୁଳିବା ପରେ ସେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ରେ ଯୋଗ ଦେଇଥିଲେ । ୧୯୪୨ ମସିହାରେ [[ଭାରତ ଛାଡ଼ ଆନ୍ଦୋଳନ]]<nowiki/>ରେ ଯୋଗ ଦେଇଥିଲେ ଓ ୧୯୪୨-୪୫ ଯାଏଁ କାରାବାଷ ଦଣ୍ଡ ପାଇଥିଲେ । ୧୯୪୭-୧୯୫୧ ମସିହା ଯାଏଁ ସେ ପଶ୍ଚିମ ବଙ୍ଗ ବିଧାନସଭାରବିଧାନ ସଭାର ସଦସ୍ୟ ଥିଲେ । ୧୯୪୭ ମସିହାରେ ସେ ଜୁଗାନ୍ତର ସମୂହର ଜଣେ କାର୍ଯ୍ୟକର୍ତ୍ତା ଓ ସ୍ୱାଧୀନତା ସଂଗ୍ରାମୀ ଜତିଶ ଚନ୍ଦ୍ର ଭୌମିକଙ୍କୁ ବିବାହ କରିଥିଲେ।
 
=== ପୁରସ୍କାର ===
"https://or.wikipedia.org/wiki/ବିଣା_ଦାସ"ରୁ ଅଣାଯାଇଅଛି